Yearly Archives

2023

ଅଜଣା ଗାଡ଼ି ଧକ୍କାରେ ୫ ମଇଁଷି ମୃତ, ବେପରୁଆ ଗାଡି ଚାଳନାକୁ ଦାୟୀ କଲେ ଲୋକେ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଅଭାବନୀୟ ଘଟଣା । ଅଜଣା ଗାଡ଼ି ଧକ୍କାରେ ପାଞ୍ଚ ମଇଁଷି ମୃତ । ବିଳମ୍ବିତ ରାତିରେ ଘଟିଛି ଘଟଣା । ଜାତୀୟ ରାଜପଥ ଏନ୍ ଏଚ୍‌ ୫୯ରେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ବାଲିଗୁଡା ପୋଲିସ ପହଞ୍ଚି ଏନ୍ଏସି ସହାୟତାରେ ମଇଁଷି ମାନଙ୍କ ମୃତଦେହକୁ
Read More...

ଜରୁରୀକାଳୀନ ହେଲ୍ପ ଲାଇନ ନମ୍ବରର ଶୁଭ ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଘର ନିର୍ମାଣ କାମ କରୁଥିବା ଲୋକେ ସତର୍କ ରହନ୍ତୁ । ରାସ୍ତା ଅବରୋଧ କଲେ ଦେବାକୁ ପଡ଼ିବ ପାଉଣା । ବଲାଙ୍ଗିର ମ୍ୟୁନିସିପାଲଟି ଠାରେ ଏକ ଜରୁରୀକାଳୀନ ହେଲ୍ପ ଲାଇନ ନମ୍ବରର ଶୁଭ ଉଦ୍‌ଘାଟନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ଘର
Read More...

ମୁହୁରୀ କଳାପରିଷଦ କୁତମୁଣ୍ଡା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ ଯୁଆଡ଼ି) : ମୁହୁରୀ କଳାପରିଷଦ କୁତମୁଣ୍ଡା ପକ୍ଷରୁ ଗ୍ରାମର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗଛ ଲଗାଯାଇଛି । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ଭେଲାରାମ କୁମ୍ଭାର କହିଲେ, ବର୍ତ୍ତମାନର ପରିବେଶରେ ଉଦ୍ଭିଦ ପାଇଁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି ।
Read More...

ଭାଇର ଠେଙ୍ଗା ମାଡରେ ଭାଇ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଅର୍ଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇର ଠେଙ୍ଗା ମାଡରେ ଭାଇ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନଯୋଗ୍ୟ ଯେ, ଅର୍ଡା ଗ୍ରାମର
Read More...

ଭାରସାମ୍ୟ ହରାଇ ନିମ୍ବ ଗଛରେ ପିଟିହେଲେ ବାଇକ ଆରୋହୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମୁଡ ଗାଁରେ ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ରାମୁଡ ଗ୍ରାମର ବବ୍‌ଲୁ ସା ବୟସ ୩୬ । ବବ୍‌ଲୁ ମେଡିକାଲ୍ କାମରେ ବଲାଙ୍ଗିର ଆସିଥିଲେ
Read More...

ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବାକୁ ପ୍ରାଣୀଧନ କ୍ଷେତ୍ରରେ ପ୍ରଥମ କରି ‘କ୍ରେଡିଟ୍ ଗ୍ୟାରେଣ୍ଟି’ ଯୋଜନା ଆରମ୍ଭ; ଏହା…

ପ୍ରାଣୀଧନ କ୍ଷେତ୍ରକୁ ବିନା ବନ୍ଧକରେ ଋଣ ପ୍ରଦାନ କରିବାକୁ ଏହି ଯୋଜନା ସହାୟକ ହେବଏହି ଯୋଜନା ପଶୁ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ଋଣ ଯୋଗାଣ ବ୍ୟବସ୍ଥାକୁ ସହଜ ଏବଂ ଜଞ୍ଜାଳମୁକ୍ତ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବମୋଟ ପ୍ରକଳ୍ପ ଖର୍ଚ୍ଚର
Read More...

ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଘରୋଇ ଉପଲବ୍ଧତା ସୁନିଶ୍ଚିତ…

ଅଣ ବାସମତୀ ଧଳା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା କେନ୍ଦ୍ରଆଗାମୀ ପାର୍ବଣ ଋତୁରେ କମ୍ ମୂଲ୍ୟ ଏବଂ ଉପଲବ୍ଧତା ନିଶ୍ଚିତ କରିବ ଏହି ନିଷ୍ପତ୍ତି ଦିଲ୍ଲୀ, (ପିଆଇବି) : ଭାରତୀୟ ବଜାରରେ ଅଣ ବାସମତୀ ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଘରୋଇ ବଜାରରେ
Read More...

ଓଡ଼ିଶାର ଜାତୀୟ ରାଜପଥ ପ୍ରକଳ୍ପ କାମ ବିଳମ୍ବକୁ ନେଇ ଲୋକସଭାରେ ଉତ୍ତର ରଖିଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ୱର, (ପିଆଇବି) : ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଚାରିଟି ଜାତୀୟ ରାଜପଥ ପ୍ରକଳ୍ପ କାମରେ ବିଳମ୍ବକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ, ଜଙ୍ଗଲ
Read More...

ଅସହାୟ ମହିଳାଙ୍କୁ ୨ ୟୁନିଟ୍‌ ରକ୍ତଦାନ କଲା ଯୁବ କୁଲୁତା ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଦେଓଗାଁ ବ୍ଲକ କୁନ୍ଦେଇମାଲ ଗ୍ରାମର ସାବିତ୍ରୀ ବାଗଙ୍କୁ ରକ୍ତର ଆବଶ୍ୟକତା ହେବାରୁ ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇ ଲୋଇସିଂହା ବ୍ଲକ ପିପିଲି ଗ୍ରାମର ଶଙ୍କର ପ୍ରଧାନ ଆସି
Read More...

ବର୍ଷିୟାନ୍ ଶିକ୍ଷକ ନେତା ଡମ୍ବରୁ ମୁଦୁଲିଙ୍କ ବିୟୋଗ ଶିକ୍ଷକ ଜାତି ପାଇଁ ଏକ ବିରାଟ ଶୂନ୍ୟସ୍ଥାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିଜର ସୁଦୂରପ୍ରସାରୀ ଚିନ୍ତା ଧାରା, ବିବେକଯୁକ୍ତ ବିଚାରଶୀଳତା, ସ୍ପଷ୍ଟବାଦିତା, ବାକ ପଟୁତା, ନିର୍ଭୀକତା, ଉପସ୍ଥିତ ବୁଦ୍ଧିମତା ପାଇଁ ଶିକ୍ଷା ଓ ସମାଜସେବାରେ ସବୁଠି ଜୟ କରିବା ସହ ଜୀବନର ପ୍ରତିଟି ପାହାଚକୁ ସଫଳତାର ସହ ଅତିକ୍ରାନ୍ତ କରି ସୁନାମ
Read More...