Yearly Archives

2023

ମାଉଜର ଦେଖାଇ ଦୋକାନୀ ଦୁଇ ଭାଇଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ତ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚାହା ପାନ ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ କେହି ଦୁର୍ବୃତ୍ତ ମାଉଜର ଦେଖାଇ ଉଠାଇ ନେଇ ଯାଇଥିବା ଖବର ମିଳିଛି । ଗୋଟିଏ ଇନୋଭା ଏବଂ ଆଉ ଗୋଟିଏ କାରରେ ପ୍ରାୟ
Read More...

ତେଜିଲା ପଦ୍ମପୁର ଜିଲ୍ଲା ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପ୍ରସ୍ତାବିତ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆଜି ପଦ୍ମପୁର ଓକିଲ ସଂଘ କନଫେରେନ୍ସ ହଲଠାରେ ଦିନ ୩ଟା ସମୟରେ ପଦ୍ମପୁର ଜିଲ୍ଲା ଆନ୍ଦୋଳନ ବିଷୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ଉପଖଣ୍ଡର ବିଭିନ୍ନ ବ୍ଲକ
Read More...

ବେସରକାରୀ ସ୍କୁଲ ସଂଘର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବେସରକାରୀ ସ୍କୁଲ ସଂଘର ସଭ୍ୟମାନେ ସିଓଆର୍ ଓ ଆର୍‌ଟିଇ ପ୍ରତିପୁରଣ ଦାବୀରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ପ୍ରଦର୍ଶନ କରିଛନ୍ତି । ଧାରଣା ଯୋଗୁଁ ଜିଲ୍ଲାର ସମସ୍ତ ବେସରକାରୀ ସ୍କୁଲ ଆଜି ବନ୍ଦ ରହିଛି । ଅର୍ଥ
Read More...

ସ୍କୁଲ ପାଚିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ସ୍କୁଲ ପାଚିକାଙ୍କୁ ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ । ଏମିତି ଏକ ଅଭିଯୋଗ ଆସିଛି ବଲାଙ୍ଗିର ସଦର ଥାନା ଫଲ୍‌ସାମାଲ୍‌ ଗାଁରୁ । ଫଲ୍‌ସାମାଲ୍‌ ପ୍ରାଥମିକ ସ୍କୁଲର ପାଚିକା ମୀରା ପଧାନଙ୍କ ଶବ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ଘର ଭିତରୁ ଉଦ୍ଧାର
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱ
Read More...

ଆରିକାଙ୍କୁ ମିଳିବ ବିଏସ୍‌କେୱାଇ ସହାୟତା

ଭୁବନେଶ୍ୱର : ସୁନ୍ଦରଗଡ଼ ସହର ରଙ୍ଗାପାଢ଼ି ଅଞ୍ଚଳର ୧୦ ବର୍ଷୀୟ ବାଳିକା ଆରିକା ଫତିମାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଆଜିଠାରୁ ଚିକିତ୍ସା ନିମନ୍ତେ ସେ ଏହି ଯୋଜନାରୁ ସହାୟତା ପାଇବେ । ଆରିକାଙ୍କ ରୋଗ ବିଷୟ ଆଜି ଗଣମାଧ୍ୟମରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ
Read More...

ଧର୍ମପରାୟଣା ମହିଳା ବସୁମତି ସାହୁଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ କୁର୍ଲୁପାଲି ନିବାସୀ ସ୍ୱର୍ଗତ ଶିବପ୍ରସାଦ ସାହୁଙ୍କ ଧର୍ମପତ୍ନୀ ଧର୍ମପରାୟଣା ବସୁମତି ସାହୁ(୭୯)ଙ୍କ ଆଜି ପୂର୍ବାହ୍ନରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସଭାପତି, ବଲାଙ୍ଗିର ଜିଲ୍ଲା
Read More...

୧୦ ଦଫା ଦାବୀରେ ଜିଲ୍ଲା ସମିତି ସଭ୍ୟ ସଂଘର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସମିତି ସଭ୍ୟ ସଂଘ ପକ୍ଷରୁ ସଂଘର ସଭାପତି ଗୋଲାପ ବାଗଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ କୋଶଳ କଳା ମଣ୍ଡଳ ପଡ଼ିଆରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
Read More...

ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଏବଂ ସୁତାକଳ ପ୍ରତିଷ୍ଠା ନିମନ୍ତେ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଦାବୀପତ୍ର…

ସରକାର ଦାବୀପତ୍ରକୁ ଅଗ୍ରାହ୍ୟ କଲେ ଆଗକୁ ହେବ ଆନ୍ଦୋଳନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର
Read More...

ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜ(୬୦)ଙ୍କ ପରଲୋକ ହେଇଯାଇଛି । ସେ ଜଣେ ଦକ୍ଷ ସଂଗଠକ ଭାବରେ ଯୁଗ ଯାତ୍ରୀ ପ୍ରତି ନିଜର ଦାୟିତ୍ଵ ନିର୍ବାହ କରିଥିଲେ । ବ୍ୟକ୍ତିଗତ
Read More...