ବଢ଼ୁଛି ଲୋୟର୍ ସୁକ୍ତେଲ୍ ଡ୍ୟାମ୍ର ଜଳସ୍ତର, ବିସ୍ଥାପିତଙ୍କୁ ଗାଁ ଛାଡ଼ିବା ପାଇଁ ପ୍ରଶାସନର ଅନୁରୋଧ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର୍ ସୁକ୍ତେଲ୍ ଡ୍ୟାମ୍ର ଜଳସ୍ତର ବଢ଼ିଚାଲିଥିବା ବେଳେ ବସ୍ଥାପିତଙ୍କୁ ଗାଁ ଛାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନା ଅନୁସାରେ ଡ୍ୟାମ୍କୁ ୧୭୬ କ୍ୟୁବିକ୍ ମିଟର ଜଳ ପ୍ରବେଶ ଥିବା ବେଳେ!-->…
Read More...
Read More...