Yearly Archives

2023

ୱାର୍ଡ ସଭ୍ୟାଙ୍କ ଆକ୍ରମଣରେ ବୃଦ୍ଧା ଗୁରୁତର : ଥାନାରେ ମାମଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୱାର୍ଡ ସଭ୍ୟାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବୃଦ୍ଧା । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଧିନସ୍ଥ ବୁଢ଼ୀପଦର ପଂଚାୟତର ପିପିଲିପାଲି ଗାଁରେ । ପିପିଲିପାଲିର ୱାର୍ଡ ସଭ୍ୟା ସବ୍ୟ ମହାକୁଡ ବୟସ(୪୦) ପୂର୍ବ ଶତ୍ରୁତାକୁ
Read More...

ଜଟିଳ ନ୍ୟାୟିକ ପେନସନ୍ ପ୍ରଦାନ ସାମାରୋହ

ତିରିଶ୍ ବର୍ଷ ତଳେ ନିଖୋଜ ନୃସିଂହ ଚରଣ ପଟ୍ଟନାୟକଙ୍କ ପରିବାରକୁ ୧୯ ଲକ୍ଷ ପେନସନ୍ ରାଶି ପ୍ରଦାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୋଷାଗାର ଛତ୍ରପୁର ଆନୁକୂଲ୍ୟରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ କାର୍ଯ୍ୟାଳୟ ପରିସରରେ ଜଟିଳ ନ୍ୟାୟିକ ପେନସନ୍ ପ୍ରଦାନ ସାମାରୋହ
Read More...

ଗଞ୍ଜାମ ଥାନା ଅଞ୍ଚଳର ଚା-ପାନ ଦୋକାନୀ ଦୁଇଭାଇଙ୍କ ଅପହୃତ ହଇଚଇ ମାମଲା : ଦୁଇଭାଇ ବେଙ୍ଗାଲୁରୁ ସିଟିରେ ଏକ ଗଞ୍ଜେଇ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ଥାନା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଦ୍ଵାରା ଅପହୃତ ବୋଲି ହଇଚଇ ସୃଷ୍ଟି କରିଥିବା ଦୁଇ ଭାଇ କୃଷ୍ଣ ସାହୁ ଓ ପଞ୍ଚୁ ସାହୁ ଦୁଇଭାଇଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି । ସେମାନଙ୍କୁ କେହି ଅପହରଣ କରି ନେଇନାହାନ୍ତି । ସେ ଦୁଇଜଣଙ୍କୁ
Read More...

ମଧ୍ୟାହ୍ନ ଭୋଜନ ମାନ ପରଖିଲେ ବରଗଡ଼ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଶନିବାର ଦିନ ବରଗଡ଼ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଷ୍ଟରଟିକ୍ରା ପରିଦର୍ଶନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟର ସୁନାମ ବଜାୟ ରଖିବା ପାଇଁ ଉତ୍ସର୍ଗୀକୃତ ମନୋଭାବ
Read More...

ପର୍ଶୁରାମ ଫଟୋ ହଟାଇ ବିଜୁବାବୁଙ୍କ ମୂର୍ତ୍ତି ସ୍ଥାପନକୁ ପ୍ରତିବାଦ କରି ଆଜି ବେଲପଡା ବନ୍ଦ

ବେଲପଡା, (ଭୋଜରାଜ ଦଣ୍ଡସେନା) : କିଛିଦିନ ତଳେ ପଟଣାଗଡ଼ ବ୍ଲକ ଛକଠାରେ ଲାଗିଥିବା ଭଗବାନ ପର୍ଶୁରାମଙ୍କ ଫଟୋକୁ ହଟାଇ ବିଜୁବାବୁଙ୍କ ମୂର୍ତ୍ତି ସ୍ଥାପନ କରିଥିବାରୁ ଗତ ୩ଦିନ ତଳେ ପାଟଣାଗଡ଼ ବ୍ଲକ ଛକ ନିକଟରେ ଧାରଣା ଦେଇ ପାଟଣାଗଡ଼ ବନ୍ଦ ଡାକରା ଦେଇଥିଲା ହିନ୍ଦୁ ସମାଜ । ଆଜି ତାକୁ ସମର୍ଥନ
Read More...

ରାତି ଅଧରେ ଦେକାନରୁ ଚୋରି ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହର ନିକଟରେ ରେଳଷ୍ଟସନ ପାର୍ଶ୍ଵରେ ଥିବା ଏକ ପାନ ଜଳଖିଆ ଦୋକାନରୁ ମଧ୍ୟରାତ୍ରରେ ଚୋର କଳାକାନ ବୁଲେଇଥିବା ଦେଖିବାକୁ ମିଳିଛି । ବିପିନ ପାଲାଇ ଓ ତାଙ୍କ ମା' ସବୁଦିନ ପରି ଗତକାଲି ରାତ୍ରି ଦୋକାନ ବନ୍ଦ କରି ଘରକୁ
Read More...

ଜିଲ୍ଲାପାଳ ସୁବର୍ଣପୁରଙ୍କ ସହର ସ୍ଥିତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ସୋନପୁର ସହର ସ୍ଥିତ ଜିଲ୍ଲା ସାମ୍ବାଦିକ ସଂଘର ସାମ୍ବାଦିକ ଭବନ, ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ଲେପ୍ରା ସୋସାଇଟି, ଯୋଗ ବିହାର ତଥା ମହାରାଜା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଅନୁଷ୍ଠାନଗୁଡ଼ିକର
Read More...

ମଣିପୁରରେ ସାମ୍ପ୍ରଦାୟିକ ହିଂସା, ମହିଳାଙ୍କୁ ଉଲଗ୍ନ ଭଳି ଘଟଣାରେ ମୋଦୀଙ୍କୁ ଦୋଷ ଦେଇଛି ଆମ୍ ଆଦ୍‌ମୀ ପାର୍ଟି

ବ୍ରହ୍ମପୁରରେ ମୋଦିଙ୍କ କୁଶପୁତ୍ତଳିକା ଦାହ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜେପି ଶାସିତ ରାଜ୍ୟ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଏବଂ ମହିଳାଙ୍କୁ ଉଲଗ୍ନ କରି ଗାଁ ବୁଲାଇବା ଭଳି ନାରୀ ନିର୍ଯ୍ୟାତନା ଦେଶର ନାରୀ ସମାଜକୁ ଘୋର ଅପମାନ ହୋଇଛି । ଏଭଳି ଜଘନ୍ୟ-ଅତ୍ୟାଚାର ସାରା
Read More...

୨୪ତମ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୪ତମ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ଲାଲ୍‌ଟିକ୍ରା ସ୍ଥିତ ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୬ ଜୁଲାଇ ୨୦୨୩ ସକାଳ ୯ଟା ସମୟରେ କାର୍ଯ୍ୟାଳୟ ପରିସରରେ
Read More...

ରାଣୀପୁର ଝରିଆଲ ମନ୍ଦିର କମିଟିର ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବହୁ ପୁରାତନ ଐତିହାସିକ ଯୋଗିନୀ ପୀଠ ରାଣିପୁର ଝରିଆଲର ସୋମେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପରିଚାଳନା କମିଟିର ବୈଠକ ସଭାପତି ମାଣିକ ଲାଲ ଜୈନଙ୍କ ସଭାପତିତ୍ୱ ଓ ଆବାହକ ଅନିଲ କୁମାର ତ୍ରିପାଠୀଙ୍କ
Read More...