Yearly Archives

2023

ଉତ୍ତମ ମଣିଷ ଗଢିବାରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଡ. ମିଶ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ୨୪ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ 'ଏକତ୍ର' ରାଉରକେଲା ଆନୁକୂଲ୍ୟରେ ଦି ବିଲିଭର୍ସ ନାଟ୍ୟାନୁଷ୍ଠାନର ୨୩ତମ ବାର୍ଷିକୋତ୍ସବ ସେକ୍ଟର ୭ ମଧୁମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏକତ୍ରର ସଭାପତି ରାଜୀବ ପାଣିଙ୍କ ସଭାପତିତ୍ୱ ତଥା ମଂଚ ସଂଯୋଜନା ଓ ଦି
Read More...

ଅଗଷ୍ଟ ପହିଲାରୁ ଡାକ ବିଭାଗ ପକ୍ଷରୁ ଢାଇ ଆଖର ପତ୍ରଲିଖନ ପ୍ରତିଯୋଗିତା

• ‘‘ଡିଜିଟାଲ ଇଣ୍ଡିଆ ଫର୍ ନ୍ୟୁ ଇଣ୍ଡିଆ’’ ବିଷୟବସ୍ତୁ ଉପରେ ପତ୍ର ଲେଖି ରାଜ୍ୟ ଓ ଜାତୀୟ ସ୍ତରରେ ଅର୍ଥ ପୁରସ୍କାର ଜିତିପାରିବେ ପ୍ରତିଯୋଗୀ ଭୁବନେଶ୍ୱର, (ପିଆଇବି) : ଭାରତୀୟ ଡାକ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ଜାତୀୟ ସ୍ତରୀୟ ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ଆୟୋଜନ
Read More...

ରାଜମଣି ଦାଶଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନିବାସୀ ସ୍ୱର୍ଗତ ଡା. ବାଣିଭୂଷଣ ଦାଶଙ୍କ ଧର୍ମପତ୍ନୀ ରାଜମଣି ଦାଶଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ସରୋଜ ଦାଶ, ବରିଷ୍ଠ ଓକିଲ ମନୋଜ ଦାଶ,
Read More...

‘ରଚନା’ର ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା ଓ କବିତା ପୁସ୍ତକ ଉନ୍ମୋଚନ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ 'ରଚନା' ତରଫରୁ ସ୍ଥାନୀୟ ପତିତପାବନ ଏକାଡେମୀ ସଭାଗୃହରେ କବି, ଗାଳ୍ପିକ ଓ ଚିତ୍ରଶିଳ୍ପୀ ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା ଓ କବିତା ପୁସ୍ତକ ଉନ୍ମୋଚନ ସମାରୋହ ଅନୁଷ୍ଠିତ
Read More...

ଜାତୀୟ ଶିକ୍ଷାନୀତିର ତୃତୀୟ ବାର୍ଷିକୀ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରରେ ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସମଗ୍ର ଦେଶରେ ୨୯ ଜୁଲାଇରେ ଜାତୀୟ ଶିକ୍ଷାନୀତି ୨୦୨୦ର ତୃତୀୟ ବାର୍ଷିକୀ ପାଳନ କରାଯିବ । ଏହି ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦ୍‌ଘାଟନ କରିବେ । ଏହାର ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ରୀୟ ବିଦ୍ୟାଳୟ
Read More...

ଜିଲ୍ଲାର ଶିକ୍ଷିତ ବେରୋଜଗାର୍ ଯୁବକମାନଙ୍କ ପାଇଁ ନିଯୁକ୍ତି ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଳିତ ସହଯୋଗରେ ରିଜିନାଲ ଟ୍ରେନିଂ ଏକାଡେମୀ ଏସ୍‌ଆଇଏସ୍‌ ଲିମିଟେଡ଼, କଟକ ପକ୍ଷରୁ ଜିଲ୍ଲାର ଶିକ୍ଷିତ ଯୁବକମାନଙ୍କୁ ରୋଜଗାର ଉପଲବ୍ଧ କରାଇବା ସକାଶେ ସୁରକ୍ଷା କ୍ଷେତ୍ରରେ ନିଯୁକ୍ତି ପାଇଁ ଆସନ୍ତା ଅଗଷ୍ଟ
Read More...

ଇନରହ୍ୱିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ମହିଳା ସ୍ୱେଚ୍ଛାସେବୀ ସଂସ୍ଥା ଇନରହ୍ୱିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବରଗଡ଼ ବେସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ରାତ୍ର ଆଶ୍ରୟସ୍ଥଳୀ ପରିସରରେ ଆମ୍ବ,
Read More...

ଟିଟିଲାଗଡ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ପାସ୍‌ବୁକ ପ୍ରିଣ୍ଟ ପାଇଁ ଲାଗୁଛି ଲମ୍ବା ଲାଇନ : ଅଧିକ ମେସିନ ଲଗାଇବା…

ଟିଟିଲାଗଡ, (ନିରୋଜ କୁମାର ପାଣୀ) : ଲୋକ ନିଜର ଜମା ପୁଞ୍ଜିକୁ ରଖିବା ପାଇଁ ବ୍ୟାଙ୍କମାନଙ୍କ ଉପରେ ନିର୍ଭର କରିଥାନ୍ତି । ବିଭିନ୍ନ ବ୍ୟାଙ୍କମାନଙ୍କ ମଧ୍ୟରୁ ଷ୍ଟେଟ ବ୍ୟାଙ୍କ ହେଉଛି ଲୋକଙ୍କ ବିଶ୍ଵାସନୀୟ ବ୍ୟାଙ୍କ । ଟିଟିଲାଗଡ ସହରର ମୁଖ୍ୟ ଶାଖାକୁ ପ୍ରତିଦିନ ବହୁତ ଲୋକ ନିଜର ଟଙ୍କା ଜମା
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ କରିବ ଚାଷୀଙ୍କୁ ସଚେତନଜିଲ୍ଲାରେ ଶତ ପ୍ରତିଶତ କୃଷିବୀମା ସୁନିଶ୍ଚିତ ଲକ୍ଷ୍ୟ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଖରିଫ ଚାଷ ନିମନ୍ତେ ଜିଲ୍ଲାର ସମସ୍ତ କୃଷକ ଯେପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୃଷିବୀମାକୁ ସୁନିଶ୍ଚିତ କରି ଶତ ପ୍ରତିଶତ ଲାଭ
Read More...

ହୃଷିକେଶ ରାୟ ମହାବିଦ୍ୟାଳୟରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ମିଳିତ
Read More...