Yearly Archives

2023

ରେଳ ଷ୍ଟେସନ ନିକଟରେ ଅଘଟଣ : ଚଳନ୍ତା ଟ୍ରେନରୁ ଖସି ୨ ଆହତ

ବାଲୁଗାଁ : ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଗତକାଲି ରାତିରେ ଏକ ଅଘଟଣ ଘଟିଛି । ଚଳନ୍ତା ଟ୍ରେନରୁ ୨ ଜଣ ଶ୍ରମିକ ପଡ଼ି ଆହତ ହୋଇଥିବାର ଅଭିଯୋଗ ହୋଇଛି । ଆହତ ଶ୍ରମିକ ଦ୍ୱୟ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ୫୫ ବର୍ଷୀୟ ଅଭିରାମ ଦୋରା ଏବଂ ପୁରୀ
Read More...

ଡିସ୍କମ୍‌ଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ସରକାରଙ୍କ ଉପରୁ ଅତିରିକ୍ତ ପଦକ୍ଷେପ ଗ୍ରହଣ

ଏଣିକି ବିଦ୍ୟୁତ୍ ବିତରଣକାରୀ କମ୍ପାନୀଗୁଡିକର ହିସାବକିତାବ, ରିପୋର୍ଟିଂ, ବିଲିଂ ଓ ରାଜ୍ୟ ସରକାର ଦେଉଥିବା ସବ୍‌ସିଡିକୁ ଅଧିକ ସୁସଂହତ କରାଯିବପ୍ରକୃତ ବିଜୁଳି ଶକ୍ତି ବ୍ୟବହାର ଉପରେ ସବ୍ସିଡି ଆକାଉଣ୍ଟିଂ ଓ ଦେୟ ପୈଠକୁ ନିଶ୍ଚିତ କରିବାକୁ ରାଜ୍ୟ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍’

ନୂଆଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଜୁଲାଇ ମାସ ଅର୍ଥାତ୍ ମୌସୁମୀର ମାସ, ବର୍ଷାର ମାସ । ଗତ କିଛିଦିନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଉଦ୍ବେଗ ଏବଂ ଅସୁବିଧାରେ ପରିପୂର୍ଣ୍ଣ ଥିଲା । ଯମୁନା ସମେତ ଅନେକ
Read More...

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୨୯ରେ "ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ" ପାଳନ କରାଯାଏ । ମହାବଳ ବାଘ ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନର ସୁରକ୍ଷା ପାଇଁ ଏହି ଦିନଟି ଉତ୍ସର୍ଗୀକୃତ ଅଟେ । ବାଘମାନଙ୍କ ପାଇଁ ଏକ ନିରାପଦ ଏବଂ ସମୃଦ୍ଧ ବାସସ୍ଥାନ ଅର୍ଥ ହେଉଛି
Read More...

ସଇଁତଲାକୁ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ଦାବୀ ପାଇଁ ପ୍ରସ୍ତୁତି ବୈଠକ

ପ୍ରଶାସନ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ସହ ରାସ୍ତାରୋକ ହେବ : ପୂର୍ବତନ ମନ୍ତ୍ରୀ ସିଂ ଭୋଇ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରକୁ ବିଜ୍ଞାପିତ ଅଞ୍ଚଳ ଭାବରେ ମାନ୍ୟତା ଦାବୀକୁ ନେଇ ରବିବାର ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ନିଷାନ୍ ସାହିତ୍ୟ ସଂସଦର ଦ୍ଵାଦଶ ଅଠାରି କବିତା ଆସର ଓ କଳାକାର ମହାମିଳନ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦ୍ଵାଦଶ ଅଠାରି କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜୁଲାଇ ୩୦ ତାରିଖ ରବିବାର ଅପରାହ୍ନ ୫ ଘଟିକା ସମୟରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଫାଇଭ ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ତଦାରଖ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ଅଗଷ୍ଟ ୬ ତାରିଖରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ଲୋଇସିଂହା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଲୋଇସିଂହା ବ୍ଲକ ଅଞ୍ଚଳ ଗସ୍ତ କରି ତଦାରଖ କରିଛନ୍ତି । ପ୍ରଥମେ ସେ ଯୋଗୀସର୍ଡା ସ୍ଥିତ ପ୍ରସିଦ୍ଧ
Read More...

ଗ୍ରାମ୍ୟ ଇତିହାସ ଓ ଖାଦ୍ୟ ସଂସ୍କୃତି ସମ୍ପର୍କିତ କର୍ମଶାଳା

ଛାତ୍ରଛାତ୍ରୀ ଲେଖିବେ ନିଜ ଗ୍ରାମର ଇତିହାସ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦିଶା ମିଲେଟ୍ ମିଶନ ତରଫରୁ ଗ୍ରାମ୍ୟ ଇତିହାସ ଓ ଖାଦ୍ୟ ସଂସ୍କୃତି ସମ୍ପର୍କିତ କର୍ମଶାଳା ଆଜି ରବିବାର ଦିନ ଅନୁଷ୍ଠିତ
Read More...

ସେବା ମନୋଭାବକୁ ଆହୁରି ବ୍ୟାପକ କରାଇବାର ମହତ ଉଦ୍ଦେଶ୍ୟରେ ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେବା ମନୋଭାବକୁ ଆହୁରି ବ୍ୟାପକ କରାଇବାର ମହତ ଉଦ୍ଦେଶ୍ୟରେ ମାହେଶ୍ୱରୀ ସଂଗଠନ "ପ୍ରତି ପଞ୍ଚାୟତରେ ମାହେଶ୍ୱରୀ ସଫଳତାର ସହ ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ବିସ୍ତାର ହେବାରେ ଲାଗିଛି । ସଦର ବ୍ଲକରେ ଏହି ଅନୁଷ୍ଠାନର ଆହ୍ୱାନରେ କୁଟୁମଡୋଳା ଯୋଡି ହୋଇଛି ।
Read More...

ଶିମୁଲିଖୋଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିମୁଲିଖୋଲ ଯୁବକ ସଂଘ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ ତରଫରୁ ଶିମୁଲିଖୋଲ ପର୍ଯ୍ୟଟନ ସ୍ଥଳୀଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଥିରେ ପଟୁଲି, ଅଳା, ଜାମୁକୋଳି, ଆମ୍ବ, ବଉଳ, ପିପଳ ପରି ୨୦୦ ଚାରା ରୋପଣ କରାଯାଇଥିଲା ।
Read More...