Yearly Archives

2023

ମେହେରମୁଣ୍ଡା ସିଂ କୋଚିଂ ସେଣ୍ଟରଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମେହେରମୁଣ୍ଡା ସିଂ କୋଚିଂ ସେଣ୍ଟରଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ରଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ, ସମ୍ମାନିତ
Read More...

ଗଞ୍ଜାମ ସହର ପାଳିବନ୍ଧ ଅଞ୍ଚଳର ଜଣେ ବୃଦ୍ଧ ନିଖୋଜ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ତଳି ଅଞ୍ଚଳ ଲକ୍ଷ୍ମୀପୁର ଗାଁ, ପାଳିବନ୍ଧ ପଞ୍ଚାୟତର ଜଣେ ବୃଦ୍ଧ କେଉଁଆଡ଼େ ଚାଲିଯାଇଛନ୍ତି ବୋଲି ଗଞ୍ଜାମ ସହର ଥାନାରେ ଗତ ୪ ତାରିଖରେ ଅଭିଯୋଗ ଦିଆଯାଇଛି । ଖବର ନେବାରେ ଜଣାଯାଇଛି ଯେ, ଡ଼ି.ବୁଦ୍ଧିଆ ରେଡ୍ଡୀ (୭୪) ଘରେ କଳିକଜିଆ ହୋଇ
Read More...

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ଅଗଷ୍ଟ ୧ ତାରିଖ ଦିନ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିନରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Read More...

ନକଲି ଇଞ୍ଜିନ ଅଏଲ୍‌ କାରଖାନା ଠାବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ରାଳବରେ ନକଲି ଇଞ୍ଜିନ ଅଏଲ୍‌ କାରଖାନା ଠାବ କରି ୩ ଜଣଙ୍କୁ ଗିରଫ କଲା ପୋଲିସ ।ସୂଚନା ଅନୁସାରେ ସୁକୁଣ୍ଡାରେ ଗୋଳନ୍ଥରା ଓ ବଡ଼ବଜାର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଶହ ଲିଟର ନକଲି ଇଞ୍ଜିନ ଅଏଲ୍, ହଜାରେରୁ ଅଧିକ ଡବା ଜବତ
Read More...

ଛତ୍ରପୁରସ୍ଥ ଗଞ୍ଜାମ ଡିଆରଡ଼ିଏ କ୍ୟାମ୍ପସରେ କାଫେ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହେଡ଼କ୍ୱାଟରର ଡିଆର୍‌ଡ଼ିଏ କ୍ୟାମ୍ପସରେ ଅତ୍ୟାଧୁନିକ ବ୍ୟଞ୍ଜନ ଧର୍ମି ଖାଦ୍ୟରୁଚି କିଚେନ୍ କେନଟିନ୍ ଅବା ସଦରମହକୁମା ଛତ୍ରପୁରର ଦ୍ୱିତୀୟ "କାଫେ" ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି
Read More...

ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଗଞ୍ଜାମ ଏନ୍‌ଏସି ଇଓ ଅଭିନାଶ ମିଶ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ବିଭିନ୍ନ ୱାର୍ଡରେ ମୁକ୍ତା ଯୋଜନାରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏନ୍‌ଏସି ଇଓ ଅବିନାଶ ମିଶ୍ର । ୩ ନମ୍ବର ୱାର୍ଡର ଦୁର୍ଗାଦେବୀ ସାହି ପୁଇଁତୋଳା ରୋଡ଼, ୱାର୍ଡ ନଂ ୬ର ପାର୍କିଂ ସ୍ଥଳ, ୫ ନମ୍ବର ୱାର୍ଡର ଭେଣ୍ଡିଙ୍ଗ
Read More...

ସାବଧାନ ଅପରାଧୀ : ସିସିଟିଭି ନଜରରେ ଗଞ୍ଜାମ ସହର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ଲାଗିଲା ସିସିଟିଭି । ଏବେ ସିସିଟିଭି ନଜରରେ ପୁରା ଗଞ୍ଜାମ ସହର । ସାବାଡ୍‌ ହେବେ ଅପରାଧୀ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନିଜସ୍ୱ ହାତ ପାଣ୍ଠିରୁ ଗଞ୍ଜାମ ସହରରେ ବିଭିନ୍ନ ସ୍ଥାନରେ ସିସିଟିଭି
Read More...

ଜୁଇରେ ଜଳିଲା ନବବଧୂ : ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଝିଅର ବାପା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ପୋଡ଼ଗଡ଼ ଗ୍ରାମରେ ମାତ୍ର ତିନିମାସ ତଳେ ବିବାହ କରିଥିବା ଜଣେ ନବବଧୂ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଶାଶୁ ଘର ଲୋକେ କହୁଥିବା ବେଳେ ଯୌତୁକ ନିର୍ଯ୍ୟାତନା ଦେଇ ତାଙ୍କୁ ଶାଶୂଘର ଲୋକେ ମାରି ଦେଇଛନ୍ତି ବୋଲି
Read More...

ଲଗାଣ ବର୍ଷାରେ ଭୁଶୁଡ଼ି ଗଲା ଘର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତ ଚିଖିଲି ଗାଁର ମନସି ଛତର (୬୫)ଙ୍କ ମାଟିଛପର ଘର ଲଗାଣ ବର୍ଷାରେ ଭାଙ୍ଗିଯାଇଛି । ଘର ଭାଙ୍ଗି ବାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଗାଇସିଲେଟ ବ୍ଲକ ପ୍ରଶାସନର ଦେଖା ଦର୍ଶନ ନାହିଁ ।
Read More...

ଶିକ୍ଷକ ବଦଳି ପ୍ରତିବାଦ ନେଇ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ ଏବଂ ଗ୍ରାମବାସୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ବୁଢୀବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳି ପ୍ରତିବାଦକୁ ନେଇ ଅଭିଭାବକ ଏବଂ ଗ୍ରାମବାସୀ ଶୁକ୍ରବାର ସ୍କୁଲ ଗେଟରେ ତାଲା ପକାଇଥିବା ଜଣାପଡିଛି । ସୂଚନା
Read More...