ଅବକାରୀ ବିଭାଗ ଦ୍ୱାରା କଂଟାବାଂଜି ରେଲବାଇ ଷ୍ଟେସନରୁ ୧୩ କେଜି ୭୦୦ ଗ୍ରାମ ଗଂଜେଇ ଜବତ : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ମଂଗଲବାର ଦିନ ସ୍ଥାନୀୟ ରେଲବାଇ ଷ୍ଟେସନ ପ୍ଲାଟ ଫର୍ମ ନଂ.୧ରୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୩କେଜି ୭୦୦ ଗ୍ରାମ ଗଂଜେଇ ଜବତ କରାଯାଇଛି । କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ମିଳିଥିବା ସୂଚନା ଅନୁସାରେ!-->…
Read More...
Read More...