Yearly Archives

2023

ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଡେଲାଙ୍ଗ ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିରର ପୂର୍ବତନ ସଭାପତି ଡା. ବସନ୍ତ କୁମାର ଦାଶ ମା' ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି
Read More...

ଉପକୂଳ ଜଳଚାଷ ପ୍ରାଧିକରଣ (ସଂଶୋଧନ) ବିଧେୟକ, ୨୦୨୩ ସଂସଦର ଉଭୟ ସଦନରେ ଅନୁମୋଦନ

• ସିଆରଜେଡ୍ ବିଜ୍ଞପ୍ତି ଅଧୀନରେ ଉପକୂଳ ଜଳଚାଷ ଏବଂ ଏହା ସହିତ ଜଡିତ କାର୍ଯ୍ୟକଳାପ ସିଆରଜେଡ୍ ମଧ୍ୟରେ ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ବୋଲି ଦୋହରାଇଲେ ସରକାର• ସଂଶୋଧିତ ଆଇନ ଲକ୍ଷ ଲକ୍ଷ କ୍ଷୁଦ୍ର ନାମମାତ୍ର ମତ୍ସ୍ୟଚାଷୀଙ୍କୁ ଏକାଧିକ ଏଜେନ୍ସିଠାରୁ ସିଆରଜେଡ୍ ମଞ୍ଜୁରି ପାଇବାର ସମ୍ଭାବ୍ୟ
Read More...

ଓଡ଼ିଶାରେ ମେରୀ ମାଟି ମେରା ଦେଶ ଅଭିଯାନ ଆରମ୍ଭ

• ଅଗଷ୍ଟ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ କାର୍ଯ୍ୟକ୍ରମ• ପଞ୍ଚ ପ୍ରାଣ ପ୍ରତିଶ୍ରୁତି, ବସୁଧା ବନ୍ଦନ, ବୀରଙ୍କୁ ବନ୍ଦନ, ଜାତୀୟ ପତାକା ଉତ୍ତୋଳନ ଏବଂ ରାଷ୍ଟ୍ରଗାନ ଆୟୋଜନ କରାଯିବ• ପ୍ରତି ପଞ୍ଚାୟତରୁ ମାଟି ସଂଗ୍ରହ କରାଯାଇ ନୂଆଦିଲ୍ଲୀର ଅମୃତ ବାଟିକାରେ ସ୍ଥାପନ କରାଯିବ ଭୁବନେଶ୍ୱର,
Read More...

ପୌରାଞ୍ଚଳ ଆଦିବାସୀ ସମାଜ ଆନୁକୂଲ୍ୟରେ ୨୯ତମ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲଠାରେ ପୌରାଞ୍ଚଳ ଆଦିବାସୀ ସମାଜ ଆନୁକୂଲ୍ୟରେ ୨୯ତମ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରକୃତି ଶକ୍ତି, ପୂର୍ବ ପୁରୁଷଙ୍କୁ ପୂଜା ସେବା ମାତୃଶକ୍ତିମାନଙ୍କ ଦ୍ୱାର ସମ୍ପନ୍ନ ହୋଇ ଏକ ସଚେତନତା ସଭା
Read More...

ବେଆଇନ କୋଇଲା ଚୋରା କାରବାର ଘଟଣାରେ କବାଡିବାଲା ଗିରଫ, ଗାଡି ଡ୍ରାଇଭର ଚମ୍ପଟ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ଅଞ୍ଚଳରେ ଥିବା ଏକ ଢ଼ାବା ପାଖରେ ବେଆଇନ କୋଇଲା କାରବାର ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୮ ଟନରୁ ଅଧିକ କୋଇଲା ଜବତ କରିଛି । ଏନେଇ ଥାନା କେସ ନଂ ୧୯୩ /୨୩ରେ ଏକ ମାମଲା
Read More...

ବିଡିଘାଟ ପଂଚାୟତରେ ମାହେଶ୍ୱରୀ ସଂଗଠନର ଆଉ ଏକ ଶାଖାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ସଦର ବ୍ଲକ ବିଡିଘାଟ ପଂଚାୟତରେ ବିଧିବଦ୍ଧ ଭାବରେ ତାର ଏକ ଶାଖା ଶୁଭାରମ୍ଭ କରିଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗଙ୍କ ସମେତ ଯଦୁପତି ନାଥ, ରଘୁପତି ନାଥ, ପ୍ରସନ୍ନ ଘଡେଇ, ଦନାର ସାହୁ, ଲଳିତ
Read More...

ସୁନ୍ଦରଗଡ଼ଠାରେ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘ ଗଠିତ

ସଙ୍ଘର ସଭାପତି ଭାବେ ବୀରବର ସାହୁ ମନୋନୀତ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଅଞ୍ଚଳ ପାଇଁ ଆଉ ଏକ ବଡ଼ ଖୁସିର ଖବର ଯେ, ବୁଧୁବାର ଦିନ ସୁନ୍ଦରଗଡ଼ର କଲ୍ୟାଣ ମଣ୍ଡପଠାରେ ପଶ୍ଚିମ ଓଡ଼ିଶାର ସମସ୍ତ ସରପଞ୍ଚ ସଂଘ ସଭାପତି ତଥା ସରପଞ୍ଚମାନଙ୍କୁ ନେଇ ଏକ ନୂତନ ସଂଘ ଗଠିତ
Read More...

ରିଷିଡାରେ ବ୍ଲକସ୍ତରୀୟ କୁରାଳ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ବ୍ଲକସ୍ତରୀୟ କୁରାଳ ସମାଜର ଭବନ ନିର୍ମାଣ ପାଇଁ ଗତକାଲି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ମୁରଲୀଧର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନର୍ଲା ବିଧାୟକ ଭୂପିନ୍ଦର ସିଂ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଟ୍ରେଜରୀ ବିଭାଗ ଆନୁକୂଲ୍ୟରେ ଆୟକର, ଡିଜିଟାଲ ଜିପିଏଫ୍ ଓ ୟୁ.ସି. ସଚେତନତା ପ୍ରଶିକ୍ଷଣ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୋଷାଗାର ଅବା ଜିଲ୍ଲା ଟ୍ରେଜରୀ ବିଭାଗ ଆନୁକୂଲ୍ୟରେ ଆୟକର, ଡିଜିଟାଲ ଜିପିଏଫ୍ ଏବଂ ୟୁ.ସି. ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛତ୍ରପୁରସ୍ଥ ଗଞ୍ଜାମ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି ।
Read More...

ରାଜ୍ୟ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଗଞ୍ଜାମ ଗସ୍ତ ଓ କୃଷିଜାତ ପ୍ରକଳ୍ପର ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୃଷି ଓ କୃଷକ ସଶକ୍ତିକରଣ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ବୁଧବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ସହାୟତାରେ ହୋଇଥିବା ବିଭିନ୍ନ କୃଷିଜାତ ପ୍ରକଳ୍ପ ଗୁଡ଼ିକର ଅନୁଧ୍ୟାନ କରିଥିଲେ
Read More...