ଭୁତିଆରବାହାଲ ସମିତି ସଭ୍ୟ ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଧାୟକ ନରସିଂହ ମିଶ୍ର
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ପଞ୍ଚାୟତରେ ଶୁକ୍ରବାର ଅନୁଷ୍ଠିତ ସମିତି ସଭ୍ୟ ଉପନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଅଜିତ ସାହୁ ବିପୁଳ ଭୋଟ୍ରେ ବିଜୟୀ ହୋଇଥିବା ଜଣାପଡିଛି । କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ୧୦୬୧!-->…
Read More...
Read More...