Yearly Archives

2023

ବିଭିନ୍ନ ଦାବୀ ନେଇ କଂଗ୍ରେସର ଲୋଇସିଂହା ବ୍ଲକ ଘେରାଉ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ସରକାର ସମୟରେ ଦୁର୍ନୀତି ଚରମ ସୀମାରେ ପହଁଚିଛି । ପ୍ରତି ବ୍ଲକରେ ଉନ୍ନୟନ କାମରେ ପିସି କାରବାର ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଆବାସ ଯୋଜନାରେ ଦୁର୍ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ
Read More...

ଯୋଗୀସର୍ଡା ହରିହର ନୋଡାଲ ହାଇସ୍କୁଲର ପ୍ରତିଷ୍ଠା ଦିବସ

ଲୋଇସିଂହା, (ବିମଳେନ୍‌ନ୍ଦୁ ସାହୁ) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଯୋଗୀସର୍ଡ଼ା ସ୍ଥିତ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠାନର ୫୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ପତାକା
Read More...

ଟିଟିଲାଗଡଠାରେ ଡବ୍ଲୁଏସ୍‌ସି ତରଫରୁ ଉଦ୍ୟୋଗୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିର ଦୁନିଆରେ ବିଶେଷ ଭାବରେ ଭାରତୀୟ ଅର୍ଥନୀତି ପାଇଁ ଉଦ୍ୟୋଗର ମହତ୍ତ୍ଵକୁ ଦୃଷ୍ଟିରେ ରଖି ନିଯୁକ୍ତି ସୃଷ୍ଟି ନୂତନତ୍ୱକୁ ପ୍ରୋତ୍ସାହିତ କରିବା ତଥା ଅର୍ଥନୈତିକ ଅଭିବୃଦ୍ଧିରେ ଆତ୍ମନିର୍ଭରଶୀଳ ହୋଇ କିପରି ନିଜର ଜୀବନ ଜୀବିକା ନିର୍ବାହ କରିପାରିବେ ସେ
Read More...

ଟିଟିଲାଗଡ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ଅଫିସରେ ହେଉଥିବା ଦୁର୍ନୀତି ବିରୋଧରେ ଘେରାଉ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କେନ୍ଦ୍ରରେ ଥିବା ବିଜେପି ସରକାର ଏବଂ ରାଜ୍ୟରେ ଥିବା ବିଜେଡି ସରକାରଙ୍କ ଦୁର୍ନୀତି ତଥା ଜନମାରଣ ନୀତି ବିରୋଧରେ ଶୁକ୍ରବାର ଦିନ ଟିଟିଲାଗଡ ନଗର କଂଗ୍ରେସ ସଭାପତି ବିକାଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
Read More...

ପ୍ଲାଷ୍ଟିକ ମୁକ୍ତ, ପରିବେଶ ସୁରକ୍ଷା ଓ ଜଳକୁ ସଞ୍ଚୟ କରିବା ନେଇ ନିଆରା ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ଲାଷ୍ଟିକ ମୁକ୍ତ, ପରିବେଶ ସୁରକ୍ଷା ଓ ଜଳକୁ ସଞ୍ଚୟ କରିବା ନେଇ ନିଆରା ସଚେତନତା କାର୍ଯ୍ୟକ୍ରମ ଛତ୍ରପୁରରେ ସଂଗଠିତ ହୋଇଛି । ଏନେଇ ଛାତ୍ରଛାତ୍ରୀ ମାନେ ସଚେତନ ହେଲେ ସମଗ୍ର ସମାଜ ସଚେତନ ହେବ ବୋଲି ମତପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ
Read More...

ଗଞ୍ଜାମ ଟ୍ରେଜରୀ କାର୍ଯ୍ୟାଳୟରେ ୭୭ତମ ସ୍ଵାଧୀନତା ଦିବସ ସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ୭୭ତମ ସ୍ଵାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଟ୍ରେଜେରୀ ଅଫିସର ସୁଶ୍ରୀ ଅଳକା ନନ୍ଦ ତ୍ରିପାଠୀ
Read More...

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା କୁଇ ଏବଂ ଦେଶିଆ ଭାଷା…

● ନୂଆ ଶିକ୍ଷା ନୀତିରେ ଭାରତର ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି : କେନ୍ଦ୍ର ଅର୍ଥମନ୍ତ୍ରୀ● ସ୍ଥାନୀୟ ଭାଷା ଓ ଉପଭାଷାରେ ପ୍ରାଥମିକ ଶିକ୍ଷା ପାଇଁ ବର୍ଣ୍ଣବୋଧ ପୁସ୍ତକ ପ୍ରସ୍ତୁତ କରାଯିବା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ
Read More...

ଦେଓଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ

ଦେଓଗାଁ, (ମନୀଷ କୁମାର ସାହୁ) : ୭୭ତମ ସ୍ୱଧୀନତା ଦିବସ ଉପଲକ୍ଷେ ଦେଓଗାଁ ବ୍ଳକର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁ‌ଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଦେଓଗାଁ ବ୍ଳକସ୍ତରୀୟ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ଜାତୀୟ ପତାକା
Read More...

କୁଡ଼ାସିଂହାରେ ସ୍ଵାଧୀନତା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ପଞ୍ଚାୟତରେ ସ୍ଵାଧୀନତା ଦିବସ ପାଳନ ସହ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁ, ସମିତି ସଭ୍ୟା ଶ୍ରୀମତୀ କାମିନୀ ପୁଟେଲ, ପଞ୍ଚାୟତ
Read More...

ରୁଗୁଡ଼ିପଡା ଦୁର୍ଗାପୁଜା ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ : ଆସନ୍ତା ୩ ବର୍ଷ ପାଇଁ କର୍ମକର୍ତ୍ତା ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ରୁଗୁଡ଼ିପଡା ଦୁର୍ଗାପୂଜା ମଣ୍ଡପରେ ରୁଗୁଡ଼ିପଡା ଦୁର୍ଗାପୂଜା ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ ତଥା ଆସନ୍ତା ୩ ବର୍ଷ ପାଇଁ କର୍ମକତ୍ତା ମନୋନୀତ ହୋଇଯାଇଛି । ସଭାପତି ଚେତନାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ତଥା ହରିନାରାୟଣ ପୂଜାରୀଙ୍କ ସଂଯୋଜନାରେ
Read More...