Yearly Archives

2023

ଅଗ୍ନିବିପନ୍ନ ପରିବାରଙ୍କୁ ଭାରତୀୟ ରେଡକ୍ରସ ପକ୍ଷରୁ ରିଲିଫ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଂଗ ବ୍ଲକ ଧାନକେରା ଗ୍ରା.ପ ଅନ୍ତର୍ଗତ ନୂଆଗାଁ ଅଗ୍ନିକାଣ୍ଡରେ ୧୩ ପରିବାରର ୨୫ ବଖରା ଘର ସଂପୂର୍ଣ୍ଣ ଜଳିଯାଇ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ରେଡକ୍ରସ୍, ଓଡିଶା ରାଜ୍ୟ ଶାଖା, ଭୁବନେଶ୍ୱର ଦ୍ୱାରା ଅଗ୍ନିବିପନ୍ନ
Read More...

ନବନିର୍ମିତ ଲୋଇସିଂହା ବସଷ୍ଟାଣ୍ଡ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରାୟ ୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଲୋଇସିଂହାର ନୂତନ ବସଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନସିଂ ଜରିଆରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର ୧୩ଟି ଜିଲ୍ଲାର ୨୧ ଗୋଟି ନବନିର୍ମିତ ବସଷ୍ଟାଣ୍ଡକୁ
Read More...

ବଲାଙ୍ଗିର ଜିଲ୍ଲା କୃଷକ ସାଥୀ ସଂଘର କର୍ମକର୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନହଲଠାରେ କୃଷକ ସାଥୀ ସଂଘ, ଓଡିଶା ଆନୁକୂଲ୍ୟରେ ବଲାଙ୍ଗିର ଶାଖା ୧୪ଗୋଟି ବ୍ଲକରେ କାର୍ଯ୍ୟରତ ଥିବା ୫୪୫ଜଣ କୃଷକ ସାଥୀଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

ରାଣୀବନ୍ଧର ପୁନଃଉଦ୍ଧାର ଦାବୀରେ କ୍ରିୟାନୁଷ୍ଠାନ କମିଟିର ଜଳ ସତ୍ୟାଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଣୀବନ୍ଧର ପୁନଃଉଦ୍ଧାର ଦାବୀରେ କ୍ରିୟାନୁଷ୍ଠାନ କମିଟିର ଜଳ ସତ୍ୟାଗ୍ରହ କରାଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ରାଣୀବନ୍ଧ ବନ୍ଧ ଆଜି ସହରର ଅଳିଆଗଦା ପାଲଟିଛି । ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇ ହଇରାଣ ହେବା ସହ ଏଠାରେ ଗାଧୋଉଥିବା ଲୋକେ
Read More...

ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ ସିଭିଲ ସର୍ଭିସ ଚାକିରି ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା

ସିଭିଲ ସର୍ଭିସ ଚାକିରି ବ୍ୟକ୍ତିଗତ ଏବଂ ବୃତ୍ତିଗତ ଅଭିବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରେସରକାରୀ କର୍ମଚାରୀମାନେ ଆଇନ, ଅର୍ଥ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ ବାଣିଜ୍ୟ
Read More...

୧୧ ସେପ୍ଟେମ୍ବରରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆମରଣ ଅନଶନ କରିବ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ :…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ନୃସିଂହନାଥଠାରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟି ତରଫରୁ ଲଢ଼େଇ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଧିଷ୍ଟ କାଳ ଆମରଣ ଅନଶନ ଓ ଧାରଣା ଦେବା ପାଇଁ ଆଲୋଚନା
Read More...

ନୃସିଂହନାଥ ପୀଠରେ ପଦ୍ମପୁର ବିଜେପିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ବିଧାନସଭାସ୍ତରୀୟ ବୈଠକ ନୃସିଂହନାଥ ସ୍ଥିତ ଭାଗବତତତ୍ତ୍ବ ଯୋଗାଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନତ୍ ଗଡତିଆ ଯୋଗଦାନ
Read More...

ଚନ୍ଦ୍ରୟାନ -୩ର ସଫଳ ଅବତରଣ ପାଇଁ ପ୍ରାର୍ଥନା କଲେ ଛାତ୍ରଛାତ୍ରୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରଠାରେ ଚନ୍ଦ୍ରୟାନ -୩ର ସଫଳ ଅବତରଣକୁ ନେଇ ସାରା ଦେଶ ଉତ୍କଣ୍ଠାର ସହ ଚାହିଁବସିଥିବା ବେଳେ କୁନିକୁନି ଛାତ୍ରଛାତ୍ରୀ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ଆଜି ସନ୍ଧ୍ୟାରେ ଚନ୍ଦ୍ରୟାନ -୩କେମିତି ଠିକ ଭାବରେ ଅବତରଣ କରିବ
Read More...

ବିଇଓଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପୁରଣ ଦାବୀ କରି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସୋମବାରଠାରୁ ବିଦ୍ୟାଳୟର ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନ ଜାରି ରଖିଥିଲେ । ୨ୟ ଦିନ ଆନ୍ଦୋଳନ ଜାରି ରହିଥିବା ବେଳେ ମଣ୍ଡଳ ଶିକ୍ଷାଧିକାରୀ ବିନୋଦ
Read More...

ଗାଁକୁ ରାସ୍ତା ନାହିଁ, ଦୋଳାରେ ମେଡିକାଲ ଗଲେ ଗର୍ଭବତୀ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାଘାଟ ନିର୍ମାଣ କରୁଛନ୍ତି । ହେଲେ ଏବେ ବି ଅନେକ ସ୍ଥାନରେ ରାସ୍ତା ନଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦୋଳାରେ ବୁହା ହେଉଛନ୍ତି ଗର୍ଭବତୀ ।
Read More...