Yearly Archives

2023

ଛତ୍ରପୁର ଷ୍ଟାଡିୟମରେ ପାଣ୍ଡିୟାନଙ୍କ ବିମାନ ଅବତରଣକୁ ନେଇ ବିଜେପିର ପ୍ରତିବାଦ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫-ଟି ସଚିବ ଭି.କେ. ପାଣ୍ଡିୟାନଙ୍କ ଛତ୍ରପୁର ଷ୍ଟାଡିୟମରେ ହେଲିକପ୍ଟରରୁ ଆଜି ଆପରାହ୍ଣରେ ଅବତରଣ କରିବେ । ବର୍ଣ୍ଣାଢ଼୍ୟ ଜନସମାବେଶରେ ଉଦ୍‌ବୋଧନ ଦେବେ । ଲୋକଙ୍କ ଅଭିଯୋଗ ଶୁଣିବେ । ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ
Read More...

ପ୍ରଫୁଲ୍ଲ ନାୟକଙ୍କ ୨୨ତମ ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ଛତ୍ରପୁର ବ୍ଲକ୍ ଚେୟାରମେନ ପ୍ରଫୁଲ୍ଲ ଚନ୍ଦ୍ର ନାୟକଙ୍କ ୨୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବହୁ ବରିଷ୍ଠ ନାଗରିକ, ଗଣ୍ୟମାନ୍ୟ ବ୍ୟକ୍ତି ପ୍ରମୁଖଙ୍କ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଛତ୍ରପୁରର
Read More...

ବନବିଭାଗ ପକ୍ଷରୁ ଚଢ଼ାଉ : ୫ଟି ବିଜା ଲଗ୍, ୬ଟି ସାଲ୍ ଲଗ୍ ଏବଂ ୩ଟି ପଟା ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ହର୍ଡାଟାଲ୍ ବିଭାଗର ହର୍ଡାଟାଲ୍ ଗ୍ରାମ ନିକଟରେ ୫ଟି ବିଜା ଲଗ୍ ୧୬.୬୧ ସିଏଫ୍‌ଟି, ୬ଟି ସାଲ୍ ଲଗ୍ ୧୫.୩୮ ସିଏଫ୍‌ଟି ଏବଂ ୩ଟି ପଟା ୮.୧୩ ସିଏଫ୍‌ଟି ଜବତ କରିଥିବା ଜଣାପଡିଛି । ଅଧିକ ଅନୁସନ୍ଧାନ ପାଇଁ ଜବତ ସାମଗ୍ରୀକୁ
Read More...

ବାଟାଗୁଡ଼ା ସେବାଶ୍ରମ ହଷ୍ଟେଲରେ ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ : ଉଚ୍ଚ କର୍ତ୍ତୃପକ୍ଷଙ୍କ…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡାଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସେବାଶ୍ରମ ହଷ୍ଟେଲରେ ରହୁଥିବା ୬ଷ୍ଠ ଶ୍ରେଣୀର ଛାତ୍ର ସତ୍ୟାନନ୍ଦ ନାୟକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାରେ
Read More...

ଗଞ୍ଜାମ ମନ୍ଦିର ଉନ୍ନତିକରଣ ପାଇଁ ଯୁବ ବିଜେଡି ପ୍ରତିନିଧି ଦଳ ଭେଟିବେ ୫ଟି ସଚିବଙ୍କୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରକୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ । ଗଞ୍ଜାମ ସହର ମଧ୍ୟରେ ଥିବା ବିଭିନ୍ନ ମନ୍ଦିର ଗୁଡିକ ଦୀର୍ଘ ବର୍ଷ ଧରି ଭଗ୍ନ ଅବସ୍ଥାରେ ରହିଅଛି । ମରାମତି ନ ହୋଇ ଅବହେଳିତ ହୋଇ ପଡ଼ିରହିଛି । ବିଶେଷ କରି ବଡ଼ ବଜାରଠାରେ ଥିବା ଜଗନ୍ନାଥ ମନ୍ଦିର
Read More...

ଅଗଷ୍ଟ ୩୧ରୁ ସମୂହ ଛୁଟି ନେବାକୁ ଆବେଦନ କଲେ ଓଡିଶା କୃଷି ସେବା ସଂଘ : କୃଷିକାର୍ଯ୍ୟ ବ୍ୟାହତ ହେବା ଆଶଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ୟାଡର ପୁନର୍ବିନ୍ୟାସ ପାଇଁ ଦାବୀ କରି ବାରମ୍ବାର ଆନ୍ଦୋଳନ କରୁଥିଲେ ମଧ୍ୟ ସରକାରଙ୍କର ଅଣଦେଖା ଓ କୃଷି ସେବା ସଂଘର ଦାବୀକୁ ଗ୍ରହଣ ନ କରିବାରୁ ଆସନ୍ତା ଅଗଷ୍ଟ ୩୧ରୁ ସମୂହ ଛୁଟି ନେବାକୁ ଆବେଦନ କଲା ବଲାଙ୍ଗିର ଜିଲ୍ଲାର କୃଷି ସେବା ସଂଘ । ଏଥିପୂର୍ବରୁ
Read More...

ଚନ୍ଦନଭାଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚନ୍ଦନଭାଟି ସରସ୍ୱତୀ ଶିଶୁ ମନ୍ଦିରରେ ଶନିବାର ଦିନ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସାମୁହିକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ସଭାପତି ରାମଚନ୍ଦ୍ର ପ୍ରଧାନ ଦୀପ ପ୍ରଜ୍ବଳନ ପୂର୍ବକ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ଭାଷଣର ସଂକଳନ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା…

ଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଭୋପାଳର କୁଶାଭାଉ ଠାକରେ ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସଫଳ ଦ୍ୱିତୀୟ
Read More...

ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଓ ମହାସଂଘର କଳାକାରମାନଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଓ ମହାସଂଘର ସମସ୍ତ କଳାକାରମାନଙ୍କୁ ନେଇ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଲଳିତ ଜଗତଙ୍କ ଆହ୍ଵାନ କ୍ରମେ ବ୍ଲକ ପରିସରରେ ନୁରାବନ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ସରସ୍ୱତୀ ବିଦ୍ୟାପୀଠର କବିତା ଆବୃତ୍ତି ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ସରସ୍ୱତୀ ବିଦ୍ୟାପୀଠଠାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାପୀଠର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ପ୍ରଧାନ ଶିକ୍ଷକ ଶିଶିର ପାଣିଙ୍କ
Read More...