Yearly Archives

2023

ତେତେଲଖୁଣ୍ଟିଠାରେ ଯୁବ ବିଜେଡି ସମାବେଶ

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ ବ୍ଲକର ତେତେଲଖୁଣ୍ଟିଠାରେ ଯୁବ ବିଜେଡି ସମାବେଶ ଅନୁଷ୍ଠିତ ହୋଇଯାଇଛି । ସୌରବ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଯୁବ ବିଜେଡି ସମାବେଶରେ ମୁରିବାହାଲ ବ୍ଲକର ୩ଟି ପଞ୍ଚାୟତର ବିଭିନ୍ନ
Read More...

ସାଇବର ଥାନାକୁ ବଡ଼ ସଫଳତା : ଅନଲାଇନ୍ ଠକେଇ ମାମଲାରେ ୩ଜଣଙ୍କୁ ବାନ୍ଧିଲା ପୋଲିସ

କୋରାପୁଟ : ସାଇବର ଥାନାକୁ ବଡ଼ ସଫଳତା । ଅନଲାଇନ୍ ଠକେଇ ମାମଲାରେ ବିହାରରୁ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ । ଦେଢ଼ ଲକ୍ଷ ଟଙ୍କା, ଗୋଟିଏ ଲାପଟପ ଓ ୧୪ଟି ମୋବାଇଲ୍ ଜବତ ।
Read More...

ଦେଶର ମାତୃଶକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାକ୍ଷୀ ଉପହାର

ନୂଆଦିଲ୍ଲୀ : ଦେଶର ମାତୃଶକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାକ୍ଷୀ ଉପହାର । ପ୍ରଧାନମନ୍ତ୍ରୀ ଦେଶର ୩୩ କୋଟି ଏଲ୍‌ପିଜି ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟଠାରୁ ୨୦୦ ଟଙ୍କା କମ୍ କରିବା ପାଇଁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ଦେଇଥିବାରୁ
Read More...

ମଣିପୁରରେ ପୁଣି ହିଂସା : ଗୁଳିମାଡ଼ରେ ୨ ମୃତ, ୭ ଆହତ

ମଣିପୁର : ମଣିପୁରରେ ପୁଣି ହିଂସା । ଗୁଳିମାଡ଼ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ଖବର ମିଳିଛି । ବିଷ୍ଣୁପୁର-ଚୂରଚାନ୍ଦପୁର ସୀମାରେ ଚାଷ ଜମିରେ ଏହି ଗୁଳିମାଡ଼ ଘଟିଛି । କୃଷକମାନେ ଚାଷ କରୁଥିବା ବେଳେ ଆଖିବୁଜା ଗୁଳିମାଡ଼ ହୋଇଥିବା । ସମସ୍ତ ମୃତାହତଙ୍କୁ ଚିହ୍ନଟ
Read More...

ରକ୍ଷାବନ୍ଧନ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରକ୍ଷାବନ୍ଧନ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜରୁରୀ କାର୍ଯ୍ୟରେ ବ୍ୟସ୍ତତା ଯୋଗୁଁ ମୁଖ୍ୟମନ୍ତ୍ରୀ ଆଜି ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା
Read More...

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

ଭାଇ ଭଉଣୀ ପ୍ରେମ ଯୁଗେ ଯୁଗେ ପବିତ୍ର ଓ ଅତୁଟ । ଭାଇଟିଏ ନିଜ ଭଉଣୀର ରକ୍ଷା କରିବା ଦିଗରେ ନିଜକୁ ମଧ୍ୟ ଭୁଲିଯାଇ ପାରେ । ଭାଇ ଭଉଣୀ ସମ୍ପର୍କଠାରୁ ଅତି ପବିତ୍ର ସମ୍ପର୍କ ଦୁନିଆରେ ନଥିବ । ଭାଇ ଭଉଣୀ ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ ଆଉ ସେହି ସମ୍ପର୍କକୁ ସବୁଦିନ ସ୍ନେହ
Read More...

ଛତ୍ରପୁରସ୍ଥିତ ବ୍ରହ୍ମାକୁମାରୀ ସଂସ୍ଥାନରେ ରକ୍ଷାବନ୍ଧନ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ରକ୍ଷାବନ୍ଧନ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରକ୍ଷାବନ୍ଧନର ମହତ୍ତ୍ୱପୂର୍ଣ୍ଣ
Read More...

ବଲାଙ୍ଗିର ବିଧାୟକଙ୍କୁ ଓଷ୍ଟା ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ବଲାଙ୍ଗିର ଓ ଦେଓଗାଁ ବ୍ଲକର ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶତାଧିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଓଷ୍ଟା ରାଜ୍ୟ ଉପସଭାପତି ସୁଧିର କୁମାର ନାଏକ, ଓଷ୍ଟା ଜିଲ୍ଲା ଯୁଗ୍ମ ସଂପାଦକ ଅନୀଲ କୁମାର ସାହୁ, ବଲାଙ୍ଗିର
Read More...

ଦିନିକିଆ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଳ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ସେ ସୁନାବେଡ଼ା ଅଭୟାରଣ୍ୟରେ ମାଓ ସ୍ଥିତି ଅନୁଧ୍ୟାନ କରିବା ସହ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ
Read More...

କଂଟାବାଂଜି ପୋଲିସ ଦ୍ୱାରା ୧୫୦ ବୋତଲ କଫଥ ସିରଫ ସହ ୩୧,୫୦୦ ଟଙ୍କା, ୨ଟି ମୋବାଇଲ ଓ ୨ଟି ମୋଟର ସାଇକେଲ ଜବତ : ୩ଜଣ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ପୋଲିସ ଦ୍ୱାରା ମଂଗଲବାର ସଂଧ୍ୟାରେ ୧୫୦ ବୋତଲ ଏସ୍‌କଫ ସିରଫ ଓ ନଗଦ ୩୧ହଜାର ୫ଶହ ଟଙ୍କା, ୨ଟି ମୋଟର ସାଇକଲ ସହ ୨ଟି ମୋବାଇଲ ଫୋନ ପୋଲିସ ଜବତ କରିଛି । ଗିରଫ ୩ଜଣଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।
Read More...