Yearly Archives

2023

ଆସନ୍ତା ୫ରେ ମାନବିକତାର ଗୁରୁଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ମାନବିକତା' ପରିବାର ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ତାର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଆଗାମୀ ୫ତାରିଖ ଦିନ ଗୁରୁଦିବସକୁ ମହାସମାରୋହରେ ପାଳନ କରିବାକୁ ସ୍ଥିର କରିଛି ।
Read More...

ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସବଡେଗା ବ୍ଲକର ଗାଇବିରା କଇଁସାର ଅଷ୍ଟ୍ରୋଟ୍ରଫ ପଡିଆଠାରେ ଚାଲିଥିବା ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ବାଲିଶଙ୍କରା କର ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର କୁଜୁରଙ୍କ ଆବାହକତ୍ୱରେ
Read More...

ରୋଟାରୀ କ୍ଲବର ଖାଦ୍ୟ, ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ରେଲୱେ କଲୋନୀ ନିକଟସ୍ଥ ଶାନ୍ତି ଭବନଠାରେ ପ୍ରାୟ ୧୩୫ ଜଣ ଅନ୍ତେବାସୀଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା । ରୋଟାରୀଆନ ସଂଧ୍ୟା ସାହୁ ଓ ରୋଟାରୀଆନ ଚମ୍ପାବତୀ ଅମାତଙ୍କ ପିଲାମାନଙ୍କ ଜନ୍ମ ଦିନ
Read More...

ବାସନ୍ତୀ ପାଠାଗାରର ନୂତନ କର୍ମକର୍ତ୍ତା ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୨୦୨୩ରୁ ୨୦୨୫ ପର୍ଯ୍ୟନ୍ତ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ପାଠାଗାରର ସ୍ୱର୍ଗତ ସଭାପତି ପ୍ରଫେସର ଜେକେ ରାଓଙ୍କ ବିୟୋଗରେ ତଥା ଆଗାମୀ କାର୍ଯ୍ୟକ୍ରମ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ
Read More...

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ଶନିବାର ଅପରାହ୍ନ ୪ ଘଟିକା ସମୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ସଭାଗୃହରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ
Read More...

ପଞ୍ଚାୟତ ଗୃହରେ ଭଙ୍ଗାରୁଚା କରିବା ସହ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ ଓ ଧମକ ଚମକ ଦେଇଥିବା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତରେ ଜୈନିକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡ଼ିଥିବା ନେଇ ଶନିବାର ପଞ୍ଚାୟତ ଗୃହକୁ ଯାଇ ଆସବାପତ୍ର ସାଙ୍ଗକୁ ଚୌକି ଭଙ୍ଗାରୁଚା କରିବା ସହ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରି ଧମକ
Read More...

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନଜାଗରଣ ଯାତ୍ରା : କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଆହ୍ୱାନ

ରାଜ୍ୟରେ ତାମିଲ ବାବୁ ଶାସନ ଆଉ ଚାଲିବ ନାହିଁ : ପିସିସି ସଭାପତି ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଚିବଙ୍କ ଜିଲ୍ଲା ଗସ୍ତକୁ ସମାଲୋଚନା କରିବା ସହ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି ଏବଂ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ
Read More...

ବଜ୍ରାଘାତରେ ଚାଲିଗଲା ଚାଷୀଙ୍କ ଜୀବନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟାସିଂହା ଗାଁରେ ଜମିରେ ଚାଷ କାମ ସାରି ଫେରିବା ବେଳେ ବଜ୍ରପାତରେ ଟଳି ପଡ଼ିଲେ ଜଣେ ଚାଷୀ । ସେପଟେ ଆଗଲପୁର ବ୍ଲକରେ ୮ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବଲାଙ୍ଗିର ଜିଲ୍ଲାରେ ଲଘୁଚାପଜନିତ ବର୍ଷା ହୋଇଥିବା
Read More...

ନିଆରା ଢଙ୍ଗରେ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

କୁରୁଲ, (କେପିଏନ୍‌ଏସ୍‌) : ଦିଗାମ୍ବର ନାଏକଙ୍କ ପରିଚୟ କହିଲେ ରାମଜୀ ହାଇସ୍କୁଲକୁ ବୁଝାଏ । ଦୀର୍ଘ ୩୭ ବର୍ଷ ୧ମାସ ଧରି ଶିକ୍ଷକତା ଚାକିରି ପରେ ସେ ଗତ ଅଗଷ୍ଟ ୩୧ ତାରିଖରେ ନିଜ କର୍ମକ୍ଷେତ୍ରରୁ ଅବସର ନେଇଛନ୍ତି । ତାହା ପୁଣି ନିଆରା ଢଙ୍ଗରେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ
Read More...

ଦାବୀପତ୍ର ଦେବା ୪୮ ଘଣ୍ଟା ନପୁରୁଣୁ ପୁଣି ଏକ ଜୀବନ ନେଲା ୧୪୯ ଜାତୀୟ ରାଜପଥ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ସଡ଼କ ସୁରକ୍ଷା ପରିଷଦ ତାଳଚେର ବାଙ୍କଧରାଠାରୁ ବନରପାଳ ଦେଇ ଯାଇଥିବା ୧୪୯ ନଂ ଜାତୀୟରେ ଦୈନ୍ୟଦିନ ଘଟୁଥିବା ଦୁର୍ଘଟଣାର ସ୍ଥାଇ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଖଣ୍ଡ ପ୍ରଶାସନକୁ ଦେଇଥିବା ଦାବୀ ପତ୍ରର ୪୮ ଘଣ୍ଟା ନପୂରୁଣୁ
Read More...