ଦେଓଗାଁ ବ୍ଲକ ସାହିତ୍ୟ ଘରର ୧୨୨ତମ ମାସିକ ବୈଠକରେ ସ୍ୱଭାବ କବି ଗଙ୍ଗାଧରଙ୍କ ୧୬୨ତମ ଜୟନ୍ତୀ
ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୦ଟା ସମୟରେ ଦେଓଗାଁ ବ୍ଲକ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସାଲେପାଲି ସ୍ଥିତ ବିଶ୍ୱଭାରତୀ ଶିକ୍ଷା ନିକେତନ ତାଲିମ ଶିବିର ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ବାର୍ଷିକ ଅବସରରେ ୧୨୨ତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...