Yearly Archives

2023

ଶିକ୍ଷକ ସଂଘର ଆନ୍ଦୋଳନକୁ ସମର୍ଥନ କଲେ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ଦଫା ଦାବୀକୁ ନେଇ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିବା ଗାଇସିଲେଟ ବ୍ଲକ୍ ଶାଖାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସମୂହ କାର୍ଯ୍ୟ ବନ୍ଦ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଆଜି
Read More...

କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ପାଟଣାଗଡ଼ରେ ଆସନ୍ତା ୨୯ରେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆସନ୍ତା ୨୯ ତାରିଖ ଦିନ କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ସ୍ଥାନୀୟ ରମାଇ ହାଇସ୍କୁଲ ପଡ଼ିଆ ପାଖ ଈଶ୍ୱର ମଣ୍ଡପଠାରେ ପାଳିତ ହେବ । ‘କୋଶଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁ ଜନମ୍‌ ଶହେ ବଛର୍‌କିଆ କମିଟି’ ପକ୍ଷରୁ ଏହି ସୂଚନା ପ୍ରଦାନ
Read More...

ଆସନ୍ତା ସେପ୍ଟେମ୍ବର ୨୪ରୁ ଅଷ୍ଟମ ଲୋକକଳା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଟାଉନ୍‌ ହଲ୍‌ରେ ଦୁଲ୍‌ଦୁଲି କଳା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହେବ ଅଷ୍ଟମ ଲୋକକଳା ଉତ୍ସବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୁଲ୍‌ଦୁଲି କଳା ପରିଷଦ ପକ୍ଷରୁ ଅଷ୍ଟମ ଲୋକ କଳା ଉତ୍ସବ ପାଇଁ ଲଗୋ ଉନ୍ମୋଚିତ
Read More...

ସାଇଡ଼୍‌ ଦେବା ବେଳେ ବାଇକ୍‌ ଖସିଗଲା ବିଲ ଭିତରକୁ : ବାଇକ୍‌ ଆରୋହୀ ଗୁରୁତର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସାଇଡ଼୍‌ ଦେବା ବେଳେ ବାଇକ୍‌ ଖସିଗଲା ବିଲ ଭିତରକୁ । ବାଇକ୍‌ ଆରୋହୀ ଗୁରୁତର । ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଲୋଇସିଂହା ଥାନା ଅନ୍ତର୍ଗତ କୁଦୋପାଲିରେ । ସୂଚନା ଅନୁସାରେ ଲୋଇସିଂହା ଥାନା ଅନ୍ତର୍ଗତ କୁଦୋପାଲିର ସଂଶୟ କୁମ୍ଭାର(୩୨) କୌଣସି
Read More...

୧୧ ଜୁଆଡ଼ିଙ୍କୁ ବାନ୍ଧିଲା ଲାଠୋର ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ୧୧ ଜୁଆଡ଼ିଙ୍କୁ ଗିରଫ୍‌ କରିଛି ଲାଠୋର ପୋଲିସ । ସୂଚନା ଅନୁସାରେ ଗତ ରାତି ପ୍ରାୟ ୧ଟା ସମୟରେ ଲାଠୋର ବନ୍ଧ ଆଡ଼ିରେ ଜୁଆ ଖେଳୁଥିବା ଜୁଆଡ଼ିଙ୍କୁ ଅତର୍କିତ ଭାବେ ଚଢ଼ାଉ କରି କାବୁ କରିବାରେ ସଫଳ ହୋଇଛି ଲାଠୋର ପୋଲିସ । ସେମାନଙ୍କ ଠାରୁ ନଗଦ ୧୬ ହଜାର ୫୪୦
Read More...

ଘରୁ ବାହାରୁ ବାହାରୁ ପିଟିଦେଲା ବୁଲେଟ୍‌ : ୧ ଗୁରୁତର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଘରୁ ବାହାରୁ ବାହାରୁ ପିଟିଦେଲା ବୁଲେଟ୍‌ । ଏମିତି ଏକ ଘଟଣା ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ହାଟ୍‌ଲିମୁଣ୍ଡା ଗାଁରେ ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ମୋଟର ସାଇକେଲ ଧରି ଥିରମନ ଚଂପିଆ(୨୪) ଘରୁ ବାହାରିବା ବେଳେ ରାସ୍ତାରେ
Read More...

ନିଖୋଜ ନାବାଳିକାଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ଥ କରପଡା ପଞ୍ଚାୟତ ଅଳିଆବାଦ ଗ୍ରାମର ଜଣେ ନାବାଳିକା କିଛି ଦିନ ହେବ ଘରୁ ପଳାଇଥିଲେ । ଚାରିଆଡେ ନିଜ ସମ୍ପକୀୟ ଘର ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ନ ମିଳିବାରୁ ଶେଷରେ ନାବାଳିକାଙ୍କ ମାଆ ଗତ ୨ ତାରିଖରେ ଝିଅ ନିଖୋଜ ଥିବା
Read More...

ଉତ୍କଳ ବାଳାଶ୍ରମରେ ହାଇଜେନିକ୍‌ କିଟ୍‌ ବଣ୍ଟନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଣ୍ଟାବାଞ୍ଜିସ୍ଥିତ ଉତ୍କଳ ବାଳାଶ୍ରମରେ ବଲାଙ୍ଗିର ଜିଲ୍ଲା ଜୁନିୟର ରେଡକ୍ରସ ତରଫରୁ ହାଇଜେନିକ୍‌ କିଟ୍‌ ବଣ୍ଟନ କରାଯାଇଛି । ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ
Read More...

ବଙ୍ଗୋମୁଣ୍ଡା ଧନୁଧାତ୍ରା ମହୋତ୍ସବ ପାଇଁ ନୂତନ କମିଟି ଚୟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ମହକୁମାରେ ଅନୁଷ୍ଠିତ ହେଉଥିବା ୩୭ତମ ଧନୁଯାତ୍ରା ମହୋତ୍ସବ ପାଇଁ କମିଟି ଚୟନ କରାଯାଇଛି । ଏଥିରେ ପୂର୍ବତନ ସଭାପତି ତୁଲସୀରାମ ହଂସଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିଲା । ପୂର୍ବ ବର୍ଷ ଯେଉଁ ଭଳି
Read More...

ଗଦା ଗଦା ବେଆଇନ୍‌ କଫ୍‌ ସିରପ୍‌, ମାଳ ମାଳ କୁଚିଆ ସପ୍ଲାୟର୍ସ : ୧୭ ଶହ କଫ୍‌ ସିରପ୍‌ ବୋତଲ୍‌ ଜବତ, ୧୮ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ବଲାଙ୍ଗିର ପୋଲିସ ହାତରେ ଗଦା ଗଦା କଫ୍‌ ସିରପ୍‌, ମାଳ ମାଳ ସପ୍ଲାୟର୍ସ କୁଚିଆ । ଏକାଥରକେ ୧୭ ଶହ କଫ୍‌ ସିରପ୍‌ ବୋତଲ୍‌ ଜବତ୍‌ କରିବା ସହ ୧୬ ଜଣ କୁଚିଆ ଓ ୨ ଜଣ ସପ୍ଲାୟର୍ସଙ୍କୁ ଗିରଫ୍‌ କରି ବଲାଙ୍ଗିର ପୋଲିସ ଆଜି ପୁଣି ନିଜର ଦବ୍‌ଦବା ଜାହିର୍‌
Read More...