Yearly Archives

2023

ଡ. ପୀତବାସ ମିଶ୍ରଙ୍କ ଲିଖିତ “ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ୱ” ପୁସ୍ତକ ଲୋକାର୍ପଣ ଉତ୍ସବ…

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ମେଲର ସମ୍ପାଦକ ତଥା ପ୍ରକାଶକ ଡ. ପୀତବାସ ମିଶ୍ରଙ୍କ ଲିଖିତ "ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ୱ" ପୁସ୍ତକର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବସ୍ତିଆ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର
Read More...

ଛେଣ୍ଡ ସାଂସ୍କୃତିକ ସଂଘ ଓ ଗୋପବନ୍ଧୁ ପାଠାଗାର ଦ୍ୱାରା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳିତ

ଭଞ୍ଜ ସାହିତ୍ୟରେ ଅନ୍ତର୍ନିହିତ ଅଛି ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ଶାସ୍ବତ ପ୍ରେମର ଅତିନ୍ଦ୍ରୀୟତା ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ପନ୍ଦର ବର୍ଷ ଧରି ଛେଣ୍ଡ୍ ସାଂସ୍କୃତିକ ସଂଘ ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ
Read More...

ଡ଼ଙ୍ଗାବାହାଲରେ ନୂଆଁଖାଇ ଭେଟ୍‌ଘାଟ୍‌

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କୁଇକେଡ଼ା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡ଼ଙ୍ଗାବାହାଲ ଗ୍ରାମଠାରେ ବିଶ୍ୱାବସୁ ଶବର ସମାଜ ଆନୁକୂଲ୍ୟରେ ଏକ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ
Read More...

ସଇଁତଲାରେ କଳସ ଶୋଭାଯାତ୍ରା ଓ ପ୍ରବଚନ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବିବିନା ରାଇସମିଲଠାରେ ଶିବ ମହାପୁରାଣ କଥା ପ୍ରବଚନ ଉପଲକ୍ଷେ କଳସ ଶୋଭାଯାତ୍ରା ଓ ପ୍ରବଚନ କଥା ଆରମ୍ଭ ହୋଇଯାଇଛି । ଏହି ଉତ୍ସବରେ ବୃନ୍ଦାବନ ଧାମରୁ ଆସିଥିବା ପ୍ରବକ୍ତା ବାଳ ସ୍ବାଧୀ ମାନସ ପୁତ୍ରୀ ପୁଷ୍ପାଞ୍ଜଳି ଜୀ ଯୋଗଦେଇ
Read More...

ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଳା ଡିଗ୍ରୀ କଲେଜ ଜମଳାଠାରେ 'ଓଡିଶାର ଲୋକକଳା : ପଶ୍ଚିମ ଓଡ଼ିଶାର ଗଣ୍ଡାବଜା' ସନ୍ଦର୍ଭ ଉପରେ ଏକ ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ସାଂସଦ ସୁରେଶ ପୂଜାରୀ, ସମ୍ମାନୀତ ଅତିଥି
Read More...

ଭିନ୍ନକ୍ଷମ ଚୁମକି ମାଝୀଙ୍କୁ ଭତ୍ତା ପ୍ରଦାନ ଦାବୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଦେଢ଼ ଶୁଳୀର ରୁବେଟ ଗ୍ରାମର ଜଣେ ଭିନ୍ନକ୍ଷମଙ୍କୁ ଏଯାଏଁ ମିଳି ପାରିନି ଭତ୍ତା । ବଣ ପାହାଡ ଘେରା ଏଇ ଅଞ୍ଚଳର ଲୋକେ ଅଶିକ୍ଷିତ ଥିବା କାରଣରୁ ବିଭିନ୍ନ ସମୟରେ ଯୋଜନା ସବୁ ଅପହଞ୍ଚ ହୋଇ
Read More...

‘ସ୍ଵଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : ସ୍ୱଚ୍ଛତା ହିଁ ସେବା ଅଭିଯାନ ଭାରତ ବର୍ଷର ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଯାହାକି ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସହିତ ସ୍ୱଚ୍ଛତା ଦିଗରେ ଜନସଚେତନତା ସୃଷ୍ଟି କରିବା ଓ ପ୍ରେରଣା ଦାୟକ କାର୍ଯ୍ୟ କରିବ ଏହି ଅଭିଯାନର ମୂଳ ଲକ୍ଷ୍ୟ ।ଏହି
Read More...

ପଣ୍ଡିତ ବୀରେନ୍ଦ୍ର ପଣ୍ଡାଙ୍କ ଦ୍ଵାରା ଆଧ୍ୟାତ୍ମିକ ପ୍ରବଚନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପ୍ରସିଦ୍ଧ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ପ୍ରଥମେ ମାଣିକେରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ପରେ ସିଂହପୁର
Read More...

ବଲାଙ୍ଗିର କୁବେର ସମାଜ ତରଫରୁ ନୂଆଁଖାଇ ଜୁହାର ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୁବେର ସମାଜ ତରଫରୁ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ପାଖ ଲକି ମେରେଜ ମଣ୍ଡପଠାରେ ନୂଆଁଖାଇ ଜୁହାର ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସାଈ ସଭାପତି ପ୍ରଦୀପ ସାହୁ ଭାଗବତ ପୂଜନ କରି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ
Read More...

ବଲାଙ୍ଗିର ସହରର ପ୍ରତ୍ୟେକ ୱାର୍ଡରେ ପାଳିତ ହେଲା ସଫେଇ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକ୍ଟୋବର ୧ ତାରିଖ ଦିନ ସାରା ଦେଶରେ ଏକ ଘଣ୍ଟା ପୂର୍ବାହ୍ନ ୧୦ ଟାରୁ ୧୧ ଟା ଯାଏଁ ସଫେଇ ଅଭିଯାନ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଦେଇଥିଲେ । ଦେଶବ୍ୟାପୀ ସମସ୍ତ ଜନ ସାଧାରଣ ନିଜ ଆଖପାଖରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସଫା
Read More...