Yearly Archives

2023

ସମୁଦ୍ର କୂଳରୁ ମିଳିଲା ଅଜଣା ମୃତଦେହ

ବ୍ରହ୍ମପୁର : ଗୋପାଳପୁର ସମୁଦ୍ର ବେଳାଭୂମିରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ଏବେ ଯାଏଁ ମିଳିନି ମୃତ ଯୁବକଙ୍କ ପରିଚୟ । ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୁଚନା ଅନୁଯାୟୀ,ଆଜି ଗୋପାଳପୁର ସମୁଦ୍ର ବେଳାଭୂମି ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର
Read More...

କାମରେ ଆସୁନି ସିସିଟିଭି କ୍ୟାମେରା ମିଳିପାରୁନି ଅଧିକାଂଶ ଘଟଣାର ଫୁଟେଜ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲଠାରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଉଦ୍‌ବେଗର କଥା ହେଉଛି ଯେ, ଖପ୍ରାଖୋଲରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ତଥା ଅପରାଧ ନିୟନ୍ତ୍ରଣ
Read More...

ବଣାଇ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରକ୍ତ ଦାନ ଶିବିର ଆୟୋଜିତ

ବଣାଇ, (ହବିବ ଖାନ) : ଆଜି ବଣାଇସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ସୁନ୍ଦରଗଡ଼ ଜିଲ୍ଲା ବଣାଇ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଅନେକ ସାମ୍ବାଦିକ ବୁଦ୍ଧିଜୀବୀ ରକ୍ତ ଦାନ କରି ନିଜକୁ ଧନ୍ୟ ମଣିଥିଲେ । ଡାକ୍ତର ନେପାଲ ରଘୁ
Read More...

ଛତ୍ରପୁରର ପୁତିଗୋପାଳପୁରଠାରେ ମା’ ମହାମାୟୀ ଯାତ୍ରା ଉଦ୍‌ଯାପିତ

କୋହହ୍ଲା ନୃତ୍ୟରେ ଆର୍. ସତ୍ୟମ ରେଡ୍ଡୀଙ୍କ ଗୋଷ୍ଠୀଗତ ଯୋଗଦାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଭକ୍ତିବାଦର ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତଗାଦି) ପକ୍ଷରୁ ମା' ମହାମାୟୀଙ୍କ ଯାତ୍ରାରେ
Read More...

ରାସ୍ତାରେ ଜଳିଗଲା କୁକୁଡା ବୋଝେଇ ଟାଟା ଏସି ଗାଡି

କାମାକ୍ଷାନଗର : ରାସ୍ତାରେ ଜଳିଗଲା କୁକୁଡା ବୋଝେଇ ଟାଟା ଏସି ଗାଡି । ଅଳ୍ପକେ ବର୍ତ୍ତିଗଲେ ଚାଳକ ଓ ବୋଝେଇ ହୋଇଥିବା କୁକୁଡା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କାମାକ୍ଷାନଗରରୁ ଗାଡିଟି କୁକୁଡା ବୋଝେଇ କରି
Read More...

ସୁପ୍ରିମଟାକ୍ସଠାରେ ପ୍ରି-ଖ୍ରୀଷ୍ଟମାସ ସେଲିବ୍ରେସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲାଲଟିକ୍ରାସ୍ଥିତ ସୁପ୍ରିମ ଟାକ୍ସ ଜେନେରାଲ ହସପିଟାଲ ଓ ନେତ୍ର ନିକେତନ ତଥା ସୁପ୍ରିମଟାକ୍ସ କଲେଜ ଅଫ୍‌ ନର୍ସିଂ ତରଫରୁ ପ୍ରି-ଖ୍ରୀଷ୍ଟମାସ ସେଲିବ୍ରେସନ ଗତ ୨୨.୧୨.୨୦୨୩ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ସୁପ୍ରିମଟାକ୍ସ ରାଷ୍ଟ୍ରୀୟ
Read More...

ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲଠାରେ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲ ଓ ବଚ୍‌ପନ୍‌ ପ୍ଲେ-ସ୍କୁଲର ମିଳିତ ଉଦ୍ୟମ କ୍ରମେ ବିଷ୍ଣୁମୁଣ୍ଡାସ୍ଥିତ ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୯୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଏକାଡେ଼ମୀ
Read More...

ଅଟୋକୁ ଧକ୍କା ଦେଇ ଫେରାର ମାରିଲା ଟ୍ରକ

ବୌଦ୍ଧ : ଅଟୋକୁ ଧକ୍କା ଦେଇ ଫେରାର ମାରିଲା ଟ୍ରକ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ କନ୍ଧମାଳ ଜିଲ୍ଲା ସଡ୍ରୁକୁମ୍ପାର ସିମାଞ୍ଚଳ ଜାନୀ ବୋଲି
Read More...

୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହର

ଭୁବନେଶ୍ୱର : ରାଜ୍ୟରେ ଶୀତ ଲହରି ଜାରି ରହିଛି । ରାଜ୍ୟର ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ସାମାନ୍ୟ ବୃଦ୍ଧି ପାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କୋରାପୁଟରେ ରାଜ୍ୟର ସର୍ବନିମ୍ନ
Read More...

ପଶ୍ଚିମାଞ୍ଚଳ କୁବେର ମହାସଭାରେ ଯୋଗ ଦେଲେ ନରସିଂହ

ଆପଣଙ୍କ ଏକତା ଅଞ୍ଚଳର ସାମାଜିକ, ଅର୍ଥନୈତିକ ବିକାଶରେ ସହାୟକ ହେବ - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : କୁବେର ସମାଜ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ସମାଜ ଅଟେ । ଆପଣମାନଙ୍କ ଏକତାକୁ ନେଇ ଆପଣମାନେ ଅତୀତ ଦିନମାନଙ୍କରେ ଅନେକ କିଛି ପ୍ରମାଣିତ
Read More...