Yearly Archives

2023

କଣ୍ଟାବାଞ୍ଜିରେ ଆରଟିଓ କ୍ୟାମ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଆରଟିଓ କ୍ୟାମ୍ପ ଦାବି କଲା ସ୍ଥାନୀୟ ଟ୍ରକ ମାଲିକ ସଂଘ ଏବଂ ଡ୍ରାଇଭର ୟୁନିୟନ । ଆଜି ଦୁଇ ସଂଘର ପଦାଧିକାରୀ ଏବଂ ସଦସ୍ୟ ମାନେ ଏକଜୁଟ ହୋଇ କଣ୍ଟାବାଞ୍ଜି ତହସିଲ ଅଫିସ ପହଂଚିଥିଲେ । ଅଫିସ ସମ୍ମୁଖରେ କିଛି
Read More...

କୈବର୍ତ୍ତ ସମାଜର ନୂଆଁଖାଇ ଭେଟଘାଟ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ସ୍ଥାନୀୟ ମୀନା ଟେଣ୍ଟ ହାଉସରେ ପୌରାଞ୍ଚଳ କୈବର୍ତ୍ତ ସମାଜର ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି । ପ୍ରଥମେ ରାଣୀସାଗରରୁ ଶତାଧିକ ମହିଳା କଳସ ଆଣି ମା ଅଶ୍ୱିନୀ ବା ସେଲି ସମଲେଶ୍ଵରୀଙ୍କ ଠାରେ ସ୍ଥାପନା କରିଥିଲେ । ପରେ ମାଙ୍କ ଠାରେ
Read More...

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଟିଟିଲାଗଡ ଗସ୍ତ

ଟିଟିଲାଗଡ଼ ଆସନର ଆଶାୟୀ ପ୍ରାର୍ଥୀଙ୍କୁ ସାଂସଦଙ୍କ ବାର୍ତ୍ତା ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଟିଟିଲାଗଡ ଗସ୍ତରେ ଆସିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରିବା ପାଇଁ ସହର ସାରା ବିଜେପି ନେତାମାନଙ୍କ ଦ୍ଵାରା ଲଗା ଯାଇଥିବା
Read More...

ଓଡିଆ ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଗାଇସିଲାଟ, ( ନିରୋଜ କୁମାର ପାଣୀ) : ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୁଲ୍ୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଅଛି । ବିଭାଗୀୟ ମୁଖ୍ୟ ଡ. ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ
Read More...

ରାଜବୋରାସମ୍ବର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଛାତ୍ରୀ ଦିବସ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦେଓଲିରେ ରାଜବୋରାସମ୍ବର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଛାତ୍ରୀ ଦିବସ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଦେଓଲି ଉଚ୍ଚ ବିଦ୍ୟାଳୟ, ସତିଭଟାର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଝଗରା ପ୍ରଦୀପ
Read More...

ବିଜେପୁର ବ୍ଲକ ଯାଦବ ସମାଜ ନୂଆଖାଇଁ ଭେଟଘାଟ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଯାଦବ ସମାଜର ବିଜେପୁର ବ୍ଲକ ସଭାପତି ଝାସକେତନ ବଗର୍ତ୍ତିଙ୍କ ସଭାପତିତ୍ୱରେ ପୁଖାମୁଣ୍ଡା ଶିବମନ୍ଦିର ଠାରେ ବ୍ଲକ ସ୍ତରିୟ ନୂଆଖାଇଁ ଭେଟଘାଟ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଞ୍ଚଟି ବ୍ଲକ ପଦ୍ମପୁର, ଝାରବନ୍ଧ, ଗାଇସିଲେଟ, ବିଜେପୁର, ବରପାଲି ଏବଂ
Read More...

ବଲାଙ୍ଗିର ଜିଲ୍ଲା ବିଜେପି ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳ ଆଜି ପଦାରେ ପଡ଼ିଛି । ଏପରିକି ବିଜେପି.ର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌ଙ୍କ ଗସ୍ତ କାର୍ଯ୍ୟକ୍ରମରେ ଆଜି ଅପରାହ୍ନରେ
Read More...

ବଲାଙ୍ଗିର ସହରରେ ବଡ଼ ଧରଣର ଜିଏସ୍‌ଟି ଚଢ଼ଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଏସ୍‌ଟି ଫାଙ୍କୁଥିବା ବା ଜିଏସ୍‌ଟି ଅନିୟମିତତା ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ସିଟିଏନ୍‌ ଜିଏସ୍‌ଟି ବଲାଙ୍ଗିର ଏନ୍‌ଫୋର୍ସମେଣ୍ଟ ୟୁନିଟ୍‌ ପକ୍ଷରୁ ତଦନ୍ତ ଓ ଅନୁସଂଧାନ ଜାରି ରହିଥିବା ବେଳେ ଆଜି ଚିଫ୍‌ କମିଶନର୍‌ ସିଟିଏନ୍‌
Read More...

ଲାଠୋରରେ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ଥାନୀୟ ଲାଠୋର ସ୍ଥିତ ଶ୍ରୀ ଦୁର୍ଗେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ଦିନ ଅପରାହ୍ନ ସମୟରେ ସ୍ୱେଚ୍ଛାସେବୀ ଅରୁଣ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଲାଠୋର ବନାଞ୍ଚଳ ଅଧିକାରୀ
Read More...

୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଛତିଶଗଡ଼କୁ ଛାଡ଼ି ଅବଶିଷ୍ଟ ୪ ଟି
Read More...