ନାବାଳକଙ୍କୁ ଅପହରଣ ଅଭିଯୋଗ
ବଲାଙ୍ଗିର, (କେପିଏନ୍ଏସ୍) : ପାର୍ବଣ ସମୟରେ ସହର ଅଶାନ୍ତ ହେବାରେ ଲାଗିଛି । ପ୍ରତିଦିନ ଚୋରି ଏବଂ ଲୁଟ୍ ବଢୁଥିବା ବେଳେ ଏବେ ଅପହରଣ ଉଦ୍ୟମ ଭଳି ଅଭିଯୋଗ ସାମ୍ନାକୁ ଆସିଛି । ସ୍ଥାନୀୟ ବରପାଲିପଡ଼ାର ଜଣେ ନାବାଳକ ଅଣ୍ଡା କିଣିବାକୁ ଯାଇଥିବା ବେଳେ ତାଙ୍କୁ କେତେକ ଦୁର୍ବୃତ୍ତ ଅପହରଣ!-->…
Read More...
Read More...