Yearly Archives

2023

ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ଗଳ୍ପ ସଂକଳନ ଯୋଗେଶ୍ୱରୀ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଳ୍ପ ଭିତରେ ଜୀବନର ବହୁବିଧ ପ୍ରତିଛବି ପାଠକଙ୍କୁ କରେ ଜୀବନାନୁଭୂତି ସଂପନ୍ନ । ଆଧୁନିକ ଜୀବନରେ ସଂସ୍କୃତି, ପରଂପରାକୁ ପରିଚିତ କରାଇବା ଲେଖକୀୟ ଦାୟିତ୍ୱ ବୋଲି ଯେତେବେଳେ ହୃଦବୋଧ ହେବ, ସେତେବେଳେ ଗଳ୍ପରେ ଆମେ ଆମର ଜୀବନକୁ ପ୍ରକୃତ ଅର୍ଥରେ ଅନୁଭବ
Read More...

ଅବଦୁଲ କାଲାମଙ୍କ ସ୍ମୃତି ରକ୍ଷା ନିମିତ୍ତ ସବୁଜିମା ଉଦ୍ୟାନ ସହ ପ୍ରତିମୂର୍ତ୍ତିର ଲୋକର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ତତ୍କାଳୀନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ଼ଃ. ଏ.ପି.ଜେ. ଅବଦୁଲ କାଲାମ୍‌ଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଏକ ସବୁଜିମାଭରା ଉଦ୍ୟାନ ପ୍ଲାନେଟସନ ସହ ଏକ ପ୍ରତିମୂର୍ତ୍ତି ରବିବାର ମଧ୍ୟାହ୍ନରେ ଲୋକର୍ପଣ
Read More...

ରୁଗୁଡିପଡା ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନବରାତ୍ର ଦୁର୍ଗାପୂଜା ପାଇଁ ରବିବାର ଭୋର ସକାଳ ୪.୩୦ ମି.ରେ ରୁଗୁଡିପଡା ମଣ୍ଡପଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ମହାରାଣୀ ସାଗରଠାରେ ପୂଜାଅର୍ଚ୍ଚନା ପରେ ପୂର୍ଣ୍ଣ କଳସ ଦୁର୍ଗା ମଣ୍ଡପକୁ ଅଣାଯାଇଥିଲା ।
Read More...

ମା’ କାଳୀଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯିବାକୁ ନିଷ୍ପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନ ପଡା କାଳୀ ପୂଜା କମିଟି ଦ୍ୱାରା ଆସନ୍ତା ତା. ୧୨.୧୧.୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା ମା' କାଳୀଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯିବାକୁ ନିଷ୍ପତି ନିଆ ଯିବା ସାଙ୍ଗେ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଗଲା ପ୍ରସ୍ତାବିତ କମିଟି
Read More...

ପଶ୍ଚିମାଂଚଳରେ ଯାଦବମାନଙ୍କ ରାଜନୈତିକ ଅଧିକାର ସାବ୍ୟସ୍ତ

ଯାଦବ ଅଧିକାରୀ ମଂଚ ଓଡିଶାର ନୂଆଁଖାଇ ଭେଟ୍‌ଘାଟ୍‌ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନଠାରେ ଯାଦବ ଅଧିକାର ମଂଚ ଓଡିଶାର କାର୍ଯ୍ୟକାରିଣୀ ବୈଠକ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ସଭାପତିତ୍ୱ କରିଥିଲେ ବାଳକୃଷ୍ଣ ଷାଣ୍ଢ, ପରିଚୟ ପ୍ରଦାନ
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ ଆଉଟ୍‌ ଫୁଟ୍‌ବଲ୍‌

ଏପିଜେ ଲୋଇସିଂହାକୁ ହରାଇ ଅମାମୁଣ୍ଡା ଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ପ୍ରଥମ ସେମିଫାଇନାଲ ଖେଳରେ ଅମାମୁଣ୍ଡା ଏଏ ବନାମ ଏପିଜେ ଲୋଇସିଂହା ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲରେ ଡ୍ର
Read More...

ମାଣ୍ଡୋସିଲ ଗ୍ରାମ୍ୟ କମିଟି କୁଲତା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଏବଂ ବନ୍ଧୁମିଳନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାବା ବିଶାଶହେ‌ କୁଲତା ସମାଜ ମାଣ୍ଡୋସିଲ ଗ୍ରାମ୍ୟ କମିଟି ପକ୍ଷରୁ ଆଜି ନୂଆଁଖାଇ ଭେଟଘାଟ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଅନୁଷ୍ଠିତ
Read More...

ଲଳିତ ଜଗତଙ୍କୁ ମିଳିଳା ମଞ୍ଚ କଳା ଗୌରବ ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମଣ୍ଡୋସିଲ ଗ୍ରାମର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି, ପାଇକମାଲ ବ୍ଲକ କଳାକାର ମହାସଂଘର ସାଧାରଣ ସଂପାଦକ, ବରଗଡ଼ ଜିଲ୍ଲା ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ସଭାପତି, ସମାଜସବୀ, ନାଟ୍ୟକାର ତଥା ନିର୍ଦ୍ଦେଶକ
Read More...

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାୟନ୍ସ କ୍ଲବ ଇଣ୍ଟର ନ୍ୟାସନାଲ ତରଫରୁ ବିଶ୍ୱକୁ ଶାନ୍ତିର ବାର୍ତା ଦେବା ଉଦ୍ଦେଶ୍ୟରେ ବିଶ୍ୱ ବ୍ୟାପୀ ବିଭିନ୍ନ ସ୍ଥାନରେ ଶାନ୍ତି ଉପରେ ଚିତ୍ର ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ କୋଶଲୀ ସ୍ତୁତି ବହି ‘ସରବ ମଙ୍ଗଳା ଜନାନ୍’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ତହଁକ୍ କୁଟୁମ୍ ପକ୍ଷରୁ କବି ଧର୍ମେନ୍ଦ୍ର ପ୍ରଧାନଙ୍କର କୋଶଲୀ ସ୍ତୁତି ବହି ସରବ ମଙ୍ଗଳା ଜନାନ୍ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋଶଲ ସଂଗ୍ରାମୀ ନରେନ୍ଦ୍ର ହୋତା ଯୋଗ ଦେଇଥିବା ବେଳେ
Read More...