ଟିଟିଲାଗଡରେ ୮ ଘଣ୍ଟିଆ ବିଦ୍ୟୁତ କାଟ, ସରକାରୀ ଡାକ୍ତରଖାନାରେ ଜେନେରେଟର ଠିକ ସେ କାମ କରୁନଥିବା ଅଭିଯୋଗ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ଉପରେ ବାରମ୍ବାର କିଛି ନା କିଛି ଅଭିଯୋଗ ହୋଇ ଆସୁଛି । ବୁଧୁବାର ଦିନ ସକାଳ ୮ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚିତ କରାଯାଇ ବିଦ୍ୟୁତ କାଟ ହୋଇଛି ।!-->…
Read More...
Read More...