ବାଇକ୍ରେ ଆସି ନେଇଗଲେ ୩୦୦ ଗ୍ରାମ ସୁନା
ସମ୍ବଲପୁର : ସମ୍ବଲପୁର ମାନେଶ୍ୱର ଛକ ସ୍ଥିତ ମାନ୍ଧାତା ବାବା ସୁନା ଦୋକାନରୁ ସଶସ୍ତ୍ର ଡକାୟତି । ଦୁଇଟି ବାଇକ୍ରେ ଆସି ସୁନା ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ । ସଦର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି ।
ଖବର ଅନୁଯାୟୀ, ସମ୍ବଲପୁର!-->!-->!-->…
Read More...
Read More...