Yearly Archives

2023

ଛତ୍ରପୁରର ଡାକ୍ତର ଗୋପାଳ ପଟ୍ଟନାୟକଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ବାସିନ୍ଦା ବିଶିଷ୍ଟ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡ଼ା.ଗୋପାଳ ପଟ୍ଟନାୟକ ତାଙ୍କ ବ୍ରହ୍ମପୁରସ୍ଥ ବାସଭବନରେ ଗତକାଲି ଦେହାନ୍ତ ହୋଇଯାଇଛି । ସୋମବାର ମଧ୍ୟରାତ୍ରୀ ୧ ଘଣ୍ଟା ସମୟରେ ହୃଦ୍‌ଘାତରେ ତାହାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି
Read More...

ଦୀପାବଳି ପାଇଁ ଟିଟିଲାଗଡ ବଜାରରେ ବିକ୍ରି ହେଉଛି ବିଭିନ୍ନ ଦୀପ ସହ ସାଜସଜ୍ଜା ସାମଗ୍ରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସୁଛି ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରାୟ ସମସ୍ତ ପରିବାର ଘରକୁ ସଫା ସୁତୁରା କରିବା ସହ ଦୀପାବଳି ପାଇଁ ଘରର ସାଜସଜ୍ଜା କରିଥାନ୍ତି । ଆଗ ମାଟି ଦୀପର ଚାହିଦା ଥିବା ବେଳେ ଆଜିର ଆଧୁନିକ ଯୁଗରେ ଫେନ୍ସି ଦୀପ, ସୁଗନ୍ଧିତ ମହମବତୀ ଦୀପ, ଲିଚୁ ଲାଇଟ ସହ
Read More...

ପଶ୍ଚିମ ଓଡ଼ିଶା ଲୋକକଳା ପରିଷଦ ତରଫରୁ ଲୋକକଳା ପ୍ରତିଯୋଗିତାର ଆୟୋଜନ

ତୁରେକେଲା, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କନ୍ଦେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିକରାପଡ଼ା ଗାଁରେ ପଶ୍ଚିମ ଓଡ଼ିଶା ଲୋକକଳା ପୁନଃ ଉଦ୍ଧାର ପରିଷଦ ଦ୍ଵାରା ଆୟୋଜିତ ଲୋକକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପଶ୍ଚିମ ଓଡ଼ିଶାରେ ପୁରାତନ ଐତିହ୍ୟ ଏବଂ କଳା ଧୀରେ
Read More...

ବିପଦଜନକ ଅବସ୍ଥାରେ ଚନ୍ଦନଭାଟି ମୁଖ୍ୟ ରାସ୍ତା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମ ପଞ୍ଚାୟତର ଚନ୍ଦନଭାଟୀ ମୁଖ୍ୟ ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଛି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଯାନବାହାନ ଯାଉଥିବା ବେଳେ କୌଣସି ନା କୌଣସି ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ଏହି
Read More...

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ପାଟଣାଗଡ଼ଠାରେ ବିଶାଳ ସମାବେଶ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ ଗଡଭିତର ଖେଳ ପଡ଼ିଆଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପାଟଣାଗଡ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀମାନଙ୍କ ବିଶାଳ ସମାବେଶ ରାଜ୍ୟ ସମ୍ପାଦକ ଓ ଡିଭିଜନ ସମ୍ପାଦକ ଶିବାନନ୍ଦ
Read More...

ତୁର୍ଲା ପ୍ରାଥମିକ ବିଦ୍ୟାଳୟଠାରେ ପିଲାଙ୍କ ପାଖରେ ପାଠାଗାର

ତୁର୍ଲା, (କେପିଏନ୍‌ଏସ୍‌) : ତୁର୍ଲା ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ପ୍ରତିଷ୍ଠାତା ବୃନ୍ଦାବନ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ପୁସ୍ତକକୁ ନେଇ ପ୍ରତିଯୋଗିତା ହୋଇଥିଲା ।
Read More...

ସ୍କୁଲ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଧାରଣା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଖବର ଶୁଣି ସୋମବାର ଛାତ୍ରୀଛାତ୍ର ମାନେ
Read More...

ଆମ ଓଡିଶା ନବୀନ ଓଡିଶାର ବିକାଶଠାରୁ ବହୁ ଦୂରରେ ପରମପଙ୍ଗା ପଞ୍ଚାୟତର ତିନୋଟି ଗ୍ରାମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସଂସ୍କୃତିର ପ୍ରସାର ଓ ଆଧୁନିକ ଭିର୍ତ୍ତିଭୂମିର ଉନ୍ନତି ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଅନେକ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ । ନା
Read More...

ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ତରଭା ବ୍ଲକ ରାଣୀସରଡ଼ାଠାରେ ରାଜ୍ୟସ୍ତରୀୟ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ଦଶରଥ ବାଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅବଦୁଲ ଅଳି (ଆର୍‌ପିଆଇ)ମୁଖ୍ୟବକ୍ତା ଗୁପ୍ତେଶ୍ୱର ଖୁରା
Read More...

ସମବାୟ ବ୍ୟାଙ୍କରେ ଗ୍ରାହକ ସେବା ବିପର୍ଯ୍ୟସ୍ତ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଲୋଇସିଂହା ଶାଖାରେ ଗ୍ରାହକ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ବିଭିନ୍ନ ବାହାନା ଦେଖାଇ ଏହି ବ୍ୟାଙ୍କରେ ସାଧାରଣ ଜନତା ତଥା ଚାଷୀଙ୍କୁ ହଇରାଣ ହରକତ କରାଯାଉଥିବା ଅଭିଯୋଗ ହେଉଛି । ଟଙ୍କା
Read More...