Yearly Archives

2023

କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କରିଛନ୍ତି ।ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା; ତେଣୁ ପାଠ ପଢ଼ିବା ପାଇଁ
Read More...

ଗୋପପୁରରେ କୃଷ୍ଣ ବଳରାମଙ୍କୁ ବରଣ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ଆୟୋଜିତ ହେବାକୁ ଥିବା ୩୭ତମ ଧନୁଯାତ୍ରା ମହୋତ୍ସବ ହେବାକୁ ଥିବା ବେଳେ ବଙ୍ଗୋମୁଣ୍ଡାକୁ ମଥୁରାନଗରୀ କରାଯାଇଥିବା ବେଳେ ଗୋହିରାପଦରକୁ ଗୋପପୁର କରାଯାଇଛି । ଗୋପପୁରଠାରେ କୃଷ୍ଣ ରୂପେ - ପ୍ରଜ୍ଞାଶିଷ ଯୋଶୀ ଓ
Read More...

ରାଜ୍ୟ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୭ରୁ ୧୯ ତାରିଖ ତିନି ଦିନ ଧରି ପୁରୀର ରେଲୱେ କଲ୍ୟାଣ ମଣ୍ଡପଠାରେ ଓଡିଶା ରାଜ୍ୟ ସବ୍‌ ଜୁନିୟର କ୍ୟାଡେଟ୍‌ କ୍ୟୋରୁଗି (ଫାଇଟ) ଓ ପୁମସେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସାଧାରଣ ସଂପାଦକ
Read More...

ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ଛତାପିପଲରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ଭାରତ ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି ଓ ଯୋଗାଯୋଗ ବିଭାଗ ଦ୍ୱାରା
Read More...

ନିର୍ମାଣାଧୀନ ଝାରବନ୍ଧ ହସ୍ପିଟାଲ କୋଠା ପରିଦର୍ଶନ କଲେ ଜିଲ୍ଲାପାଳ

ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ କଲେ ଝାରବନ୍ଧ ଗ୍ରାମ୍ୟ କମିଟି ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ଶେଷସୀମା ହେଉଛି ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ । ଦଳିତ ଆଦିବାସୀ ବହୁଳ ଲୋକ ଏଠାରେ ବସବାସ କରନ୍ତି । ବର୍ତ୍ତମାନ ଝାରବନ୍ଧ ବ୍ଲକର ଜନସଂଖ୍ୟା ୯୨୪୮୯ ଥିବା ବେଳେ ୪୬୪୫୮
Read More...

ମରଣଯନ୍ତା ପାଲଟିଛି କଣ୍ଟାବାଞ୍ଜିରୁ କୁଇବାହାଲ ରାସ୍ତା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କଣ୍ଟାବାଞ୍ଜି ସହରରୁ ଅନ୍ୱେଷା ଛାତ୍ର ନିବାସ ଦେଇ କୁଇବାହାଲକୁ ଯାଇଥିବା ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ, ଇଚର ଟ୍ରକ ରାସ୍ତା ମଝିରେ ଲଟକି ପଡ଼ିରହିଛି । ଏଥିପ୍ରତି
Read More...

ପବିତ୍ର ଅଁଳା ନବମୀରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ହୋଇଛି । ପବିତ୍ର ଅଁଳା ନବମୀରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିଖିତ ହୋଇଥିବା ଦେଖାଦେଇଛି ।
Read More...

ଚୋର ସନ୍ଦେହରେ ଉତ୍ୟକ୍ତ ଲୋକଙ୍କ ନିରଧୁମ୍‌ ମାଡ଼ରେ ୨ ଜଣ ମୃତ, ୧ ଗୁରୁତର

ବରଗଡ଼ : ଚୋର ସନ୍ଦେହରେ ଉତ୍ୟକ୍ତ ଲୋକଙ୍କ ନିରଧୁମ୍‌ ମାଡ଼ରେ ୨ ଜଣଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚାଂଚଲ୍ୟ ସୃଷ୍ଟି କରିଛି । ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡିଥିବା ବେଳେ ମାଡ଼ ଖାଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ବରଗଡ଼
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବାଉଁଶୁଣି ଥାନା ଏସ୍‌ଆଇ

ବୌଦ୍ଧ : ବୌଦ୍ଧ ପୁଲିସ ବିଭାଗରେ ପୁଣି ଲାଂଚ କଳଙ୍କର ଛିଟା ଲାଗିଛି । ଚାଲାକି କରି ହାତାହାତି ଟଙ୍କା ନନେଇ ଫୋନ୍‌ ପେ’ ମାଧ୍ୟମରେ ୧୫ ହଜାର ଟଙ୍କା ଲାଞ୍ଚଚ ନେଇ ଧରାପଡିଛନ୍ତି ବାଉଁଶୁଣି ଥାନା ଏସ୍‌ଆଇ ବିକ୍ରମ କିଶୋର ଦେହୁରୀ । ମିଳିଥିବା ସୂଚନା ଅନୁସାରେ ବବଡା ଗ୍ରାମର କରୁଣାକର ନାଏକ ଏକ
Read More...

ଖଇର କାଠ ବୋଝେଇ ପିକ ଅପ୍ ଭ୍ୟାନ ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନ ବିଭାଗର ରାତ୍ରୀକାଳୀନ ପେଟ୍ରୋଲିଙ୍ଗ ଟିମ୍ ସରଗାଡ ପଞ୍ଚାୟତର ସିଂହାନିମୁଣ୍ଡା ନିକଟରେ ଏକ ଖଇର କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଥିବା ଜଣାଯାଇଛି । ଗତକାଲି ରାତିରେ ସିଜି ୦୭ ବିଏଲ୍ ୫୮୯୧ ନମ୍ବର ବିଶିଷ୍ଟ ଏହି ଗାଡ଼ିରେ ଖଇର କାଠ
Read More...