ହଳଦୀର ବିବାହିତ ଯୁବକ ଚେନ୍ନାଇରୁ ନିଖୋଜ : ଥାନାରେ ଏତଲା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ଗ୍ରାମର ଭରତଲାଲ ବାଗ ନାମକ ଜଣେ ବିବାହିତ ଯୁବକ ସୁଦୂର ଚେନ୍ନାଇ ଯାଇ ସେଠାରେ ୮ ଦିନ ହେବ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ଧର୍ମପତ୍ନୀ ଭାରତୀ ବାଗ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ଭାରତୀଙ୍କ ଲିଖିତ!-->…
Read More...
Read More...