Yearly Archives

2023

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ପ୍ରଥମ ସନ୍ଧ୍ୟା : ପ୍ରତିଧ୍ୱନୀ ତରଫରୁ ପେଇଂଗେଷ୍ଟ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଆରମ୍ଭ ହୋଇଛି । ପ୍ରଥମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ପ୍ରତିଧ୍ଵନି ତରଫରୁ ନାରୀ ନିର୍ୟାତନା ଉପରେ ଆଧାରିତ ନାଟକ ପେଇଂଗେଷ୍ଟ ମଞ୍ଚସ୍ଥ ହୋଇଥିବା ବେଳେ
Read More...

ଲୋଇସିଂହା କଲେଜରେ ନୂତନ ଓ ସମନ୍ୱିତ ଯୁବ ବିିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ଓଡିଶା ଗଠନରେ ଯୁବକ ଯୁବତୀମାନଙ୍କ ସଂପୃକ୍ତି ସହ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପାରଦର୍ଶିତା
Read More...

ପାଇକମାଲଠାରେ ବିଜେପିର ଜନ ଆକ୍ରୋଶ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ପକ୍ଷରୁ ଆଜି ପାଇକମାଲ ବ୍ଲକ ଘେରାଉ କରାଯାଇଥିଲା । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ପାଇକମାଲ ସ୍ଥିତ ଧର୍ମଶାଳାଠାରୁ ଏକ ବିରାଟ ଶୋଭାଯାତ୍ରାରେ ବିଜେପି କର୍ମୀ ଏବଂ ଜନ ସାଧାରଣ ବ୍ଲକ କାର୍ଯ୍ୟାଳୟରେ
Read More...

ଓଡ଼ିଶା ଗୃହ ନିର୍ମାଣ ସଂସ୍ଥାକୁ ରାଉରକେଲାରେ କାର୍ଯ୍ୟକ୍ଷମ କରାଯାଉ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଉଚ୍ଚ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ପାଇଁ ଓଡିଶା ଗୃହ ନିର୍ମାଣ ସଂସ୍ଥାର ରାଉରକେଲା ସ୍ଥିତ ପ୍ରକଳ୍ପ କାର୍ଯ୍ୟାଳୟ ବନ୍ଦ ହେବାକୁ ଯାଉଛି । ୧୯୭୫ ମସିହାରେ ଆରମ୍ଭ ହୋଇଥିବା ଅଫିସ ରାଉରକେଲା ସ୍ଥିତ ବାସନ୍ତି କଲୋନୀରେ ୨୩୭୬, ଛେଣ୍ଡ ଫେଜ୍‌
Read More...

ଛତୁ ଉତ୍ପାଦନ ଓ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ ଏକ ଦିବସୀୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଦ୍ୟାନ କୃଷି ପ୍ରଶିକ୍ଷଣ କକ୍ଷରେ ଜିଲ୍ଲାସ୍ତରୀୟ ଛତୁ ଉତ୍ପାଦନ ଓ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ ଏକ ଦିବସୀୟ ତାଲିମର ଆୟୋଜନ କରାଯାଇଥିଲା । ଏହି ତାଲିମ ରାଜ୍ୟ ଯୋଜନା ଅନ୍ତର୍ଗତ ଉଦ୍ୟାନ କୃଷି କ୍ଷେତ୍ରରେ ମହିଳା ସଶକ୍ତିକରଣ ପାଇଁ ମହିଳା ସ୍ୱୟଂ
Read More...

ଟୋକନ୍‌ ଅବ୍ୟବସ୍ଥାକୁ ନେଇ ସିଏସ୍‌ଓଙ୍କୁ ଦାବୀପତ୍ର ପ୍ରଦାନ କଲା ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଟୋକନ୍‌ ଅବ୍ୟବସ୍ଥାକୁ ନେଇ ସିଏସ୍‌ଓଙ୍କୁ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଲିଖିତ ଭାବେ ଅଭିଯୋଗ କରାଯିବା ସହ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ଯତି ପଧାନ, ସଂପାଦକ ସୌମେନ୍ଦ୍ର
Read More...

ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ମେଡିକାଲ୍‌ ଚେକ୍ଅପ୍‌ର ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ସେକ୍ଟର୍‌ ୧୬ ଡିଏଭି ପବ୍ଲିକ୍‌ ସ୍କୁଲ୍‌ରରେ ଏକ ମେଡିକାଲ୍ ଚେକ୍ଅପ୍‌ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଡିଏଭି ପ୍ରିନ୍ସିପାଲ୍‌ ଯଶବିନ୍ଦର କୌର ପିଲାଙ୍କ ସ୍ୱାସ୍ଥ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ ।
Read More...

ଫସଲ ବିବିଧିକରଣ ଯୋଜନାରେ ରୋଷେଇ ପ୍ରତିଯୋଗିତା

ତରଭା, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଫସଲ ବିବିଧିକରଣ ଯୋଜନାରେ ତରଭା ବ୍ଲକ ଅନ୍ତର୍ଗତ ବଡଭଇଁରୋଠାରେ ସହଯୋଗୀ ସ୍ୱେଚ୍ଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଏକ ରୋଷେଇ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି
Read More...

ହରଭଙ୍ଗା ସ୍କୁଲରେ ବିଶ୍ୱ ଏଡସ୍‌ ଦିବସ ପାଳିତ

ସାଲେଭଟା, (ଶୁଶିଲ କୁମାର ମିଶ୍ର) : ସାଲେଭଟା ସ୍ଥାନୀୟ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲଠାରେ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ଏଡସ୍‌ ଦିବସ ପାଳିତ ହୋଇଯାଛି । ସ୍କୁଲର ପ୍ରଧାନଶିକ୍ଷକ ଦୂର୍ଯ୍ୟୋଧନ ପଶାୟତଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ସଚେତନ ସଭାରେ ବିଜ୍ଞାନ ଶିକ୍ଷକ
Read More...

5T ଅଧ୍ୟକ୍ଷ ଶ୍ରୀ ପଣ୍ଡିଆନଙ୍କ ପୁରୀ ଶ୍ରୀମନ୍ଦିର ପରିଦର୍ଶନ

ଭୋର ୫ ଟାରୁ ୭ଟା ପର୍ଯ୍ୟନ୍ତ ସମୀକ୍ଷା କଲେପରିକ୍ରମା ପ୍ରକଳ୍ପ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା, ଦକ୍ଷ ଭିଡ଼ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତ୍ଵ ଭୁବନେଶ୍ଵର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି
Read More...