ବାତ୍ୟା ମିଗ୍ଜୋମ୍ ପ୍ରଭାବରେ ଅମଳ ଧାନ ଫସଲ ଓ ପନିପରିବା ନଷ୍ଟ ହେବା ଆଶଙ୍କା : ସରକାରୀ ସହାୟତା ଯୋଗାଇ ଦେବା ପାଇଁ…
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ବାତ୍ୟା ମିଗ୍ଜୋମ୍ ପ୍ରଭାବରେ ଅମଳ ଧାନ ଫସଲ ଓ ପନିପରିବା ଗୁଡିକର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି ।ଏହି ଅଦିନିଆ ବର୍ଷା ଆରମ୍ଭ ହେବା ଫଳରେ ବ୍ଲକର ୨୩ ଗୋଟି ପଞ୍ଚାୟତ ଅଞ୍ଚଳରେ ବର୍ଷା ହେବା ସହ ଅମଳ ଧାନ ନଷ୍ଟ!-->…
Read More...
Read More...