Daily Archives

ଗଞ୍ଜେଇ ବୋଝେଇ କାର୍ ଜବତ : ୧ ଗିରଫ

ଗଜପତି : ଗଞ୍ଜେଇ ବୋଝେଇ କାର ଜବତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ଗୁରୁବାର ସକାଳୁ ଗୋଟିଏ କାର୍‌ରେ ୫ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ନେଇ ଯାଉଥିବା ସମୟରେ ଗୋସାଣୀ ବ୍ଲକ ଲିଙ୍ଗିପୁର ଗ୍ରାମ ନିକଟରେ ଧରିବାରେ ସକ୍ଷମ ହୋଇଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ । ଗୋଟିଏ
Read More...

କଂଟାବାଂଜି ମହିଳା ସ୍ନାତକ ମହାବିଦ୍ୟାଳୟରେ ନୁଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

ଶାରୀରିକ ମାନସିକ ବିକାଶ ପାଇଁ ସରକାରଙ୍କ ନୁଆ-ଓ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣାଇଲେ ବିଧାୟକ ସାଲୁଜା କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଦୀର୍ଘ ଏକ ମାସ ଧରି ଚାଲିଥିବା ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ
Read More...

ମୃତ ବିଦେଶୀ ପକ୍ଷୀ ଜବତ କଲା ବନ ବିଭାଗ

ବ୍ରହ୍ମଗିରି : ଶୀତ ଋତୁରେ ଚିଲିକାକୁ ବିଦେଶାଗତ ପକ୍ଷୀ ଆସି ଚିଲିକାର ଶୋଭାକୁ ବଢାଇବା ସହ ସୌନ୍ଦର୍ଯ୍ୟମୟ କରିଥାନ୍ତି । କିନ୍ତୁ ଏହି ଅତିଥି ବିଦେଶୀ ପକ୍ଷୀଙ୍କ ଜୀବନ ବର୍ତ୍ତମାନ ବିପଦରେ । ଚିଲିକା ସହିତ ଚିଲିକା ସଂଲଗ୍ନ ବିଲ, ଜଳାଶୟରେ ପକ୍ଷୀମାନେ ଆସି ଖାଦ୍ୟ ସଂଗ୍ରହ କରିଥାନ୍ତି ।
Read More...

ଖରିଦପିପଳ ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍‌ଘାଟିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଧାନମଣ୍ଡିକୁ ସମିତିର ସଭାପତି କେଶବଚନ୍ଦ୍ର ପାଳ ଉଦ୍‌ଘାଟନ କରିଥିଲେ । ଏଥିରେ ଭାରପ୍ରାପ୍ତ ସମ୍ପାଦକ ସତ୍ୟ ଗୋପାଲ ସାମଲ, ଜଳେଶ୍ଵର ଆର୍‌ଏମ୍‌ସି କର୍ମଚାରୀ
Read More...

ଶିଶୁ ସୁରକ୍ଷା ଓ ଯତ୍ନ ପାଇଁ ମହାସଂଘର ସଭାପତି ଓ ସମ୍ପାଦକମାନଙ୍କୁ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ ସମ୍ମୁଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ କପିଳଦେବ ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍‌ଘାଟନ କରି ଶିଶୁ ସୁରକ୍ଷା
Read More...

ଗଞ୍ଜାମ ମହିଳା ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମଠାରେ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟ ଅଧକ୍ଷା ଶ୍ରୀମତୀ ଲିପିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି
Read More...

ଇନ୍ନୋର ସାର କାରଖାନାରେ ଗ୍ୟାସ୍‌ ଲିକ୍‌

ଚେନ୍ନାଇ : ଉତ୍ତର ଚେନ୍ନାଇର ଇନ୍ନୋରଠାରେ ଥିବା ଏକ ରସାୟନିକ ସାର କାରଖାନାରେ ଯାନ୍ତ୍ରିକ ଦୁର୍ଘଟଣା ଘଟିଛି । କାରଖାନାକୁ ସଂଯୋଗ ଆମୋନିଆ ଟାଙ୍କିରୁ ନିର୍ଗତ ଗ୍ୟାସ ଯୋଗୁଁ ଆଖପାଖ ଅଞ୍ଚଳର ୫୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଆଜି ସକାଳେ
Read More...

ଭୂମିହୀନ ପରିବାରଙ୍କୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ଦାବୀ ନେଇ ରାସ୍ତା ଅବରୋଧ

ସଇଁତଲା, (ପ୍ରମୋଦ ସେଲମା) : ଭୂମିହୀନ ପରିବାରଙ୍କୁ ସରକାର ୪ ଡ଼ିସମିଲ ଜାଗା ଦେଇ ଦୀର୍ଘ ବର୍ଷ ହେଲା ବିଜୁଳି ନାହିଁ କି ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଦାବୀ ହୋଇ ଆସୁଥିଲା । ଏଥିରେ ପ୍ରଶାସନଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ ।
Read More...

ମଦ୍ୟପାନ କରି ଧୁମାପାଲି ବିଦ୍ୟାଳୟକୁ ଆସୁଥିବା ଅଭିଯୋଗରେ ଶିକ୍ଷକ ନିଲମ୍ବିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ଅଧୀନସ୍ଥ ବୁଢ଼ାବାହାଲ ପଞ୍ଚାୟତ ଧୁମାପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କମଲାକାନ୍ତ ଭୋଇ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିବା ଅଭିଯୋଗକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ
Read More...

କୁହୁଡି ଯୋଗୁଁ ଦୁର୍ଘଟଣା

ବୌଦ୍ଧ : ଘନ କୁହୁଡି ଯୋଗୁଁ କାର୍ ଦୁର୍ଘଟଣାଗ୍ରସ୍ତ । କାର୍‌କୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର୍‌ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘଐ ୫୭ ମହେଶ୍ୱରପିଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଛି । କାର୍‌ରେ ଥିବା ୫ ଯାତ୍ରୀ ଆହତ ସୂଚନା । ଆହତ ଯାତ୍ରୀ ସୋନପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
Read More...