Daily Archives

ଯୁବ କ୍ରୀଡ଼ା ପ୍ରତିଭା ଅନ୍ୱେଷଣରେ ବିଶେଷ ସହାୟକ ହେବ ‘ନୂଆ-ଓ’ କାର୍ଯ୍ୟକ୍ରମ

ରାଉରକେଲାରେ ଆରମ୍ଭ ହେଲା ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା୬ କ୍ରୀଡ଼ାରେ ଭାଗ ନେବେ ୨୨ ଶହରୁ ଅଧିକ କ୍ରୀଡ଼ାବିତ ରାଉରକେଲା, (ସସ୍ମିତା ପ୍ରଧାନ) : ତୃଣମୂଳ ସ୍ତରରୁ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ସାରା ଓଡ଼ିଶାରେ ରାଜ୍ୟ ସରକାରଙ୍କ ତରଫରୁ 'ନୂଆ-ଓ ଯୁବ
Read More...

ସାଂସ୍କୃତିକ କାର୍ଯ୍ୟକ୍ରମ ଭରାରେ ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର କ୍ରୀଡା ସମାରୋହ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କ୍ରୀଡ଼ା ଏବଂ ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ରେ ନୂଆ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉଦ୍‌ଘାଟନ ହୋଇଯାଇଛି । ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର କ୍ରୀଡା ସମାରୋହ ବୁଧବାର ପୂର୍ବାହ୍ନରୁ ଆରମ୍ଭ
Read More...

ପୃଥିବୀର ଦ୍ୱିତୀୟ ବୟସ୍କା ମହିଳାଙ୍କ ଦେହାନ୍ତ

ଟୋକିଓ : ପୃଥିବୀର ଦ୍ୱିତୀୟ ବୟସ୍କା ମହିଳା ଜାପାନର ଫୁସା ତତ୍ସୁମୀଙ୍କ ୧୧୬ ବର୍ଷ ବୟସରେ କାଶିୱାରାସ୍ଥିତ ଏକ ମେଡିକାଲରେ ଦେହାନ୍ତ ହୋଇଛି । ଡିସେମ୍ବର ୧୨, ମଙ୍ଗଳବାର ଦିନ ସେ ତାଙ୍କର ପ୍ରିୟ ଖାଦ୍ୟ, ବିନ ପେଷ୍ଟ ଜେଲି ଖାଇବା ପରେ ଦେହତ୍ୟାଗ କରିଥିଲେ । ଗତ ବର୍ଷ ୧୧୯ ବର୍ଷିୟ କେନ
Read More...

ପଶ୍ଚିମବଙ୍ଗ ଇଟାଭାଟିରେ ବିସ୍ଫୋରଣ

କୋଲକାତା : ପଶ୍ଚିମବଙ୍ଗ ଇଟା ଭାଟିରେ ବିସ୍ଫୋରଣ । ଗତକାଲି ବଶିରାହାଟର ଧିଲ୍‌ଟଟାହ ଗାଁରେ ସଂଧ୍ୟା ସମୟରେ ଇଟାଭାଟିରେ ଏହି ଦୁର୍ଘଟଣା ହୋଇଥିଲା । ଅଚାନକ ଭାଟିରେ ବ୍ଲାଷ୍ଟ ହୋଇଥିଲା ଏବଂ ଚିମିନି ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ୪ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୫ରୁ ଅଧିକ ଲୋକ
Read More...

ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ

ବିନିକା : ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ । ସୋନପୁର ଜିଲ୍ଲା ବିନିକା ଥାନା ରହିଲା ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ସୂଚନୀ ଅନୁଯାୟୀ ମୃତ ମହିଳାଙ୍କ ନାମ ବସନ ନାଇକ (୬୫) ବୋଲି ଜଣାପଡିଛି । ତେବେ ମୃତ୍ୟୁ ଖବର ଶୁଣିବା ପରେ ଗାଁରେ ଶୋକାକୁଳ ପରିବେଶ
Read More...

ନିଜ ଗୋଡ଼ରେ ନିଜେ ଠିଆ ହେବାର ଆବଶ୍ୟକତା ରହିଛି : ମନ୍ତ୍ରୀ ଟୁକୁନୀ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଆଜି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଉଦ୍‌ଯାପନୀ
Read More...

କୋରାପୁଟରୁ ଗଡିବ ଲକ୍ଷ୍ମୀ ବସ୍

କୋରାପୁଟ : ଆଜି କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ ଗଡିବ । ଏହାର ଶୁଭାରମ୍ଭ ସମାରୋହ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟ ପଡିଆରେ ଆୟୋଜନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଉଦ୍‌ଘାଟନ କରିବେ ।ଏହି ବସ୍‌ ଶୁଭାରମ୍ଭ ଉତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ
Read More...

ଭୋଟ ବର୍ଜନ ପାଇଁ ଦେଲେ ଚେତାବନୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମାଣ୍ଡିବିସିର ଆର୍‌ଆଇ ଅଫିସ ନିକଟରେ ଲାଗିଛି ମାଓ ପୋଷ୍ଟର । ଭୋଟ ବର୍ଜନ ପାଇଁ ଦେଲେ ଚେତାବନୀ । ବାଂଶଧାରା ଘୁମୁସୁର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲାଗିଛି ଏହି ପୋଷ୍ଟର । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁଯାୟୀ ଆଜି
Read More...

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା

● ୨୬ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତକୁ ୧୦୦% ଆୟୁଷ୍ମାନ କାର୍ଡ ମିଳିଛି● ମୁଁ ସେହି ଦିନକୁ ଅପେକ୍ଷା କରିଛି, ଯେତେବେଳେ ପ୍ରତ୍ୟେକ ଗରିବଙ୍କ ପାଖରେ ମାଗଣା ଶସ୍ୟ ପାଇଁ ରାସନ କାର୍ଡ, ଉଜ୍ଜ୍ୱଳା ଗ୍ୟାସ ସଂଯୋଗ, ବିଜୁଳି ଯୋଗାଣ, ଟ୍ୟାପ୍ ପାଣି ସଂଯୋଗ, ଆୟୁଷ୍ମାନ କାର୍ଡ ଏବଂ ପକ୍କା ଘର ରହିବ
Read More...

ଗଞ୍ଜେଇ ଭର୍ତ୍ତି କାର ଜବତ

କୋରାପୁଟ : କାରରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣବେଳେ ଆଜି ପୁଲିସ ଜବତ କରିଛି । କୋରାପୁଟ ଜିଲ୍ଲାର ଲମତାପୁଟ କଡ୍ରି ଗାଁ ନିକଟରେ କାରରୁ ଆଜି ମାଛକୁଣ୍ଡ ପୁଲିସ ୯୦ କେଜି ଗଞ୍ଜେଇ ଜବତ କରିଛି । ଚଢ଼ାଉ ବେଳେ କାର୍‌ ଛାଡ଼ି ଗଞ୍ଜେଇ ମାଫିଆ ଖସି ପଳେଇଥିବା ସୂଚନା ମିଳିଛି । ସୂଚନା
Read More...