Daily Archives

ପବିତ୍ର ଅଁଳା ନବମୀରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ହୋଇଛି । ପବିତ୍ର ଅଁଳା ନବମୀରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିଖିତ ହୋଇଥିବା ଦେଖାଦେଇଛି ।
Read More...

ଚୋର ସନ୍ଦେହରେ ଉତ୍ୟକ୍ତ ଲୋକଙ୍କ ନିରଧୁମ୍‌ ମାଡ଼ରେ ୨ ଜଣ ମୃତ, ୧ ଗୁରୁତର

ବରଗଡ଼ : ଚୋର ସନ୍ଦେହରେ ଉତ୍ୟକ୍ତ ଲୋକଙ୍କ ନିରଧୁମ୍‌ ମାଡ଼ରେ ୨ ଜଣଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚାଂଚଲ୍ୟ ସୃଷ୍ଟି କରିଛି । ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡିଥିବା ବେଳେ ମାଡ଼ ଖାଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ବରଗଡ଼
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବାଉଁଶୁଣି ଥାନା ଏସ୍‌ଆଇ

ବୌଦ୍ଧ : ବୌଦ୍ଧ ପୁଲିସ ବିଭାଗରେ ପୁଣି ଲାଂଚ କଳଙ୍କର ଛିଟା ଲାଗିଛି । ଚାଲାକି କରି ହାତାହାତି ଟଙ୍କା ନନେଇ ଫୋନ୍‌ ପେ’ ମାଧ୍ୟମରେ ୧୫ ହଜାର ଟଙ୍କା ଲାଞ୍ଚଚ ନେଇ ଧରାପଡିଛନ୍ତି ବାଉଁଶୁଣି ଥାନା ଏସ୍‌ଆଇ ବିକ୍ରମ କିଶୋର ଦେହୁରୀ । ମିଳିଥିବା ସୂଚନା ଅନୁସାରେ ବବଡା ଗ୍ରାମର କରୁଣାକର ନାଏକ ଏକ
Read More...

ଖଇର କାଠ ବୋଝେଇ ପିକ ଅପ୍ ଭ୍ୟାନ ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନ ବିଭାଗର ରାତ୍ରୀକାଳୀନ ପେଟ୍ରୋଲିଙ୍ଗ ଟିମ୍ ସରଗାଡ ପଞ୍ଚାୟତର ସିଂହାନିମୁଣ୍ଡା ନିକଟରେ ଏକ ଖଇର କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଥିବା ଜଣାଯାଇଛି । ଗତକାଲି ରାତିରେ ସିଜି ୦୭ ବିଏଲ୍ ୫୮୯୧ ନମ୍ବର ବିଶିଷ୍ଟ ଏହି ଗାଡ଼ିରେ ଖଇର କାଠ
Read More...

ଜେଏସ୍‌ଏମ୍‌ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ପକ୍ଷରୁ ଇଣ୍ଟ୍ରା କଲେଜ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ପକ୍ଷରୁ ଖୁଜେନପାଲିର ଏଫ୍‌ସିଆଇ ଫିଲ୍ଡରେ ଇଣ୍ଟ୍ରା କଲେଜ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାିଛି । ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ କରିଥିବା ମୁଖ୍ୟ ଅତିଥି ପ୍ରଦୀପ କୁମାର ପାତ୍ର, ଆଇପିଏଙ୍କ ଦ୍ୱାରା
Read More...

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସମ୍ମାନଜନକ ବାର୍ଷିକ ଭାରତ ପରିମଳ ମେଣ୍ଟ (ଆଇଏସ୍ ସି)-ଫିକି ପରିମଳ ପୁରସ୍କାର ସମାରୋହରେ…

ଭୁବନେଶ୍ୱର : ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର 'ଗରିମା' କାର୍ଯ୍ୟକ୍ରମ 'ସ୍ୱଚ୍ଛତାରେ ଶ୍ରେଷ୍ଠ ଦକ୍ଷତା ପଦକ୍ଷେପ' ବର୍ଗରେ ଏବଂ ଭୁବନେଶ୍ୱରର ବାସୁଆଘାଇ ସ୍ଥିତ ଫିକାଲ୍ ସ୍ଲଜ୍ ସେପ୍ଟେଜ୍ ପ୍ଲାଣ୍ଟର ପରିଚାଳନା କରୁଥିବା
Read More...

କଟକ ଜିଲ୍ଲା ମହାନଦୀରେ ବୈଦେଶ୍ୱର ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୫୦ କୋଟି ଟଙ୍କା ମଞ୍ଜୁର

ତିନୋଟି ବ୍ଲକ୍‌ - ବଡମ୍ବା, ବାଙ୍କୀ ଓ ଭାପୁରର ଜନସାଧାରଣ ଉପକାର ପାଇବେଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦିରେ ହେବ ସହାୟକ5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ କଟକ ଜିଲ୍ଲା ଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ, ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ
Read More...

ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କ 5T ଉପକ୍ରମରେ କାର୍ଯ୍ୟକାରୀ ହେବଯୋଜନାରେ ରହିଛି ୧୬ଟି କାର୍ଯ୍ୟକ୍ରମ, ଚଳିତ ବର୍ଷ ଖର୍ଚ୍ଚ ହେବ ୪୪୮ କୋଟିଉପକାର ପାଇବେ ଏକ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ, ୫୦ ହଜାରରୁ ଅଧିକ ମତ୍ସ୍ୟଚାଷୀ ଓ ୧୧ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଆମ ଜଳ ସଂପଦର ପୂର୍ଣ୍ଣ ବିନିଯୋଗ ଆମର
Read More...

ସିରୋଲ ଜୟ ଡଙ୍ଗରବୁଢ଼ା କ୍ରିକେଟ : ଖଗସା ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦରମହକୁମା ବିଷପିଟେନ ଖେଳ ପଡିଆଠାରେ ଚାଲିଥିବା ୧୪ତମ ଜୟ ଡ଼ଙ୍ଗରବୁଢା କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଖେଳରେ ଧାମନଡଙ୍ଗାକୁ ହରାଇ ଖଗସା ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି ।ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ରୂପେ
Read More...

ଯମୁନା ଗ୍ରାମରେ ଅଁଳା ନବମୀ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ପ୍ରସିଦ୍ଧ ଧବଳେଶ୍ଵର ଶିବ ମନ୍ଦିର ପରିସରରେ ମଙ୍ଗଳବାର ପବିତ୍ର ଅଁଳା ନବମୀ ତଥା ରାଧା ପାଦ ଦର୍ଶନ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ପକ୍ଷରୁ ଏକାଠି ଗୋଟିଏ ସ୍ଥାନରେ ଅନୁଷ୍ଠିତ
Read More...