Daily Archives

ବୋରୱେଲରେ ଫସିଲେ ବୃଦ୍ଧା, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର କଇଁଫୁଲ ଗାଁରେ ୨୦ ଫୁଟ୍‌ ବୋରୱେଲରେ ଫସିଲେ ବୃଦ୍ଧା । ବୃଦ୍ଧା ଜଣଙ୍କ ହେଉଛନ୍ତି ୬୦ ବର୍ଷିୟା ଦୁଃଖୀ ନେଗୀ । ଗତକାଲି ରାତିରେ ଝିଅ ଘରକୁ ଆସିଥିବା ବେଳେ ବୋରୱେଲରେ ପଡିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନୀଶମ ବାହିନୀ ପହଞ୍ଚି ଉଦ୍ଧାର…
Read More...

ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଲେ ଶ୍ରମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଲେ ଶ୍ରମିକ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର କଲେଜ୍‌ଛକ ନିଟକ ଏଲ୍‌ଆଇସି ଅଫିସ୍‌ ପାଖରେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଡ଼ବନ୍ଧ ଫାଣ୍ଡି ଅନ୍ତର୍ଗତ ଖଲିଆପାଲିର ଶୁକ୍ରୁ…
Read More...

‘ସହରଗୁଡ଼ିକ ପାଇଁ ଆଇନା ଡ୍ୟାସବୋର୍ଡ’ ପୋର୍ଟାଲ ଉନ୍ମୋଚନ

• ଏହି ଅଗ୍ରଣୀ ପଦକ୍ଷେପରେ ଅଂଶଗ୍ରହଣ କରିବାକୁ ସହରାଞ୍ଚଳ ପୌର ପ୍ରଶାସନଗୁଡ଼ିକୁ ଆମନ୍ତ୍ରଣ• ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ୟୁଏଲବିର ପ୍ରମୁଖ କାର୍ଯ୍ୟଦକ୍ଷତା ମେଟ୍ରିକ୍ସର ଏକ ଦୃଢ଼ ଡାଟାବେସ୍ ସୃଷ୍ଟି କରିବା• ସମସ୍ତ ଅଂଶୀଦାରଙ୍କ ଦ୍ୱାରା ଆକସେସ୍ କରାଯିବ ଦିଲ୍ଲୀ, (ପିଆଇବି) : ଗୃହ…
Read More...

ବିଚ୍ଛିନ୍ନାଞ୍ଚଳ ଟେକାଲିରେ ପୁରାତନ ରାଧାମାଧବ ପୀଠରେ ସପ୍ତାହ ବ୍ୟାପୀ ଭାଗବତ ପ୍ରବଚନ ଓ ସନ୍ଥ ସମ୍ମିଳନୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଚ୍ଛିନ୍ନାଞ୍ଚଳ ଶ୍ରୀକାକୁଲମ ଜିଲ୍ଲା ଟେକାଲିସ୍ଥିତ ବିଜେ କରିଥିବା ଶହ ଶହ ବର୍ଷର ପୁରାତନ ରାଧାମାଧବ ପୀଠରେ ମଠ ମହନ୍ତ ଗୋବିନ୍ଦ ଚରଣ ଦାସଙ୍କ ୧୦ମ ସ୍ମୃତି ମହୋତ୍ସବ ଅବସରରେ ସପ୍ତାହ ବ୍ୟାପୀ ଶ୍ରୀମଦ ଭାଗବତ ପାରାୟଣ ପ୍ରବଚନ ଓ ସନ୍ଥ ସମ୍ମିଳନୀ…
Read More...

ଡେଲାଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସତ୍ୟବାଦୀ ସ୍ୱାଇଁଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଳକ୍ ଅଧିନ ହାକପଡା ଗ୍ରାମର ଡେଲାଙ୍ଗ ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟବାଦୀ ସ୍ୱାଇଁ(୮୨)ଙ୍କ ନଭେମ୍ବର ୧୨ ତାରିଖ ରବିବାର ରାତ୍ର ୯ଟାରେ ଭୁବନେଶ୍ୱର କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।…
Read More...

ଜିଲ୍ଲାସ୍ତରୀୟ ସ୍କୁଲ କ୍ରିକେଟ୍ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ହାଇସ୍କୁଲ ଖେଳ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ସ୍କୁଲ କ୍ରିକେଟ୍ ପ୍ରତିଯୋଗିତାର ଉଦ୍‌ଘାଟନୀ ସଭାରେ ସହ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ରାଧାକାନ୍ତ ଛତ୍ରୀ ସଭାପତିତ୍ୱ କରିଥିଲେ । ସ୍ଥାନୀୟ ବିଧାୟକା…
Read More...

ଗୁଡିଘାଟ ପଞ୍ଚାୟତ ରାତ୍ରୀ ଜଗୁଆଳୀଙ୍କ ସହ ୩ଜଣଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଗ୍ରାମରେ ଦିନସାରା ତୀବ୍ର ଉତ୍ତେଜନା, ଉଭୟ ପକ୍ଷରୁ ମାମଲା ରୁଜ୍ଜୁ, ୫ଜଣଙ୍କୁ କୋର୍ଟ ଚାଲାଣ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡ଼ିଘାଟ ପଞ୍ଚାୟତର ରାତ୍ରୀ ଜଗୁଆଳୀଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ପଞ୍ଚାୟତ ଭିତରକୁ ପଶି ନିସ୍ତୁକ ମାଡ ମାରିବା ସହ…
Read More...

ପ୍ରାଣୀଧନ ଚିକିତ୍ସକ ଓ ପଡ଼ାବାସୀଙ୍କ ଅକ୍ଳାନ୍ତ ଚେଷ୍ଟା ସତ୍ତ୍ୱେ ବଞ୍ଚି ପାରିଲାନି ଗାଈ, ଶେଷରେ ହାରିଲା ଜୀବନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ୱାର୍ଥପର ଦୁନିଆରେ କିଏ କାହାର ? ସମସ୍ତେ ଯିଏ ଯାହାର ସ୍ୱାର୍ଥରେ ବ୍ୟସ୍ତ, ତା' ଭିତରେ ବି ମାନବିକତା ବଞ୍ଚି ରହିଛି । ଟିଟିଲାଗଡ ସହରର ହାଟପଦାପଡ଼ାରେ ସୋମବାର ସନ୍ଧ୍ୟାରେ ଶାନ୍ତି ନିବାସ ଗଳି ବିଦ୍ୟୁତ ଟ୍ରାନସଫର୍ମର ନିକଟ ଗୌରାଙ୍ଗ ଗନ୍ତାୟତଙ୍କ ଘର…
Read More...

ଦୀପାବଳିର ଦୀପଟିଏ ସହିଦ୍‌ଙ୍କ ପାଇଁ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ଓ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଦୀପାବଳିର ଦୀପଟିଏ ସହିଦଙ୍କ ପାଇଁ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ…
Read More...