Monthly Archives

May 2023

ମା’

ଶ୍ରାବଣୀ ବିଶ୍ୱାଲ ମା’ ଯୁଗେ ଯୁଗେ ପୂଜନୀୟା । ଭଗବାନ ସବୁଠାରେ ରହି ପାରିବେ ନାହିଁ ତେଣୁ ମା’ ସୃଷ୍ଟି କଲେ । ମା’ଠାରୁ ଛୋଟ ଶବ୍ଦ ଦୁନିଆରେ ନାହିଁ ଏବଂ ମା’ର ଅର୍ଥ ଠାରୁ ବଡ ଅର୍ଥ ଦୁନିଆରେ ନାହିଁ । ମା’ଠାରୁ ମଧୁର ଶବ୍ଦ ଦୁନିଆରେ ନାହିଁ । ତା’ ପଣତ ଘୋଡେଇ ଦେଲେ ସଂସାରର ସବୁ ଦୁଃଖ,
Read More...

ମର୍ମନ୍ତୁଦ ଦୁର୍ଘଟଣା, ୧ ମୃତ

ବୌଦ୍ଧ : ଘର ଉପରେ ମାଡ଼ିଗଲା କାର୍‍ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ରାଧାନଗର ଗାଁରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ରାତି ଅଧରେ ଘର ଭିତରକୁ ଇନୋଭା କାର୍‌ଟି ପଶିଯିବା ଫଳରେ
Read More...

ଜେନିଥଲାୟନ୍ସ ଗୁରୁକୁଳ ପଦ୍ମପୁର ପୁଣି ଥରେ ଦୋହରାଇଲା ଇତିହାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଜେନିଥଲାୟନ୍ସ ଗୁରୁକୁଳ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ରାଜୁ ମେହେର ୯୬% ରଖି ସର୍ବୋଚ୍ଚ ସ୍ଥାନ ରଖିଥିଲା ବେଳେ ସ୍ଥିତପ୍ରଜ୍ଞା ସାହୁ ୯୩.୪%,
Read More...

ପାଣି ପାଇଁ ମହିଳାଙ୍କ ପ୍ରତିବାଦ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡ ବଜାର ଗୌଡ଼ ସାହିର ମହିଳାମାନେ ହାଣ୍ଡି ମାଠିଆ ଧରି ପାଣି ପାଇଁ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଭୀଷଣ ଗରମ ତା' ସାଙ୍ଗକୁ ଗୁଳୁଗୁଳି । ଖରା ବେଳେ
Read More...

ଆଜିଠୁ ବଢିବ ଖରା, ବିଭିନ୍ନ ଜିଲ୍ଲାକୁ ହିଟ୍‌ ଓ୍ୱେଭ୍‌ ନେଇ ଆଲର୍ଟ

ଭୁବନେଶ୍ୱର : ଆଜିଠୁ ବଢ଼ିବ ଖରା । ଦିନର ତାପମାତ୍ରା ବୃଦ୍ଧି ପାଇବା ସହ ୧୫ ତାରିଖରୁ ରହିବ ହିଟ୍ ୱେଭ୍ ସ୍ଥିତି । ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ହିଟ୍ ୱେଭ୍ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୬ ତାରିଖରେ ଆଭ୍ୟନ୍ତରୀଣ ୧୬ ଜିଲ୍ଲାକୁ ହିଟ୍
Read More...

ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

• ମେ' ୧୫ ତାରିଖରେ ‘ସଷ୍ଟେନ୍‌ : ଦ କ୍ରାଫ୍ଟ ଇଡିଅମ’ ଶୀର୍ଷକ ପ୍ରଦର୍ଶନୀକୁ ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଜି. କିଷନ ରେଡ୍ଡୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ• ମଧ୍ୟପ୍ରଦେଶର ଖଜୁରୋହୋ ଠାରେ ଆୟୋଜିତ ପ୍ରଥମ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ହୋଇଥିବା ବିଚାରବିମର୍ଶକୁ ଆଗକୁ
Read More...

ଭୁବନେଶ୍ୱରରେ ହେବାକୁ ଥିବା ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିଥାଏ’…

• ପୁରୀ ବେଳାଭୂମିରେ ମେ' ୧୪ ତାରିଖରେ ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’ ବିଷୟବସ୍ତକୁ ନେଇ ବାଲୁକା କଳା ତିଆରି କରିବେ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ୱର, (ପିଆଇବି) : ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ପକ୍ଷରୁ ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌
Read More...

ସିନେମା ଓ ଧାରାବାହିକରେ ଛତ୍ରପୁରର ପୁଅ ତ୍ରିପତି ସାହୁ ଏବେ ଅଗ୍ରଗତିରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ବଡପୁଟି ଗ୍ରାମ ନିବାସୀ ସ୍ୱର୍ଗତ ଡମ୍ବରୁ ଧର ସାହୁ ଓ ଶକନ୍ତୁଳା ସାହୁଙ୍କ ଜ୍ୟେଷ୍ଠ ପୁତ୍ର ତ୍ରିପତି ସାହୁ ଓଲିଉଡ଼ରେ ପଛକୁ ପଛ ଅନେକ ସିନେମା ଓ ଧାରାବାହିକରେ ନିଜ ନିର୍ଦ୍ଦେଶନାର ଯାଦୁ ଦେଖାଇ ପରିଛନ୍ତି । 'ଦିଲ୍‌ରେ ଅଛି
Read More...

ଗୋପବନ୍ଧୁ ପାଠାଗାରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି, ଗୋପବନ୍ଧୁ ପାଠାଗାର ଏବଂ ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସଭାଗୃହରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ସହଯୋଗ ଫାଉଣ୍ଡେସନ ପକ୍ଷରୁ ଆପକେ ସେହତ୍ ଆପକେ ହାଥ୍‌ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁସ୍ଥ ରହିବା ପାଇଁ ସମୟ ସମୟରେ ବ୍ୟାୟାମ କରିବା, ସଠିକ୍ ଖାଦ୍ୟ ଖାଇବା, ଯଥେଷ୍ଟ ନିଦ ଆସିବା, ଚାପରୁ ଦୂରରେ ରହିବା ଏବଂ ନିୟମିତ ସ୍ଵାସ୍ଥ ପରୀକ୍ଷା କରିବା ଆବଶ୍ୟକ । ଏକ ସୁସ୍ଥ ଏବଂ ସୁଖମୟ ଜୀବନଯାପନ କରିବା ପାଇଁ ଆମ ଶରୀରର ଯତ୍ନ ନେବା ଅତ୍ୟନ୍ତ
Read More...