Monthly Archives

May 2023

ଭୁବନେଶ୍ୱର କିଟ୍ ୟୁନିଭରସିଟି ପକ୍ଷରୁ ଛତ୍ରପୁରରେ ଆର୍ଟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାହାଯ୍ୟକାରୀଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ କିଟ୍ ଓ କିଟ୍ ୟୁନିଭରସିଟିର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଆର୍ଟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମର ୧୦ ବର୍ଷ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବନ୍ଦେ ଭାରତ ଏକ୍ସପ୍ରେସର ଉଦ୍‌ଘାଟନୀ ଭର୍ଚୁଆଲ୍‌ ମିଟ୍

• ଛତ୍ରପୁର ରେଳ ଷ୍ଟେସନଠାରେ ସ୍ୱତନ୍ତ୍ର ସଭାର ଆୟୋଜନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବନ୍ଦେ ଭାରତ ଏକ୍ସପ୍ରେସର ଆନୁଷ୍ଠାନିକ ଉଦ୍‌ଘାଟନୀ ଏବଂ ବିଭିନ୍ନ ରେଳବାଇ ଉନ୍ନୟନ କାର୍ଯ୍ୟକ୍ରମର ଶିଳାନ୍ୟାସ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ସମାହିତ
Read More...

ମାଟ୍ରିକ ପରୀକ୍ଷାରେ ଅନୁଶ୍ରୀ ସାହୁ ଛତ୍ରପୁର ଟପ୍ପର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ସ୍ଥିତ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଅନୁଶ୍ରୀ ସାହୁ ମାଟ୍ରିକ (ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ) ପରୀକ୍ଷାରେ ସର୍ବମୋଟ ୫୫୩ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି । ଛାତ୍ରୀ ଅନୁଶ୍ରୀ
Read More...

ଇଏସଆଇର ଶ୍ରମିକ ବିରୋଧୀ ସର୍କୁଲାର ପ୍ରତ୍ୟାହାର ଦାବୀରେ ସିଆଇଟିୟୁର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଏପ୍ରିଲ ୨୮ ତାରିଖରେ ଇଏସଆଇ କର୍ପୋରେସନର ଉପଚିକିତ୍ସକ ଆୟୁକ୍ତ ଡ. ରେଶମା ଶର୍ମା ଏକ ସର୍କୁଲାର ଜାରି କରି ପ୍ରାୟ ୨୪ ଲକ୍ଷରୁ ଅଧିକ ଇଏସଆଇ ବୀମାଧାରୀ ଶ୍ରମିକ, କର୍ମଚାରୀ ଓ ସେମାନଙ୍କ ପରିବାରକୁ ଇଏସଆଇ ପକ୍ଷରୁ ଆଗକୁ ସେକେଣ୍ଡାରୀ ଓ ସୁପର
Read More...

ବଲାଙ୍ଗିର ଜିଲ୍ଲାର ମାଟ୍ରିକ ପରୀକ୍ଷା ଫଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ସାରା ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ବଲାଙ୍ଗିରର ଛାତ୍ରଛାତ୍ରୀମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ବଲାଙ୍ଗିରରେ ରେଗୁଲାର୍‌ ପରୀକ୍ଷାର୍ଥୀ ମୋଟ୍‌ ୬୫ ଜଣ
Read More...

ଆସନ୍ତା ୧୯ ତାରିଖ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଗସ୍ତ ପାଇଁ ବିଜେଡି ଦଳର ସାଙ୍ଗଠନିକ ସଂପାଦକଙ୍କ ମ.ରାମପୁର ଗସ୍ତ

ମ.ରାମପୁର, (ହେମନ୍ତ ସାହୁ) : ଆସନ୍ତା କାଲି ୫ଟି ସଚିବ ଭି. କେ. ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସାକ୍ଷାତ ଏବଂ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତକୁ ଆଖି ଆଗରେ ରଖି ବିଜେଡ଼ି ଦଳ ଜୋର୍‌ଦାର୍‌ ପ୍ରସ୍ତୁତି ଚଲାଇଛି । ସେହି
Read More...

ସରସ୍ୱତୀ ଶିଶୁ ମନ୍ଦିର ମୁଖୀଗୁଡା ଶତ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ

କଳାହାଣ୍ଡି, (ହେମନ୍ତ ସାହୁ) : ଚଳିତ ବର୍ଷର ଦଶମ ଶ୍ରେଣୀର ଫଳାଫଳ ପ୍ରକାଶିତ ହୋଇଛି ଏଥିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମୁଖୀଗୁଡାର ଛାତ୍ରଛାତ୍ରୀମାନଙ୍କ ଅଭୂତପୂର୍ବ ସଫଳତା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଥାଉକି ଉକ୍ତ ଅନୁଷ୍ଠାନର ୭୦ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ
Read More...

ପ୍ରାଣୀଧନର ସୁରକ୍ଷା, ସେମାନଙ୍କର ଲାଳନ ପାଳନରେ ଯଥେଷ୍ଟ ଯତ୍ନଶୀଳ ହେବା ଜରୁରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାଣୀଧନର ସୁରକ୍ଷା ତଥା ସେମାନଙ୍କର ଲାଳନ ପାଳନରେ ଯଥେଷ୍ଟ ଯତ୍ନଶୀଳ ହେବା ଜରୁରୀ ବୋଲି ବିଶିଷ୍ଟ ସଚେତନଶୀଳ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ଜୀବେ ନିଷ୍ଠୁରତା ନିରୋଧ ଆଇନ କର୍ମଶାଳା । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଡିଆର୍‌ଡିଏ ଜଉଗଡ
Read More...

ଯୋଗ ଓ ନେଚରୋପାଥି ତାଲିମ ଶିବିର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟିଠାରେ ଗତ ୧୫ ତାରିଖରୁ ଅଶୋକ କୁମାର ଖମାରୀଙ୍କ ନେତୃତ୍ୱରେ ଯୋଗ ଓ ନେଚରୋପାଥି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡାକ୍ତର ସୁବ୍ରତ ମେହେରଙ୍କ ତତ୍ୱାବଧାନରେ ଯୋଗ ଏବଂ ନେଚରୋପାଥି ଉପରେ ପ୍ରତିଦିନ
Read More...

‘ପ୍ରୟାସ’ ତରଫରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ମାରକପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : କଣାସ ରୋଡ୍‌ରୁ ସାତପଡ଼ା ପର୍ଯ୍ୟନ୍ତ ନୂତନ ରେଳ ରାସ୍ତା ସଂଯୋଗ ପାଇଁ 'ପ୍ରୟାସ' ତରଫରୁ ସଂଗଠନର ସଭାପତି କୃଷ୍ଣ ଜଗଦେବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ପୁରୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ
Read More...