Daily Archives

ବାରବନ୍ଧା ଓ ଡୁଡୁକାରଂଜା ଇଲାକାରେ ଲାଗିଲା ମାଓ ପୋଷ୍ଟର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପଂଚାୟତ ବାରବନ୍ଧା ଓ ଡୁଡୁକାରଂଜା ପଂଚାୟତର ବିଭିନ୍ନ ସ୍ଥାନ ଯଥା ପଂଚାୟତ ଅଫିସ, ବେଲଗାଁ ଛକ, ଡୁଡୁକାରଂଜା ଛକ ଇତ୍ୟାଦିରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ତେବେ ଏହି ସବୁ ପୋଷ୍ଟରରେ
Read More...

ମୂଲ୍‌ ହେଲା ବଲାଙ୍ଗିର୍‌ ଶାନ୍ତିପଡ଼ାରେ ନାମଯଜ୍ଞ : ପହେଲା ନାମ୍‌ ଧର୍‌ଲେ ଶାନ୍ତିପଡ଼ା ନିବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୂଲ୍‌ ହେଲା ବଲାଙ୍ଗିର୍‌ ଶାନ୍ତିପଡ଼ାରେ ନାମଯଜ୍ଞ । ପହେଲା ନାମ୍‌ ଧର୍‌ଲେ ଶାନ୍ତିପଡ଼ା ନିବାସୀ । ଏତେ ରଟ୍‌ ଖରା ବି ଭକ୍ତିର୍‌ ଆଘେ ହାର୍‌ ମାନିଛେ । ଶାନ୍ତିପଡ଼ାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ରୀତି ନୀତି ଅନୁସାରେ ଆଜି ଠିକ୍‌ ଉପର୍‌ବେଲା ୩ ବଜେ ପହରୀ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୫୯ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ
Read More...

ପାଟଣାଗଡ଼ ବନ ବିଭାଗ ଦ୍ୱାରା ୭ ଗୋଟି ଶାଗୁଆନ୍‌ ପଟା ସହ ବାଇକ୍‌ ଜବତ୍‌ : ଅଭିଯୁକ୍ତମାନେ ଫେରାର୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବନ ବିଭାଗ ଦ୍ୱାରା ୭ ଗୋଟି ଶାଗୁଆନ୍‌ ଗଣ୍ଡି ସହ ଏକ ବାଇକ୍‌ ଜବତ୍‌ ହୋଇଥିବା ଜଣାପଡ଼ିଛି । ଗତ ୧୩ ତାରିଖ ରାତି ପ୍ରାୟ ସାଢେ ୧୦ଟା ସମୟରେ ପାଟଣାଗଡ ରେଞ୍ଜର କର୍ମଚାରୀମାନେ ପାଟଣାଗଡ଼ ବିଭାଗର ବରଘାଟି ଗ୍ରାମ ନିକଟରେ ୨.୭୧ ଘନଫୁଟ ମାପ ବିଶିଷ୍ଟ
Read More...

କୂଅରୁ ଉଦ୍ଧାର ହେଲା ଜଙ୍ଗଲୀ ଭାଲୁ

ଆଠମଲ୍ଲିକ : କୂଅରୁ ଉଦ୍ଧାର ହେଲା ଜଙ୍ଗଲୀ ଭାଲୁ । ଉଦ୍ଧାର ପରେ ତାକୁ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି । ଅନୁଗୁଳ ଜିଲ୍ଲାର ବାମୁର ବନାଞ୍ଚଳର ଖଇରମୁଣ୍ଡାରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଗାଁର ସୁବାସ ଧଳଙ୍କ ବାଡ଼ି କୂଅରେ ଗତ ରାତିରେ ଏକ ଜଙ୍ଗଲୀ ଭାଲୁ କୂଅରେ ପଡି ଯାଇଥିଲା
Read More...

ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ଯୁବକ

ଆଠଗଡ : ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରବିବାର ରାତିରେ କନ୍ୟାକୁମାରୀରୁ ହାୱଡା ଯାଉଥିବା ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍‌ରୁ ଖସିପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଲେ ପପୁ ଗୋଗେଇ ଓ ତାଙ୍କ ଘର ଆସାମର
Read More...

କୃଷକ ଉତ୍ପାଦକ କମ୍ପାନୀ କୃଷକମାନଙ୍କୁ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱ

ଭବାନୀପାଟଣା, (କେପିଏନ୍‌ଏସ୍‌) : କୃଷକମାନେ ଅଣ ଧାନ ଚାଷ ମାଧ୍ୟମରେ ନିଜ ରୋଜଗାରକୁ ବୃଦ୍ଧି କରିପାରିବେ । ଗୋଟିଏ ଅଞ୍ଚଳରେ ବଜାର ଚାହିଦା ଥିବା ଉତ୍ପାଦ ଗୁଡ଼ିକର ବହୁଳ ଭାବେ ଚାଷ କଲେ ଉତ୍ପାଦର ସହଜ ବଜାରୀକରଣ କରିହେବ । ଚାଷୀମାନଙ୍କ ଆଧୁନିକ ଜ୍ଞାନ କୌଶଳ ପ୍ରଦାନ କଲେ ଉତ୍ପାଦନ ବୃଦ୍ଧି
Read More...

ଶପଥ ନେଲେ ବିଧାୟିକା ଦୀପାଳି ଦାସ

ଭୁବନେଶ୍ୱର : ବିଧାନସଭାରେ ଶପଥ ନେଲେ ନବ ନିର୍ବାଚିତ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଶପଥ ଉତ୍ସବରେ ଶାସକ ବିଜେଡି ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ସୋମବାର
Read More...

ପୌରପାଳିକା ଗୋଦାମ ଗୃହରେ ଅଗ୍ନିକାଣ୍ଡ

ଯାଜପୁର : ଯାଜପୁର ପୌରପାଳିକା ଗୋଦାମ ଗୃହରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଗୋଦାମ ଗୃହରେ ପୌରାଞ୍ଚଳରେ ସଫେଇ ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ସାମାଗ୍ରୀ ରହିଥିଲା । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଘଟଣା
Read More...

‘ଲାୟନ୍ସ କ୍ଲବ’ ପାଇକମାଲ, ନୃସିଂହନାଥର ନୂତନ ପରିଚାଳନା କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଦାଦାଜୀ ହୋଟେଲ ବୈଦପାଲି ରୋଡ଼୍‌ଠାରେ ଲାୟନ୍ସ କ୍ଲବର କର୍ମକର୍ତ୍ତାମାନଙ୍କ ଏକ ବୈଠକ କ୍ଲବ ସଭାପତି ଜନାର୍ଦ୍ଦନ ପଣ୍ଡାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । କ୍ଲବର ସମ୍ପାଦକ ନନ୍ଦଲାଲ ନାୟକ ବିବରଣୀ ପଠନ କରିଥିଲେ ।
Read More...