Monthly Archives

March 2023

ବିଜେଡିରେ ସାମିଲ ହେଲେ ବଙ୍ଗୋମୁଣ୍ଡାର ବିଜେପି ନେତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଜେଡିର କାର୍ଯ୍ୟ ଧାରାରେ ବିଶ୍ୱାସ ରଖି ଅନ୍ୟ ଦଳର ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହେଉଥିବା ବେଳେ ବଙ୍ଗୋମୁଣ୍ଡାର ବିଜେପି ନେତା ବିନୋଦ ହୋଟେଲ ମାଲିକ ବିନୋଦ ପୁଟେଲ ଭାରତୀୟ ଜନତା ପାର୍ଟି ଛାଡି କଂଟାବାଂଜି ନିର୍ବାଚନ ମଣ୍ଡଳୀର ବିଜେଡି
Read More...

ରୋୟାଲ ଗ୍ରୀନ ସୋସାଇଟିରେ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ଭାଇଚାରର ପର୍ବ ହୋଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିଟଲାଗଡ ରୋଡ ନିକଟସ୍ଥ ପେଲେସ ଲାଇନରେ ଥିବା ରୋୟାଲ ଗ୍ରୀନ ସୋସାଇଟିରେ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ଭାଇଚାରର ପର୍ବ ହୋଲି ବା ରଙ୍ଗର ପର୍ବ ହୋଲି । ପରସ୍ପର ମଧ୍ୟରେ ରଙ୍ଗ ବୋଳାବୋଳି ହୋଇ ପାଳିତ ହୋଇଛି ହୋଲି । ଏହି ଅବସରରେ ଅବିର ଓ
Read More...

ଘୋର ଅବ୍ୟବସ୍ଥା ମଧ୍ୟରେ ପ୍ରାଣୀଧନ ଚିକିତ୍ସା ସେବା : ସାଧାରଣରେ ଅସନ୍ତୋଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ବର୍ତ୍ତମାନ ଘୋର ଅବ୍ୟବସ୍ଥା ଭିତରେ ଚାଲିଥିବା ଦେଖାଦେଇଛି । ସୂଚନା ଥାଉକି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଶୁ ସମ୍ପଦର ସୁରକ୍ଷାକୁ ନେଇ ବିଗତ ବର୍ଷ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷଠାରେ
Read More...

ମିନି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ତୁରୁମୁଙ୍ଗା : ହୋଲିରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ଥିବା ବେଳେ ଚୋରମାନେ ପାଟଣା ବ୍ଲକର ଧରୁଆପଡ଼ାରେ ଥିବା ଏକ ଫିନୋ ମିନି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ, ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଧରୁଆପଡ଼ା ଛକ ନିକଟରେ ଶରତ
Read More...

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତରଫରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ

ମନମୁଣ୍ଡା : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି) ତରଫରୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରାଯାଇଛି । ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ରୀତାରାଣୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ସଭା କରାଯାଇଥିଲା
Read More...

୩୦୧ କେଜି ଗଞ୍ଜେଇ ଜବତ

ସାନଖେମୁଣ୍ଡି : ଗୋବିନ୍ଦପୁର ପଞ୍ଚାୟତ କୃଷ୍ଣପୁର ଓ ବୁରେଇ ପାହାଡ ଗ୍ରାମର କିଛି ଘରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଖବର ପାଇ ପାଟପୁର ପୋଲିସ ଚଢାଉ କରି ୩୦୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି
Read More...

ଆନ୍ଧ୍ରପ୍ରଦେଶରେ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅର୍ନ୍ତଗତ ତାଲାକୋଟ ଗ୍ରାମର ୫ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶରେ ବନ୍ଧା ପଡିଥିବା ଏକ ଭିଡିଓ ଘୁରି ବୁଳୁଛି । ଏମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଓ ୩ ଜଣ ଯୁବତୀ ଥିବାର ଜଣାପଡିଛି । ସେମାନେ ହେଲେ ଲଛମନି ମାଝି, ଝଳସାଏ ମାଝି,
Read More...

ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସହ ଯୁବକଙ୍କୁ ଆକ୍ରମଣ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ସରକାରୀ ବସଷ୍ଟାଣ୍ଡ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଯୁବକଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଦୁର୍ବୁତ୍ତମାନେ ହାଣି ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ୨ ଜଣ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଯୁବକ ୨ ଜଣ
Read More...

୧୮ କୁଇଣ୍ଟାଲ ଗଞ୍ଜେଇ ସହ ବାଇକ୍ ଜବତ, ୨ ଗିରଫ

ମନମୁଣ୍ଡା : ମନମୁଣ୍ଡା ରେଞ୍ଜ ଶଗଡା ସେକ୍ସନ ସିଗାଡି ଜଙ୍ଗଲ ଅଂଚଳରେ ଗଞ୍ଜେଇ ଚୋରା ଚାଲାଣ ପ୍ରସ୍ତୁତି ଚାଲିଥିବା ବେଳେ ମନମୁଣ୍ଡା ପୁଲିସ ଚଢାଉ କରି ୧୮ କୁଇଣ୍ଟାଲ ୨୦ କେଜି ଗଞ୍ଜାଇ ସହ ଏକ ବାଇକ ଜବତ କରିଛି । ଏଥିସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମନମୁଣ୍ଡା
Read More...

ଛତ୍ରପୁରରେ ଦୋଳ ଗୋବିନ୍ଦଙ୍କ ବିଜୟ ଯାତ୍ରା ସରଗରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ପାରମ୍ପରିକ ଐତିହାସିକ ଦୋଳଯାତ୍ରା ସମ୍ପନ୍ନ ହୋଇଯାଇଛି । ଦୋଳ ପୂର୍ଣ୍ଣମୀ ଦିନ ସନ୍ଧ୍ୟାରେ ପଞ୍ଚଦୋଳ ବିମାନରେ ରାଧାକୃଷ୍ଣ ଯୁଗଳମୂର୍ତ୍ତି ଚଳନ୍ତି ପ୍ରତିମା ବିଜେ କରିଥିଲେ । ନାନା ପୂଜାର୍ଚ୍ଚନାର ସହ ଦୋଳଗୋବିନ୍ଦଙ୍କ ଯାତ୍ରା
Read More...