ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ : ଚାଲିଗଲା ୩ ଜୀବନ
ଅନୁଗୁଳ : ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥରେ ଏକ ବାଇକକୁ ପରିବା ବୋଝେଇ ପିକଅପ ଭ୍ୟାନ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ କୁଳେଇ ଗାଁର ସିପୁ ପ୍ରଧାନ, ସୁନୀଲ ସାହୁ ଓ ମାନସ ବେହେରା ।
କୁଳେଇ ଗାଁର କିଛି ଯୁବକ ମୋଟର ସାଇକେଲରେ ଜରପଡା ଆଡକୁ!-->!-->!-->…
Read More...
Read More...