Monthly Archives

March 2023

ତହସିଲ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆପଡ଼, (ନିରାକାର ମେହେର) : ତହସିଲ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଅଫିସ୍‌ ଭିତରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଲେ ଯୁବକ । ତାଙ୍କୁ ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ନୂଆପଡ଼ା ତହସିଲ୍‌ ଅଫିସ ଆଗରେ ଏହି ଅଭାବନୀୟ କାଣ୍ଡ
Read More...

ବିଭିନ୍ନ ସମସ୍ୟାକୁ ନେଇ ଧାରଣାରେ ବସିଲେ ଟାଟା ପାୱାର ଅଧୀନରେ ଥିବା କର୍ମଚାରୀମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଟା ପାୱାର ଅଧୀନରେ ଠିକା ନେଇ ଥିବା ବଲାଙ୍ଗିର ସହରର ସୀତାରାମବିହାର ସ୍ଥିତ ସୁରିୟା କନ୍ସଟ୍ରକ୍‌ସନ୍‌ ଆଗରେ ଆଜି ବିଭିନ୍ନ ସମସ୍ୟାକୁ ନେଇ ଧାରଣାରେ ବସିଥିଲେ ୩ଟି ଡିଭିଜନ ବଲାଙ୍ଗିର, ସୋନପୁର ଓ ଟିଟିଲାଗଡର ୩୩/୧୧ କେଭି ଗ୍ରୀଡର କର୍ମଚାରୀମାନେ । ତେବେ
Read More...

ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରାଂଚଳ ଓ ତୁରେକେଲା ବ୍ଲକ ସଦର ଗ୍ରାମରେ ଦୁଇ ଦିନ ହେଲା ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଛି । ଉଭୟ କଂଟାବାଂଜି ଓ ତୁରେକେଲା ବ୍ଲକ ସଦର ଗ୍ରାମର ବିଭିନ୍ନ ଛକରେ ଆନ୍ଦୋଳନକାରୀମାନେ କୌଣସି ଚାରି ଚକିଆ
Read More...

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିବନ୍ଧକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଲିଖିତ ‘ଭାରତର ଯୁବକମାନେ ଏକ ଅନିଶ୍ଚିତ ଦୁନିଆ ପାଇଁ ଆଶା ଆଣିଛନ୍ତି' ଶୀର୍ଷକ ଏକ ନିବନ୍ଧକୁ ସେୟାର କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି
Read More...

ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ନିର୍ମାଣ ହୋଇଛି ୧୧ କୋଟିରୁ ଅଧିକ…

ନୂଆଦିଲ୍ଲୀ, (ପିଆଇବି) : ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୧୧ କୋଟିରୁ ଅଧିକ ପାଇଖାନା ଏବଂ ୨.୨୩ ଲକ୍ଷରୁ ଊର୍ଦ୍ଧ୍ବ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି । କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଆଜି ଲୋକସଭାରେ
Read More...

ତୁରେକେଲା ବ୍ଲକର ଉପାନ୍ତ ଅଂଚଳରେ ଦେଶୀ ରନ୍ଧା ମଦର ବହୁଳ ବିକ୍ରି : ସାଧାରଣରେ ଅସନ୍ତୋଷ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଂଚଳର ଉପାନ୍ତ ଢୋଲମାନ୍ଦଲ ପଂଚାୟତର ଗଭରା, ବରିୟାଲି ଓ ବାହାବଲ ତଥା ହଲନଭଟା ପଂଚାୟତର ଗୁର୍ଜିଭଟା, କୁଶପାଲି ଅଂଚଳରେ ଦେଶୀ ରନ୍ଧା ମଦ ଘରେ ଘରେ ତିଆରି ହେଉଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ନୂଆ ଭାବେ ମହୁଲର ଦାମ
Read More...

ତୁରେକେଲା ପଂଚାୟତ ସଭା ଗୃହରେ ଉନ୍ନତ ମାନର ଚାଷ ଓ ଚାଷୀର ଉନ୍ନତି ସହ ପରିବେଶ ସନ୍ତୁଳନ ଉପରେ କର୍ମଶାଳା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ପଂଚାୟତ ତୁରେକେଲା କାର୍ଯ୍ୟାଳୟରେ ଉନ୍ନତ ମାନର ଚାଷ ଓ ଚାଷୀର ଉନ୍ନତି ସହ ପରିବେଶ ସନ୍ତୁଳନ ଉପରେ ଏକ ସଚେତନତା କର୍ମଶାଳା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କର୍ମଶାଳାକୁ ରିଲାଏନ୍ସ ଫାଉଣ୍ଡେସନ ଓ
Read More...

ଡିଜି ଯାତ୍ରା ଅଧୀନରେ ଯାତ୍ରୀମାନଙ୍କ ତଥ୍ୟ କୌଣସି କେନ୍ଦ୍ରୀୟ ଭଣ୍ଡାରରେ ନୁହେଁ ବରଂ ସେମାନଙ୍କ ମୋବାଇଲରେ ରହିଥାଏ

• ଡିଜି ଯାତ୍ରା ହେଉଛି ମୁଖମଣ୍ଡଳ ଚିହ୍ନଟ ପ୍ରଯୁକ୍ତି ବ୍ୟବହାର ବାୟୋମେଟ୍ରିକ ବୋର୍ଡିଂ ସିଷ୍ଟମ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ପ୍ରୟାସ ନୂଆଦିଲ୍ଲୀ, (ପିଆଇବି) : ଡିଜି ଯାତ୍ରା ଅଧୀନରେ ଯାତ୍ରୀମାନଙ୍କ ତଥ୍ୟ ସେମାନଙ୍କ ନିଜ ମୋବାଇଲ ଗଚ୍ଛିତ ହୋଇ ରହିଥାଏ । ଏହା
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା ସଭା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓ ବଙ୍ଗୋମୁଣ୍ଡା ଫରେଷ୍ଟ ରେଂଜ ଅଧୀନରେ ଥିବା ଜଙ୍ଗଲ ଗୁଡିକ ଚଳିତ ବର୍ଷ ହୁ ହୁ ହୋଇ ନିଆଁରେ ଜଳୁଥିବାରୁ ଉଭୟ ଦୁଇ ରେଂଜର ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନଙ୍କୁ ନେଇ ତୁରେକେଲା ବ୍ଲକ ସଦର
Read More...

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

ସଚେତନତା ଅଭାବ ଓ ଦୁର୍ବଳ ନେତୃତ୍ୱ ଜିଲ୍ଲାର ବିକାଶରେ ବାଧକ : ବ୍ରଜକିଶୋର ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନତାର ଅଭାବ ଓ ଦୁର୍ବଳ ନେତୃତ୍ୱ ତଥା ଆଞ୍ଚଳିକ ବୈଷମ୍ୟତା ଜିଲ୍ଲାର ବିକାଶରେ ବାଧକ ବୋଲି ସଚେତନ ନାଗରିକ ମଞ୍ଚର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ କେନ୍ଦ୍ର
Read More...