Monthly Archives

March 2023

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୭ ଆହତ

ଫୁଲବାଣୀ : ସକାଳୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ରିକ୍ସା ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା
Read More...

ନବରଙ୍ଗପୁର ଜିଲ୍ଲାରେ ୫ଟି ସଚିବଙ୍କ ଦ୍ଵିତୀୟ ଦିନ

ଉମରକୋଟ : ନବରଙ୍ଗପୁରର ଜିଲ୍ଲାରେ ୫ଟି ସଚିବଙ୍କ ଦ୍ଵିତୀୟ ଦିନ ଗସ୍ତରେ ଉମରକୋଟ ବ୍ଲକର ପ୍ରସିଦ୍ଧ ଐତିହାସିକ ପୀଠ ପୋଡ଼ାଗଡ଼ ପରିଦର୍ଶନ କରିଛନ୍ତି ଭି.କେ ପଣ୍ଡିଆନ । ପାହାଡ଼ ଉପରେ ଥିବା ବିଭିନ୍ନ ମନ୍ଦିର ସହ ପୁରାତନ ଧ୍ଵଂସାବଶେଷ ଜିନିଷ ଦେଖିଥିଲେ । ଏହାପରେ ସେଠାରେ ରହିଥିବା ସଂଗ୍ରହାଳୟ
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବାଞ୍ଜିପାଲି ଗ୍ରାମ ନିକଟରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ପିଅରପାଲି ଗ୍ରାମର ଜୀବର୍ଦ୍ଧନ ଷାଣ୍ଢ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ଯୁବ
Read More...

ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା : ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ : ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା । ୩ ଜଣ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପୂର୍ବ
Read More...

ଲୁଟ୍‌ କରିବା ପାଇଁ ସୁନା ଦୋକାନରେ ବୋମାମାଡ

ଭୁବନେଶ୍ୱର : ଖାରବେଳନଗର ଥାନା ଅଞ୍ଚଳରେ ଲୁଟ୍‌ କରିବା ପାଇଁ ୟୁନିଟ-୪ରେ ଥିବା ଶ୍ରୀଜୁଏଲର୍ସ ସୁନା ଦୋକାନକୁ ଶୁକ୍ରବାର ରାତି ସାଢ଼େ ୯ଟା ବେଳେ ବୋମାମାଡ଼ କରିଥିବା ଜଣାପଡିଛି । ଫଳରେ ସୁନା ଦୋକାନ ମାଲିକ ରମାକାନ୍ତ ମହାରଣା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ
Read More...

ସୁରକ୍ଷିତ ମାତୃତ୍ଵକୁ ଆଶ୍ୱାସନା ପ୍ରଦାନ କରୁଛି ‘ସୁମନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁରକ୍ଷିତ ମାତୃତ୍ଵକୁ ଆଶ୍ବାସନା ପ୍ରଦାନ କରୁଛି "ସୁମନ" କାର୍ଯ୍ୟକ୍ରମ । ବିନା ମୂଲ୍ୟରେ ୧୦୮ ଆମ୍ବୁଲାନ୍ସ ସେବା, ଅତି କମ୍‌ରେ ୪ଥର ପ୍ରସବ ପୂର୍ବ ଅଲଟ୍ରାସାଉଣ୍ଡ ସହ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଆଦର ସମ୍ମାନ ସହ ସେବା ପ୍ରଦାନକୁ ସୁନିଶ୍ଚିତ କରୁଛି ସୁମନ ।
Read More...

୨୦୦୬ରୁ ହାଉସିଂ ବୋର୍ଡର ଆବେଦନ ଜମି ୩୪ଜଣଙ୍କୁ ପ୍ରଦାନ କଲେ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୮୭ ମସିହାରେ ପ୍ରସ୍ତାବିତ ପ୍ରସ୍ତାବ ଅନୁଯାୟୀ ଗତ ୨୦୦୬ ମସିହାରୁ ବଲାଙ୍ଗିର ଜିଲ୍ଲାରେ ହାଉସିଂ ବୋର୍ଡରୁ ଜମି ପାଇବା ପାଇଁ ୩୭୦ ଜଣ ହିତାଧିକାରୀ ପଞ୍ଜିକରଣ କରିଥିଲେ । ହେଲେ ୧୬ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାର ଜମି ବଣ୍ଟନ କରାଯାଇନଥିଲା ।
Read More...

ବାଇକ ସହ ସାଇକେଲ ଦୁର୍ଘଟଣା ଗସ୍ତ, ୩ ଗୁରୁତର

ରାଜସୁନାଖଳା : ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଉପରେ ରାଜସୁନାଖଳା ମହାବିଦ୍ୟାଳୟ ଅଳ୍ପ କିଛି ଦୂରତାରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Read More...

ଆହତ ଅବସ୍ଥାରେ ଉଦ୍ଧାର ହେଲା ଚିତ୍ରା ହରିଣ

ସୋର : ଆହତ ଅବସ୍ଥାରେ ଉଦ୍ଧାର ହେଲା ଚିତ୍ରା ହରିଣ । ବାଲେଶ୍ଵର ଜିଲ୍ଲା ଅଚ୍ୟୁତପୁର ପଞ୍ଚାୟତ ସିରିପୁର ଗ୍ରାମ ବଉଳାଶୁଣି ପୋଖରୀରୁ ଆହତ ହରିଣ ଉଦ୍ଧାର ହୋଇଛି । ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହରିଣକୁ ପରେ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ନିକଟସ୍ଥ ଜଙ୍ଗଲରୁ ଖସି ଆସିଥିବା ଏକ ହରିଣ
Read More...

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଗୁରୁବାର ଗୋଧୂଳି ଲଗ୍ନରେ ପାରମ୍ପରିକ ନୀତି ଅନୁଯାୟୀ ହରିହର ଭେଟ ପାରସ୍ପରିକ ଫଗୁ ବିନିମୟରେ ଉଦ୍‌ଯାପିତ ହୋଇଯାଇଛି । ୧୨ ତାରିଖ ମଧ୍ୟରାତ୍ରରୁ ଆକର୍ଷଣୀୟ ଆତସବାଜୀ ବାଣ ପ୍ରଦର୍ଶନୀ ମଧ୍ୟରେ
Read More...