କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଆଦାନୀ ପାଇଁ ଦେଶ, ସମ୍ବିଧାନର ବଳି ଦେଉଛି ବିଜେପି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦାନୀ ଏବେ ସାରା ବିଶ୍ୱ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଗାନ୍ଧୀ ମଧ୍ୟ ଲୋକସଭାରେ ସେହି ବିଷୟକୁ ନେଇ ବିଜେପି ସରକାରଙ୍କୁ ଘେରିଥିଲେ । ସେଥିରେ ଆକ୍ରୋଶମୂଳକ ଭାବେ ବିଜେପି ସରକାର ରାହୁଲ ଗାନ୍ଧୀଙ୍କୁ ଜେଲ୍ କରାଇବା ସହ ତାଙ୍କୁ ସରକାରୀ ଘରୁ!-->…
Read More...
Read More...