Monthly Archives

February 2023

ବିଓବି ପକ୍ଷରୁ ‘ଡିଜିଟାଲ ଋଣ’ କର୍ମଶାଳା

ନୂଆଦିଲ୍ଲୀ : ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ ନିକଟରେ ଏକ ଜାତୀୟ ସ୍ତରର କର୍ମଶାଳା 'ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ' ପଞ୍ଜାବର ଅମୃତସରଠାରେ ଆୟୋଜିତ ହୋଇଯାଇଛି । ବିଶେଷ କରି ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକ ନିମନ୍ତେ 'ଡିଜିଟାଲ ଋଣ' ଶୀର୍ଷକ
Read More...

୬୧ତମ ପୁରୀ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ଅଡଙ୍ଗ ତିଆଡି ଜାଗାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ୬୧ତମ ପୁରୀ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ସୁପ୍ରତିଭା ଖୁଂଟିଆ
Read More...

ପୁରୀ ବଡଦାଣ୍ଡରେ ପାଳିତ ହେଲା ବେତାର ଦିବସ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ବଡଦାଣ୍ଡର ମରିଚିକୋଟ ଛକ ନିକଟରେ ବେତାର ଦିବସ ପାଳିତ ହୋଇଯାଇଛି । ବେତାର ବା ରେଡିଓ ଏକ ବିଶ୍ୱସ୍ତ ଓ ବିଶ୍ୱାସଯୋଗ୍ୟ ଗଣମାଧ୍ୟମ । ଚଳିତ ବର୍ଷ ରେଡିଓ ଦିବସରେ ଜାତିସଂଘର ବାର୍ତା ହେଉଛି ରେଡିଓ ଓ ଶାନ୍ତି । ସ୍ଥାନୀୟ ବ୍ୟବସାୟୀ, ବାସିନ୍ଦା ଓ
Read More...

ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ‘ନାଗା’ ଭେଟି ଦେଲେ ଶାଶ୍ୱତ ରଞ୍ଜନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଖ୍ୟାତନାମା ଶିଳ୍ପପତି ନବୀନ ଜିନ୍ଦଲଙ୍କ ପୁରୀ ଗସ୍ତ ଅବସରେ ପୁରୀ ମାଟିର ବୀରତ୍ୱକୁ ପ୍ରତିପାଦିତ କରୁଥିବା 'ନାଗା' ତାଙ୍କୁ ଉପହାର ଦିଆଯାଇଛି । ଦିଆସିଲି କାଠିରେ ବିଭିନ୍ନ କଳାକୃତି କରି ଯଶ ଅର୍ଜନ କରିଥିବା ଶାଶ୍ୱତ ରଞ୍ଜନ ସାହୁ ସିଂହଦ୍ୱାର ନିକଟରେ
Read More...

ଫେବୃଆରୀ ୨୦ ଯାଏଁ ବଢ଼ିଲା ଇଗ୍ନୋ ନାମଲେଖା ଅବଧି : ସମସ୍ତ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ

ବାରିପଦା : ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଦ୍ୟାଳୟ(ଇଗ୍ନୋ)ର ନାମ ଲେଖାର ଶେଷ ଅବଧି ଫେବୃଆରୀ ୨୦ ତାରିଖ ଯାଏଁ ବୃଦ୍ଧି ପାଇଛି । ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଏହି ନାମଲେଖା ଅବଧିକୁ ବୃଦ୍ଧି କରିଥିବା ସୂଚନା ଦେଇଛନ୍ତି । ବିଭିନ୍ନ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ବାଇକ୍ ଆରୋହୀ ମୃତ

ସାଲେପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ୨ ଜଣ ଏକ ବାଇକ୍ ଯୋଗେ ପାରାଦୀପ ପଟରୁ କଟକ ଅଭିମୁଖେ ଯାଉଥିଲେ । ଏହି ସମୟରେ କଟକ ପାରାଦୀପ ରାସ୍ତାର କନ୍ଧରପୁର ଟୋଲ୍ ଗେଟ୍‌ରେ ବାଇକ୍‌କୁ ପଛପଟୁ ଏକ
Read More...

ଚନ୍ଦନେଶ୍ଵର ଓ‌ ଭୂଷଣ୍ଡେଶ୍ଵର ଶୈବପୀଠରେ ମହାଶିବରାତ୍ରି ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୋଗରାଇ : ପୂର୍ବ ଭାରତ ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱର ଓ ଏସିଆର ସର୍ବବୃହତ ଶିବଲିଙ୍ଗ ବାବା ଭୂଷଣ୍ଡେଶ୍ଵର ମହାଦେବଙ୍କ ଜାଗର ଯାତ୍ରା ଓ ମହାଶିବରାତ୍ରିର ସୁପରିଚାଳନା ପାଇଁ ସୋମବାର ସନ୍ଧ୍ୟାରେ ଚନ୍ଦନେଶ୍ୱର ପାନ୍ଥଶାଳା ଠାରେ ଉଭୟ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ପ୍ରସ୍ତୁତି
Read More...

ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ନାଚୁଣି କଲେଜ ରୋଡ଼ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ସ୍ଥାନୀୟ ଜିତୁ ପ୍ରଧାନଙ୍କ ଘର କୂଅରେ କୌଣସି କାରଣ ବଶତଃ ଜଣେ ବୃଦ୍ଧ ସେହି ରାସ୍ତା ଦେଇ ଯାଉଥିବା ସମୟରେ ପଡ଼ି ଯାଇଥିଲେ । କୂଅରେ ପଡ଼ିବା
Read More...

ଅଟେଇ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି

ଆନନ୍ଦପୁର : ଆନନ୍ଦପୁର ସୀମାନ୍ତ ଘଟଗାଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ମଧ୍ୟ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛନ୍ତି । କେହି ଦୁର୍ବୃତ୍ତ ଅଗ୍ନିକାଣ୍ଡ ଘଟାଇଥିବା ବେଳେ ଶୁଖିଲା ଗଛ
Read More...

୭ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲାର ମାଛକୁଣ୍ଡ ପୋଲିସ ଦ୍ୱାରା ପାଟ୍ରୋଲିଂ ଚାଲିଥିବା ବେଳେ ବଡ ଡୁରାଲ ଗ୍ରାମ ନିକଟରୁ ୭ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ପୂର୍ବ ସୂଚନା ପାଇ ସୋମବାର ମାଛକୁଣ୍ଡ ଥାନା ପୋଲିସ ସ୍ଥାନୀୟ ବଡ ଡୁରାଲ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ
Read More...