Monthly Archives

February 2023

ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ଆସନ୍ତା ଶିକ୍ଷା ବର୍ଷ ପାଇଁ ନାମ ଲେଖାଇବା ପାଇଁ ଇଛୁକ ଶିଶୁଙ୍କ ପିତା ମାତାଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୃଥ୍ୱୀରାଜ
Read More...

ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମର ୬୩ତମ ବାର୍ଷିକୋତ୍ସବ

ଋଷିବୋଧ ଉତ୍ସବ ଓ ଋଗ୍‌ବେଗ ପାରାୟଣ ମହାଯଜ୍ଞ ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମର ୬୩ତମ ବାର୍ଷିକୋତ୍ସବ ଗତ ୧୭, ୧୮ ଓ ୧୯ ତାରିଖ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଋଷିବୋଧ ଉତ୍ସବ ଓ ଋଗ୍‌ବେଗ ପାରାୟଣ ମହାଯଜ୍ଞ କାର୍ଯ୍ୟକ୍ରମ
Read More...

ପଦ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ

ଜୟ ପ୍ରଭୁ ନୃସିଂହନାଥପ୍ରିୟ ଭାଇ ଓ ଭଉଣୀମାନେଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର । ଆଜି ପୁଣି ଥରେ ଝାରବନ୍ଧ/ପଦ୍ମପୁର/ପାଇକମାଲ ଆସି ମୁଁ ବହୁତ ଖୁସି । ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି । ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି
Read More...

ଏଲ୍‌ଇଡି ଦ୍ୱାରା ଜନସାଧାରଣଙ୍କୁ ବନ ବିଭାଗ ପକ୍ଷରୁ ଅଲିଭ ରିଡଲେ ସୁରକ୍ଷା ସଚେତନତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବନ ବିଭାଗ ପକ୍ଷରୁ ଅଲିଭ ରିଡଲେଙ୍କ ସୁରକ୍ଷା ନେଇ ଶନିବାର ଠାରୁ ଜନ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଡିଏଫଓ ଅମ୍ଲାନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜାମ
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ

ପାଟଣାଗଡ, (କେପିଏନ୍‌ଏସ୍‌) : ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସେଗୁଡିକ ମଧ୍ୟରେ ଜଙ୍ଗଲ ସୀମାନ୍ତ ଗ୍ରାମଗୁଡିକ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଜିଲ୍ଲାସ୍ତରରୁ ଗ୍ରାମସ୍ତର ପର୍ଯ୍ୟନ୍ତ ସମ୍ବେଦନଶୀଳ
Read More...

କଲ୍ୟାଣ ମଣ୍ଡପଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ସ୍ମାଇଲ ଫର୍ ଅଲ ଫାଉଣ୍ଡେସନ ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି, ବୀରମହାରାଜପୁରଙ୍କ ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୌର ଅଧ୍ୟକ୍ଷା ଶ୍ରୀମତୀ
Read More...

ମାନବିକତା ଦେଖାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ଅନୁସାରେ ରାତି ପାଖାପାଖି ୨ଟା ସମୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ନିକଟକୁ ଖବର ଆସିଲା ଯେ, ଟିଟିଲାଗଡରେ କୌଣସି ଏକ ଦୁର୍ଘଟଣାରେ ଆହତ ହୋଇ ଜଣେ ମହିଳା ପ୍ରଥମେ ଟିଟିଲାଗଡ ସବ ଡିଭିଜନାଲ
Read More...

ବୌଦ୍ଧ ଜିଲ୍ଲାରେ ସଫଳତାର ସହ ଶେଷ ହେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବୌଦ୍ଧ, (କେପିଏନ୍‌ଏସ୍‌) : ଗତ ୧୪ ତାରିଖ ଦିନ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ, ୧୬ ତାରିଖରେ କଣ୍ଟାମାଳ ହାଇସ୍କୁଲ ଏବଂ ୧୭ ତାରିଖରେ ହରଭଙ୍ଗା ବ୍ଲକ ଚାରିଛକ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବ୍ଲକରେ ୧୮୪ ଜଣ ପଂଜିକୃତ ହୋଇଥିବା ବେଳେ
Read More...

ବଲାଙ୍ଗିର ପୋଲିସ ତେଜିବା ପରେ ସହରବାସୀ ସାମାନ୍ୟ ଆଶ୍ୱସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ୍‌ ତେଜିବା ପରେ ସହରବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଥିବା ଅନୁଭବ ହେଉଛି । ଖୋଲମ୍‌ଖୋଲା ଅପରାଧ ଯୋଗୁଁ ଲୋକେ ଅଣନିଃଶ୍ୱାସୀ ହୋଇ ପଡ଼ୁଥିବା ବେଳେ କେଉଁଠି ଗୁଳି ଫୁଟିଛି ତ’ କେଉଁଠି ଖଣ୍ଡା ବୁଲିଛି । ପୁଣି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ
Read More...

ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ନିଆରା ସମାଜସେବା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ନିଆରା ସମାଜସେବା କାର୍ଯ୍ୟକ୍ରମ ସାମ୍‌ନାକୁ ଆସିଛି । ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ କ୍ୟାମ୍ପସ୍‌ରେ ରବିବାର ଦିନ ସର୍ବସାଧାରଣଙ୍କ ପାଇଁ ପ୍ରଦାନ କରାଯାଉଛି ନିଶୁଳ୍କ ମଧ୍ୟାହ୍ନ ଭୋଜନ । ଶହ ଶହ ରୋଗୀଙ୍କ ପରିଜନ
Read More...