Yearly Archives

2022

ବନ୍ୟଜନ୍ତୁଙ୍କ ଚମଡା, ନଖ ଓ ଦାନ୍ତ ଜବତ କଲା ବନ ବିଭାଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ରେଞ୍ଜ ଅଧୀନ ହଳନଭଟା ଗ୍ରାମ ଠାରୁ ଲାଠୋର ରେଞ୍ଜର ପ୍ରଭାତି ସେଠ ବନ୍ୟଜନ୍ତୁଙ୍କ ଛାଳ, ନଖ ଓ ଦାନ୍ତ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୁରୁବାର ଦିନ ଟିଟିଲାଗଡ ନିକଟ କୁମୁଡ଼ାର ଅଭିନାସ ଶବର ନାମକ ଏକ ଯୁବକ ବନ୍ୟଜନ୍ତୁଙ୍କ
Read More...

ଜାତୀୟସ୍ତରୀୟ ଭାସ୍କର୍ଯ୍ୟ କଳା ପ୍ରତିଯୋଗିତାରେ ଓମ୍‌ପ୍ରକାଶଙ୍କ କୃତିତ୍ୱ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଉତ୍ତରପ୍ରଦେଶର ଝାନ୍ସି ସ୍ଥିତ ମଣିକର୍ଣ୍ଣିକା ଆର୍ଟ ଗ୍ୟାଲେରି ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଚିତ୍ର ଓ ଭାସ୍କର୍ଯ୍ୟ କଳା ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡଙ୍ଗରମୁଣ୍ଡା ଗ୍ରାମର ଯୁବ ବାଳୁକାଶିଳ୍ପୀ
Read More...

ମା’ ସାରଦା ଦେବୀଙ୍କ ୧୭୦ତମ ଜନ୍ମ ଜୟନ୍ତୀ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମ ପରିସରରେ ମା' ସାରଦା ଦେବୀଙ୍କ ୧୭୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାତଃ କାଳରୁ ମଙ୍ଗଳ ଆଳତି, ପୂଜା, ହୋମ ସମାପନ ପରେ ସ୍ଵାମୀ ଅଶୋକାନନ୍ଦଜୀ ମହାରାଜଙ୍କ ସଭାପତିତ୍ୱରେ ଏକ ଆଧ୍ୟାତ୍ମିକ
Read More...

୨୨ରେ ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱରବାସୀଙ୍କୁ ନୂଆବର୍ଷ ଭେଟି ଦେବେ । ଏଥିପାଇଁ ଆସନ୍ତା ୨୨ ତାରିଖରେ ବାଲେଶ୍ୱର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ବହୁ ପ୍ରକଳ୍ପ ଲୋକାର୍ପଣ ସହିତ ଅନେକ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ
Read More...

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତି ଆରମ୍ଭ ହେବ । ଏଣୁ କୋଠଭୋଗ ରୋଷଘରେ ନୂଆ ଚୁଲି ତିଆରି ହୋଇଛି । ମହାସୁଆରମାନେ ଏହାକୁ ତିଆରି କରିଛନ୍ତି । ସ୍ୱତନ୍ତ୍ର ଚୁଲିରେ ପ୍ରସ୍ତୁତ ହେବ ଏହି ପହିଲି ଭୋଗ । ପହିଲି ଭୋଗରେ ବିରି,
Read More...

ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟର ନୂତନ ସଭାପତି ଭାବେ ଡ. ଅଶୋକ କୁମାର ମହାନ୍ତି ମନୋନୀତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ସଂ-୨୮୨୧୪/ଏଚ୍ ଇ, ତା-୧୦-୦୯-୨୦୨୦ ଜରିଆରେ ସଂଶୋଧିତ ଓଡିଶା ଶିକ୍ଷା ନିୟମ ୧୯୯୧, ନିୟମ-୨୫ ଅନୁଯାୟୀ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ପ୍ରତିଷ୍ଠା, ଅନୁମୋଦନ ଓ ପରିଚାଳନାଗତ ନିଷ୍ପତ୍ତି
Read More...

ସ୍ୱେଚ୍ଛାସେବୀଙ୍କ ଟ୍ୱିଟ ପରେ ରଞ୍ଜନ ବିଶ୍ୱାଳଙ୍କ ପାଖକୁ ପହଁଚିଲା ମେଡିକାଲ ଟିମ୍‌

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ଅଧୀନ ଖାଲିଗୁମା ଗ୍ରାମର ୯ ବର୍ଷର ଶିଶୁ ରଞ୍ଜନ ମଲ୍ଲିକ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଚାରି ବର୍ଷ ହେଲା ବିଛଣାରେ ପଡି ରହିଥିଲେ । ତାଙ୍କୁ ୫ ବର୍ଷ ବୟସରେ ମା' ଛାଡି ଆରପାରିକୁ ଚାଲିଗଲେ । ସେ ବହୁତ କଷ୍ଟରେ
Read More...

୨ୟ ଖପ୍ରାଖୋଲ ମହୋତ୍ସବ ଉଦ୍‌ଘାଟିତ

ଖପ୍ରାଖୋଲ ଅଞ୍ଚଳ ଉତ୍ସବମୁଖର ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଦର ଖପ୍ରାଖୋଲ ଠାରେ ଦ୍ଵିତୀୟ ବର୍ଷ ଖପ୍ରାଖୋଲ ମହୋତ୍ସବ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ ଉପଜିଲ୍ଲପାଳ ଡ. ବିଜୟା ନନ୍ଦ ସେଠୀ, ସମ୍ମାନିତ
Read More...

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଉପର ଏକ କୋଠା ଭିତରୁ ଧରାପଡିଲେ ଯୁବତୀଙ୍କ ସହ ଜଣେ ବ୍ୟକ୍ତି, ଭିଡିଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଉପର ଏକ କୋଠା ଭିତରୁ ଜଣେ ଯୁବତୀଙ୍କ ସହ ଜଣେ ବ୍ୟକ୍ତି ଧରାପଡିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରୁ ଯାହା ଜଣାପଡିଛି ଯେ, ଯୁବତୀ ଜଣକ ତାଙ୍କ
Read More...

ଜନ କଲ୍ୟାଣ ସେବା ଫାଉଣ୍ଡେସନ ଓ ସ୍ୱରାଜ ହସ୍‌ପିଟାଲ ବଲାଙ୍ଗିରର ମିଳିତ ଆୟୋଜନରେ ମୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ଗ୍ରାମ ପଞ୍ଚାୟତରେ ସମସ୍ତଙ୍କ ପାଇଁ ମୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଜନ କଲ୍ୟାଣ ସେବା ଫାଉଣ୍ଡେସନ ଓ ସ୍ୱରାଜ ହସ୍‌ପିଟାଲ ବଲାଙ୍ଗିରର ମିଳିତ ଆୟୋଜନରେ ଆୟୋଜିତ ହୋଇଯାଇଛି । ଆଜି ବଲାଙ୍ଗିର
Read More...