ମେଣ୍ଡାରେ ବାରପାହାଡ ମହୋତ୍ସବ ଓ କଂସ ଦରବାର
ତରଭା, (କେପିଏନ୍ଏସ୍) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ତ୍ରୀବେଣୀ ଛକରେ ବାରପାହାଡ ମହୋତ୍ସବ ଓ କଂସ ଦରବାର ଅନୁଷ୍ଠିତ ହୋଇଯାଇଛି । ମେଣ୍ଡା, ଦେଉଳପଦର, ପାଇକବାହାଲ ପଞ୍ଚାୟତର ଉତ୍ସାହି ଯୁବକମାନଙ୍କ ଦ୍ୱାରା ଏହା ଆୟୋଜିତ ହେଉଛି । ମହୋତ୍ସବ ଅବସରରେ ମୀନାବଜାର ଲାଗିଛି । ଫଳରେ ହଜାର!-->…
Read More...
Read More...