Yearly Archives

2022

ଓଜନ ବଢ଼ିଲେ କରିବେ କ’ଣ ?

ଥରେ ଜଣେ ମହିଳା ଭକ୍ତ ତାଙ୍କ ପରମପୂଜ୍ୟ ସନ୍ନ୍ୟାସୀ ଧର୍ମଗୁରୁଙ୍କ ପାଖରେ ପହଂଚି ତାଙ୍କ ମନ ମଧ୍ୟରେ ଆନ୍ଦୋଳିତ କରୁଥିବା ପ୍ରଶ୍ନ ପଚାରିଲେ । “ହେ ଗୁରୁଦେବ, ଓଜନ ବଢ଼ିଲେ କ’ଣ କରିବାକୁ ପଡ଼ିବ ।” ଗମ୍ଭୀତାର ସହ ଧର୍ମଗୁରୁ ଉତ୍ତର ଦେଲେ - ତନ(ଶରୀର) ବଢ଼ିଲେ ବ୍ୟାୟାମ, ମନ ବଢ଼ିଲେ ଧ୍ୟାନ
Read More...

ଡେଲାଙ୍ଗ ପଞ୍ଚାୟତ ସମିତିର ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବୁଧବାର ପଞ୍ଚାୟତ ସମିତିର ୪ର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଗୋଷ୍ଠୀ
Read More...

ଲୋଇସିଂହା ଥାନା ସମ୍ମୁଖରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ସମ୍ମୁଖରେ ଜନୈକ ମାନସିକ ବିକାରଗ୍ରସ୍ତ ଯୁବକ ଉନ୍ମତ୍ତ କାଣ୍ଡ ଭିଆଇଥିବା ଦେଖିବାକୁ ମିଳିଛି । ଗୁରୁବାର ଅପରାହ୍ନ ୨ଟାରେ ଯୁବକଟି ଥାନା ମୁଖ୍ୟ ଫାଟକକୁ ବନ୍ଦ କରି ଦେବା ସହିତ ଥାନା ସମ୍ମୁଖସ୍ଥ ୨୬ ନଂ ଜାତୀୟ ରାଜପଥ ଉପରେ ଲୁହା ତିଆରି
Read More...

ଡୁଡୁକା ପଞ୍ଚାୟତର ବୈଠକ

ଡୁଡୁକା, (କେପିଏନ୍‌ଏସ୍‌) : ଡୁଡୁକା ପଞ୍ଚାୟତ ସଭାଗୃହରେ ପଞ୍ଚାୟତର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଅଶୋକ ପଟେଲ ଏଥିରେ ଅଧ୍ୟକ୍ଷତା କରି ଉନ୍ନତିମୂଳକ କାମ ସ୍ୱଚ୍ଛତା ପାନୀୟ ଜଳ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି
Read More...

ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଡିଭାଇନ କିଡ୍‌ସ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ବନବାହାଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଫ୍ରଗ୍‌ଜମ୍ପ, ୫୦ ଓ ୧୦୦ ମିଟର ଦୌଡ, ବଲ୍‌ଫିଙ୍ଗା ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉତ୍ସବରେ ସ୍କୁଲ
Read More...

ସମାଜସେବୀ ଡ. ଶ୍ରୀକର ମିଶ୍ର ଅସୁସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜଣାଶୁଣା ସମାଜସେବୀ ଡ. ଶ୍ରୀକର ମିଶ୍ର ହୃଦ୍‌ଘାତଜନିତ ସମସ୍ୟାରୁ ଅସୁସ୍ଥ ଥିବା ସୂଚନା ମିଳିଛି । ଡ. ଶ୍ରୀ ମିଶ୍ର ଗତ ସୋମବାର ରାତିରେ ପୁରୀରୁ ବଲାଙ୍ଗିର ଅଭିମୁଖେ ଟ୍ରେନ୍‌ରେ ଆସୁଥିଲେ । ଖୋର୍ଦ୍ଧା ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ
Read More...

ଜିଲ୍ଲା ଲାଇଟ ଓ ସାଉଣ୍ଡ ମାଲିକ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟ କଦଳୀମୁଣ୍ଡା ନର୍ସରୀଠାରେ ଜିଲ୍ଲା ଲାଇଟ ଓ ସାଉଣ୍ଡ ମାଲିକ ସଂଘ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକରୁ ଲାଇଟ ଓ ସାଉଣ୍ଡ ମାଲିକ ସଂଘ ସଦସ୍ୟମାନେ ଯୋଗ ଦେଇଥିଲେ ।
Read More...

ବିଶିଷ୍ଠ ନାଟ୍ୟ ଗବେଷକ ତଥା ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ର ଅସୁସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଠ ନାଟ୍ୟ ଗବେଷକ ତଥା ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ର ଅସୁସ୍ଥ ଥିବା ଜଣାପଡିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି । ସୂଚନା ଅନୁସାରେ ବାର୍ଦ୍ଧକ୍ୟଜନିତ କାରଣରୁ ନିକଟରେ ସେ ଅତ୍ୟନ୍ତ ଅସୁସ୍ଥ ହୋଇପଡିଥିବା ବେଳେ
Read More...

ଆଜି ଜାତୀୟ ଗଣିତ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ଗଣିତ ଦିବସ । ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନ । ପ୍ରତିବର୍ଷ ଡିସେମ୍ବର ମାସ ୨୨ ତାରିଖକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରାଯାଏ । ଅଧିକାଂଶ ସ୍କୁଲରେ ଏହି ଦିବସ ପାଳନ ଉପଲକ୍ଷେ ଗଣିତ ବିଷୟକୁ ନେଇ ବିଭିନ୍ନ ପ୍ରତିଯୋଗିତାମାନ
Read More...

ବିଏସଏଫ ଯବାନଙ୍କ ଦ୍ୱାରା ଡ୍ରଗ୍ସ ତସ୍କରୀ ଯୋଜନା ପଣ୍ଡ

ଚଣ୍ଡିଗଡ଼ : ପଞ୍ଜାବର ଅନ୍ତର୍ଜାତୀୟ ସୀମାରେ ଡ୍ରୋନ ସାହାଯ୍ୟରେ ମାଦକ ଦ୍ରବ୍ୟ ପଠାଉଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ଅକାମୀ କରିଛି ସୀମା ସୁରକ୍ଷା ବଳ(ବିଏସଏଫ), ଫଳରେ ଡ୍ରୋନଟି ଅନ୍ୟ ଏକ ପାର୍ଶ୍ୱରେ ପଡ଼ିଯାଇଥିଲା । ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି
Read More...