Yearly Archives

2022

ଆଦିତି କଲେଜରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଦିତି କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ ସହରର ରୋୟାଲ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ବାଳକ ଓ ବାଳିକା ବର୍ଗଙ୍କ ବିଭିନ୍ନ ଇଭେଣ୍ଟ ମଧ୍ୟରେ ଡିସକସ୍ ଥ୍ରୋ, ସଟ୍ ଫୁଟ, ସ୍କିପିଂ ତଥା ୧୦୦ ମିଟର, ୪୦୦ ମିଟର ଦୌଡ ଅନୁଷ୍ଠିତ ହୋଇଥିଲା । ବାଳିକା
Read More...

କଂଟାବାଂଜି ଜିଲ୍ଲା ଦାବୀ ପ୍ରସଙ୍ଗ : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଭେଟିଲା ଜିଲ୍ଲା ସଂଘର୍ଷ ସମିତି,…

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ନିର୍ବାଚନ ମଣ୍ଡଳୀର କଂଟାବାଂଜି ଏନଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ୩ ଗୋଟି ବ୍ଲକକୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ଦାବୀ ନେଇ ଜିଲ୍ଲା ସଂଘର୍ଷ ସମିତି ଦାବୀ କରିଆସିଛି । କଂଟାବାଂଜି ଜିଲ୍ଲା ଦାବୀକୁ ଯଥାର୍ଥ ଦର୍ଶାଇ ସଂଘର୍ଷ
Read More...

ଛେଲିଆପାଟ ଏମ୍‌.ଇ ସ୍କୁଲ ଭରସୁଜାର ସପ୍ତମ ଶ୍ରେଣୀ ୧୯୯୩-୯୪ ବ୍ୟାଚ୍‌ର ବନ୍ଧୁ ମିଳନ

ଆଗଲପୁର, (କେପିଏନ୍‌ଏସ୍‌) : ଛେଲିଆପାଟ ଏମ୍‌.ଇ ସ୍କୁଲ ଭରସୁଜାର ସପ୍ତମ ଶ୍ରେଣୀ ୧୯୯୩-୯୪ ବ୍ୟାଚ୍‌ର ବନ୍ଧୁ ମିଳନ ଭରସୁଜା ଗ୍ରାମ ସ୍ଥିତ ଆମ୍ବ ତୋଟାଠାରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଏହି ବ୍ୟାଚ୍‌ରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଏକଜୁଟ ହୋଇ ବଣଭୋଜିର ଆୟୋଜନ କରି
Read More...

ବହଲପଦର ପଂଚାୟତରେ ମାହେଶ୍ୱରୀର ନୂତନ କର୍ମକର୍ତ୍ତା ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୁଇଁନ୍ତଲା ବ୍ଲକର ବହଲପଦର ପଂଚାୟତରେ ପ୍ରଥମ କରି ଯୁବପିଢିଙ୍କୁ ସମାଜ ସେବା ପାଇଁ ସେବା ମନବୃତ୍ତିରେ ମାହେଶ୍ୱରୀ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ବହଲପଦର ପଂଚାୟତ କାର୍ଯ୍ୟାଳୟରେ ଅଙ୍କୁଶ କୁମାର ପାଣ୍ଡିିଆଙ୍କ ଅଧ୍ୟକ୍ଷତାରେ
Read More...

ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ସୁବର୍ଣ୍ଣଦୀପ ପତ୍ରିକାର ସମ୍ପାଦକ ସମ୍ବର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡରୁ ପ୍ରକାଶିତ ଯୁଗ ଉପଯୋଗୀ ଶିଶୁ-କିଶୋର ପତ୍ରିକା ସୁବର୍ଣ୍ଣଦୀପ ପତ୍ରିକା ଦୀର୍ଘ ୨୮ ବର୍ଷରୁ ଅଧିକ ହେଲା ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଛି । ଏଭଳିକି ମହାମାରୀ କରୋନା ସମୟରେ ମଧ୍ୟ ନିୟମିତ ପ୍ରକାଶ ପାଇଛି । ପତ୍ରିକାର ସମ୍ପାଦକ ପ୍ରଦୀପ୍ତ ଭାନୁ
Read More...

ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବଲାଙ୍ଗିର ରୋଟାରୀ କ୍ଲବ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବଲାଙ୍ଗିର ରୋଟାରୀ ଭବନ ପରିଦର୍ଶନରେ ଆସିଥିଲେ । ଏକ ଆୟୋଜିତ ସଭାରେ ରୋଟାରୀ କ୍ଲବର ସଞ୍ଜୟ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି
Read More...

ନାଟକ ସାମନ୍ତ ଚନ୍ଦ୍ରଶେଖର ଖଣ୍ଡପଡ଼ାରେ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଓଡ଼ିଶାର ସୁପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଆଧାରିତ ଓଡିଆ ଭାଷାର ପ୍ରଥମ ନାଟକ 'ସାମନ୍ତ ଚନ୍ଦ୍ରଶେଖର' ପଠାଣି ସାମନ୍ତଙ୍କ ଜନ୍ମ ସ୍ଥାନ ନୟାଗଡର ଖଣ୍ଡପଡ଼ାରେ ଆସନ୍ତା ୩୦
Read More...

ଜାତୀୟ ଉପଭୋକ୍ତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ବୈଧ ମାପ ବିଜ୍ଞାନ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଉତ୍ସର୍ଗ'ର ମିଳିତ ଆନୁକୂଲ୍ୟରେ ରାଉରକେଲାର ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି । ବୈଧମାପ ବିଜ୍ଞାନର ସହକାରୀ
Read More...

ଖାଉଟି ଅଦାଲତ ବଲାଙ୍ଗିରରେ ଜ୍ୟୋସ୍ନା ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ୮୧ ହଜାର କ୍ଷତିପୂରଣ ଦେବେ ତହସିଲଦାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗର ପ୍ୟାନାଲ ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନା ମିଶ୍ର, ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଖାଉଟିଙ୍କ ପ୍ରତି ଅଣଦେଖା ଓ ତାଙ୍କ ବିଶୃଙ୍ଖଳିତ ନୀତିର ଖିଲାପରେ ଯଥା ବଲାଙ୍ଗିର ସ୍ଥିତ ଶାନ୍ତିପଡ଼ା ନିବାସୀ
Read More...

ଭାରସାମ୍ୟ ହରାଇ ଓଲଟିଲା ପିକ୍‌ନିକ୍ ବସ୍ : ଡ୍ରାଇଭର ଓ ହେଲପର ଗୁରୁତର

କେନ୍ଦ୍ରପଡ଼ା : କେନ୍ଦ୍ରପଡ଼ା ସଦର ଥାନା ଅନ୍ତର୍ଗତ ଲୋକନାଥପୁର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ପିକ୍‌ନିକ୍ ବସ୍‌ ଓଲଟିପଡିଥିବା ଜଣାପଡିଛି । ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ
Read More...