Yearly Archives

2022

ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢାଉ କରି ସଦର ଥାନା ଅନ୍ତର୍ଗତ ସାରସପିଟା ଗ୍ରାମରେ ଦୁଇ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଅବକାରୀ ବିଭାଗ । ସୂଚନା ଅନୁସାରେ, କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ପାଟଣାଗଡ ଥାନା ମରୁଆଁ ଗାଁର ରିଙ୍କୁ ନାଗ
Read More...

ହିମାଚଳ ପ୍ରଦେଶରେ ୬୮ ଟି ଆସନ ପାଇଁ ମତଦାନ ଜାରି, ସିଏମ୍ ଜୟରାମ ତାଙ୍କ ପରିବାର ସହିତ ଭୋଟ୍ ଦେଲେ

ହିମାଚଳ : ଆଜି ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦିଆଯାଉଛି । ସକାଳ ୮ ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ୬୮ ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ​​୪୧୨ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି ।
Read More...

ଜିଲ୍ଲାପାଳଙ୍କ ଅଚାନକ ୫-ଟି ହାଇସ୍କୁଲ ଓ ପିଏଚ୍‌ସି ପରିଦର୍ଶନ

ମୁରିବାହାଲ, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଚଞ୍ଚଳ ରାଣା ଶୁକ୍ରବାର ମୁରିବାହାଲ ବ୍ଲକର ୫-ଟିରେ ରୂପାନ୍ତରିତ ୩ଟି ହାଇସ୍କୁଲ ଓ ଗୁଡିଘାଟ ପିଏଚ୍‌ସିକୁ ଅଚାନକ ପରିଦର୍ଶନ କରିଛନ୍ତି । ଇଚ୍ଛାପଡା ସ୍ଥିତ ମହାତ୍ମା ଗାନ୍ଧୀ ହାଇସ୍କୁଲ, ଗୁଡିଘାଟ ମୁକୁନ୍ଦିଲାଲ୍‌ ଅଗ୍ରୱାଲ ହାଇସ୍କୁଲ ଓ
Read More...

ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନର ଶୁଭାରମ୍ଭ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି । କ୍ରାନ୍ଥିଭିରା ସାଙ୍ଗୋଲି ରାୟାନା (କେଏସଆର) ରେଳ ଷ୍ଟେସନର ପ୍ଲାଟଫର୍ମ ନଂ
Read More...

‘ଜାତୀୟ ଶିକ୍ଷା ଦିବସ’ରେ ଓଡ଼ିଆ ଇଞ୍ଜିନିୟରିଂ ପୁସ୍ତକର ଉନ୍ମୋଚନ କଲେ ମାନ୍ୟବର ରାଷ୍ଟ୍ରପତି

ମାତୃଭାଷାରେ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳବିଚାରଧାରା ଏବଂ ଦକ୍ଷତା ବିକଶିତ କରିବ- ମାନ୍ୟବର ରାଷ୍ଟ୍ରପତିଓଡ଼ିଆ ଜନମାନସ ଓ ଓଡ଼ିଆ ଭାଷା ପାଇଁ ସ୍ମରଣୀୟ ଦିନ – ଧର୍ମେନ୍ଦ୍ର ପ୍ରଧାନ• ‘ଜାତୀୟ ଶିକ୍ଷା ଦିବସ’ରେ ମାର୍ଗଦର୍ଶନ ଦେବା ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ
Read More...

ବେଙ୍ଗାଲୁରୁ ଠାରେ ସାଧାରଣ ସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି“ବେଙ୍ଗାଲୁରୁ ହେଉଛି ଭାରତର ଷ୍ଟାର୍ଟ ଅପ୍ ହବ ଏବଂ ବେଙ୍ଗାଲୁରୁର ଉତ୍ସାହ ହିଁ ଦେଶକୁ ବିଶ୍ୱର ଅନ୍ୟ ମାନଙ୍କ ଠାରୁ ଭିନ୍ନ କରାଇଥାଏ”“ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଏକ ପ୍ରତୀକ, ଯାହା ବର୍ତ୍ତମାନ
Read More...

୪ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୨୦୨୧-୨୨ ବର୍ଷ ପାଇଁ ଗଞ୍ଜାମ ଅଞ୍ଚଳର ଚାରୋଟି ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମ ବ୍ଲକର ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗଞ୍ଜାମ ସହର, ହୁମ୍ମା ଓ ୟୁଡିଏସପୁର ପ୍ରମୁଖ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର
Read More...

ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଭାରତୀୟ ଭାଷାରେ ଶିକ୍ଷା ପ୍ରଦାନ ଜରୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ତୃଣମୂଳ ସ୍ତରରେ ମେଧା ବିକାଶପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ବୈଷୟିକ ଶିକ୍ଷା ସମ୍ପର୍କିତ ଶବ୍ଦାବଳୀକୁ ସହଜରେ ବୁଝିବା ପାଇଁ ମାତୃଭାଷା ଏକାନ୍ତ ପ୍ରୟୋଜନ ।
Read More...

କେନ୍ଦୁପତ୍ର କର୍ମଚାରୀ ମାନଙ୍କ ସମସ୍ୟା ଉପରେ ପିସିସିଏଫଙ୍କ ସହିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଆଲୋଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା କେନ୍ଦୁ ପତ୍ର ସଙ୍ଗଠନ, ଓଡିଶା ଜଙ୍ଗଲ ଉନ୍ନୟନ ନିଗମ, ଜଳବାୟୁ ପରିବର୍ତ୍ତନ ଏବଂ ଜଙ୍ଗଲ ପରିବେଶ ସୁରକ୍ଷା ବିଭାଗର ପିସିସିଏଫ ମାନଙ୍କ ସହିତ ଶ୍ରମିକ କର୍ମଚାରୀ ମାନଙ୍କ ସମସ୍ୟା, ବିରଳ ତଥା ବିଲୁପ୍ତପ୍ରାୟ ବନ୍ୟପ୍ରାଣୀ, ବିରଳ ପକ୍ଷୀ, ବିରଳ ଔଷଧିୟ
Read More...

ପ୍ରବାସୀ ଶ୍ରମିକଙ୍କ ନିରାପଦ ସ୍ଥାନାନ୍ତର ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ ବାହାରକୁ କାମଧନ୍ଦା ନିମନ୍ତେ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ନିରାପଦ ସ୍ଥାନାନ୍ତର ନିମନ୍ତେ ଜିଲ୍ଲା ଆଞ୍ଚଳିକ ଶ୍ରମ ଆୟୁକ୍ତ ସୁବର୍ଣ୍ଣପୁରଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରମିକ ସଚେତନତା ରଥକୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି
Read More...