Yearly Archives

2022

ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ୱତୀ ଶିଶୁ ମନ୍ଦିର, ମାଣଚିନା ପରିସରରେ ଆଜି ଶିଶୁ ମନ୍ଦିରର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ
Read More...

ଲୋୟର ସୁକତେଲ ପ୍ରକଳ୍ପ ସ୍ତରୀୟ ଥଇଥାନ ଓ ପୂନର୍ବାସ ବୈଠକ

ପ୍ରକଳ୍ପର ସମ୍ପୂର୍ଣ୍ଣ ଏବଂ ବିସ୍ଥାପିତଙ୍କ ଉଚିତ କ୍ଷତିପୂରଣ ଉପରେ ଗୁରୁତ୍ୱ ଦେଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ଲଢେଇ ପରେ ଆଜି ଲୋୟର ସୁକତେଲ ଆରମ୍ଭ ହେବାକୁ ଯାଉଛି । ପ୍ରତ୍ୟେକ ପ୍ରଭାବିତ ଲୋକେ ବର୍ତ୍ତମାନ ଲୋୟର ସୁକତେଲ ହେଉ ବୋଲି ଚାହୁଁଛନ୍ତି କିନ୍ତୁ କିଛି
Read More...

ଦେଓଗାଁ ରେଞ୍ଜ ଅଫିସରେ ଗଜସାଥୀଙ୍କ ପ୍ରଶିକ୍ଷଣ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ବଲାଙ୍ଗିର ଏବଂ ଦେଓଗାଁ ରେଞ୍ଜର ମିଳିତ ଭାବେ ଗଜସାଥୀମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଦେଓଗାଁ ରେଞ୍ଜରେ ଆୟୋଜିତ ହୋଇଯାଇଛି । ରେଞ୍ଜ ଅଫିସର ଆଲୋକ ମାଝୀଙ୍କ ସଭାପତିତ୍ୱରେ ବଲାଙ୍ଗିର ବନଖଣ୍ଡର ଏ.ସି.ଏଫ୍. ଅଜିତ ବିଶି ମୁଖ୍ୟ ଅତିଥି
Read More...

ମ.ରାମପୁର ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ମହିଳା ବିଭାଗରେ ମ.ରାମପୁର ଓ ପୁରୁଷ ବିଭାଗରେ ମୁଡ଼ିଂ ଚାମ୍ପିୟନ ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ବିଭିନ୍ନ ବିଭାଗରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ମ.ରାମପୁର ପଂଚାୟତ ସମିତି ତରଫରୁ ପୁରୁଷ ଓ ମହିଳା ବିଭାଗର ଫୁଟବଲ ଟୁର୍ଣ୍ଣାମେଣ୍ଟ
Read More...

ଜୋନ ୧୭ରେ ବିଜେପିର ସତ୍ୟାଗ୍ରହ

ବିଜେଡି ରାଜନୀତିର ଅପରାଧିକରଣ କରିଛି : ବିଜେପି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜୋନ ନଂ ୧୭ରେ ଭରତୀୟ ଜନତା ପାର୍ଟି ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ସରକାର ଗଠନ କରିଥିବା ବେଜେଡି ଦଳ ରାଜନୀତିର ଅପରାଧିକରଣ କରିଥିବା ବିଜେପି ପକ୍ଷରୁ ଅଭିଯୋଗ
Read More...

ସର୍ବ ଭାରତୀୟ ଓପନ କରାଟେ : ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥାନୀୟ କରାଟେ ସ୍କୁଲଠାରେ ଚାଲିଥିବା ଦ୍ୱାଦଶ ସର୍ବ ଭାରତୀୟ ଓପନ୍‌ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବଲାଙ୍ଗିର କରାଟେ ସ୍କୁଲର ତମନ୍ନା ମେହେର ଓ ୪୦ କେ.ଜି ବର୍ଗ କମିତିରେ ସ୍ୱର୍ଣ୍ଣ, ଆୟୁଷି ସିଂ ବାରିକ ୩୦
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ରାଧାକୃଷ୍ଣ ମନ୍ଦିର ସଦେଇପାଲିଠାରେ ଅନୁଷ୍ଠିତ ହେଇଯାଇଛି । ସଭାର ପ୍ରାରମ୍ଭରେ ଉପଦେଷ୍ଟା ଧନଞ୍ଜୟ ମିଶ୍ର ଭଗବାନଙ୍କ ମନ୍ତ୍ରପାଠ କରିଥିଲେ । ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିବା ବେଳେ
Read More...

ବଲାଙ୍ଗିର ଜିଲ୍ଲା ଷାଠିଏ ଘର ଡୁମାଲ ସମାଜର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ସଭାପତିତ୍ୱରେ ବେଲପଡା ବ୍ଲକ ଶେମେଲପାଲିଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଲିଆ, ପୂର୍ବତନ କୋଷାଧ୍ୟକ୍ଷ ଜିତେନ୍ଦ୍ର ବେହେରା, ହର୍ଡଖୋଲ
Read More...

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ପ୍ରତିଯୋଗିତା କୋଏଲନଗର ସ୍ଥିତ ଏ ବ୍ଲକ ଦୁର୍ଗାପୂଜା ପଡିଆ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଚମ୍ପିୟାନସିପ୍‌ର କାର୍ଯ୍ୟକାରୀ ସଂପାଦକ ସୁମନ୍ତ ଜେନାଙ୍କ ଆବାହକତ୍ୱ ଓ ଅଧ୍ୟାପକ ରଶ୍ମିରଂଜନ ରାଉତଙ୍କ ସଂଯୋଜନାରେ
Read More...

ଶାନ୍ତିପଡା ଛକଠାରେ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଶାନ୍ତିପଡା ଛକଠାରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ, ପାଟଣାଗଡ ପଟୁ ଏକ ବସ୍‌ ଆସି ସ୍ଥାନୀୟ ଛକ ଠାରେ ଅଟକି ଥିବା ବେଳେ ଏକ କାର୍‌ ତାକୁ ଓଭରଟେକ କରିବା ସମୟରେ ସାମ୍ନା ପଟୁ ତଥା ଭୁଲ ରାସ୍ତା
Read More...