Yearly Archives

2022

ମାଗଣା ସୁବିଧା ଯୋଗାଇବାର ଯାଦୁ କେବଳ ମୋ’ ପାଖରେ ଅଛି : ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଗୁଜୁରାଟରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆସିଥିବା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରାଜ୍ୟରେ ସରକାର ଗଠନ ପାଇଁ ଦାବୀ କରିଛନ୍ତି । ଅହମ୍ମଦାବାଦରେ ଏକ ସାକ୍ଷାତକାରରେ କେଜ୍ରିୱାଲ କହିଛନ୍ତି ଯେ, ନିର୍ବାଚନରେ ​​କଂଗ୍ରେସର ସିଟ୍‌
Read More...

୧୧ତମ ବିଶ୍ଵଶାନ୍ତି ଅଖଣ୍ଡ ବ୍ରହ୍ମ ମହିମା ଯଜ୍ଞ ଉଦ୍‌ଯାପିତ 

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ବଡ଼ବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନବାଙ୍କି ଗ୍ରାମରେ ୧୧ତମ ବିଶ୍ଵଶାନ୍ତି ଅଖଣ୍ଡ ମହିମା ଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଗତ ତିନି ଦିନରୁ ଆରମ୍ଭ ହୋଇ ଆଜି ଯଜ୍ଞର ପୂର୍ଣ୍ଣାହୁତି ହୋଇଯାଇଛି । ବିଭିନ୍ନ ମହିମା
Read More...

ସ୍ଵର୍ଗତ ସାଇଧର ପାଣ୍ଡେଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ସରଗୁଲ ଗ୍ରାମର ନିବାସ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ତଥା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସକ୍ରିୟ ସଭ୍ୟ ସ୍ଵର୍ଗତ ସାଇଧର ପାଣ୍ଡେଙ୍କ ଏକାଦଶାହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ
Read More...

ମଦନପୁର ଏସ.ଏସ.ଡି. ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ‘ସର୍ଗିଫୁଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଏସ.ଏସ.ଡି. ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସ୍କୁଲର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ କ୍ଲଷ୍ଟରସ୍ତରୀୟ 'ସର୍ଗିଫୁଲ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ
Read More...

ପ୍ରଧାନମନ୍ତ୍ରୀ ଫସଲବୀମାକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବଡ ଘୋଷଣା : ଧନ୍ୟବାଦ ଜଣାଇଲେ ବରଗଡ ଜିଲ୍ଲା ବିଜେପି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରରେ ଫସଲବୀମାର କ୍ଷତିପୂରଣ ପାଇବାକୁ ନେଇ ଚାଷୀମାନେ ଅନେକ ଦିନଧରି ଆନ୍ଦୋଳନ କରୁଛନ୍ତି । ଚାଷୀଙ୍କ ସମସ୍ୟା ସମ୍ପର୍କରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ “କୃଷକ ସଂଗଠନ” ଓ “ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ
Read More...

ଜିଲ୍ଲାସ୍ତରୀୟ ଅମଲାମାନଙ୍କର ‘ମିଶନ ୪୨ଠଠ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ଓଡିଶା ଅମଲା ସଂଘର ଆହ୍ୱାନ ଓ ଗତ ତା.୩୦.୧୦.୨୦୨୨ରିଖରେ ଆୟୋଜିତ ବୈଠକର ନିଷ୍ପତ୍ତି କ୍ରମେ ଅଦ୍ୟ ତା.୧୫.୧୧.୨୦୨୨ରିଖରେ ଶତାଧିକ ଅମଲାଙ୍କ ଉପସ୍ଥିତିରେ ଏକ ରାଲି ଜରିଆରେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 'ମିଶନ ୪୨୦୦' ପାଇଁ ସ୍ମାରକ
Read More...

ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ବ୍ୟାପକ ଜନଆନ୍ଦୋଳନ କରିବ ବିଜେପି : ସମୀର ମହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ବ୍ୟାପକ ଜନଆନ୍ଦୋଳନ କରିବ ବିଜେପି ବୋଲି କହିଛନ୍ତି ସମୀର ମହାନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ରାଜ୍ୟରେ ଚାଷୀଙ୍କ ହକ୍‌ ପାଇଁ ସବୁବେଳେ ରାଜନୈତିକ ଲଢେ଼ଇ ଲଢ଼ି ଆସିଛି ।
Read More...

ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରୀ ଗ୍ରାମ ପଞ୍ଚାୟତ ଠାରେ ୱାଇଏସ୍‌ସି ଚାଇଲ୍ଡ ଲାଇନ ତରଫରୁ ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ପୁଷ୍ପାଞ୍ଜଳି ମାଝୀ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟିତ
Read More...

ମଣି ବରିହା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ କାଲସାଏପାଲି ତରଫରୁ ସ୍ୱର୍ଗତ ମଣି ବରିହା ଫୁଟବଲ କୋଚଙ୍କ ନାରେ ମଣି ବରିହା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି ଖେଳ ପଡିଆରେ ପ୍ରଥମ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି । ମଣି ବରିହା ସ୍ମାରକୀ ଫୁଟବଲ
Read More...

ଶିଶୁ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୋଡମପେଟା ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୁ)
Read More...